ଓଡ଼ିଆ କଥାଚିତ୍ର ଜଗତରେ ୨୦୨୧ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।
ଓଡ଼ିଆ ସିନେମା |
---|
ପ୍ରସିଦ୍ଧ |
୧୯୩୦-୧୯୩୯ |
୧୯୩୬ |
୧୯୪୦-୧୯୪୯ |
୧୯୪୯ |
୧୯୫୦-୧୯୫୯ |
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬ ୧୯୫୯ |
୧୯୬୦-୧୯୬୯ |
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪ ୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯ |
୧୯୭୦-୧୯୭୯ |
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪ ୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯ |
୧୯୮୦-୧୯୮୯ |
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪ ୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯ |
୧୯୯୦-୧୯୯୯ |
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪ ୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯ |
୨୦୦୦-୨୦୦୯ |
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪ ୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯ |
୨୦୧୦-୨୦୧୯ |
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ |
୨୦୨୦-୨୦୨୯ |
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪ |
କ୍ରମାଙ୍କ | ନାମ | ନିର୍ଦ୍ଦେଶକ | ପ୍ରଯୋଜକ | ଅଭିନେତା | ମୁକ୍ତିଲାଭ ତାରିଖ | ||
---|---|---|---|---|---|---|---|
୨୦୨୧ | |||||||
୧ | ପାପ | ଅଶୋକ ପତି | କବିର ଦାସ | ଏଲିନା ସାମନ୍ତରାୟ, ଅଙ୍କିତ କୁମାର, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅଭିଶେକ, ରାଜା ଡି., ପିୟାଲି, କୁନାଲ, ଚୌଧୁରୀ ଜୟପ୍ରକାଶ ଦାସ, ନୂପୁର, ବିଜୁ ବଡ଼ଜେନା | ୧୦ ଜାନୁଆରୀ | ||
୨ | ରୋମିଓ ରାଜା | ରାକେଶ ସାମଲ | ସୁଶାନ୍ତ ପଣ୍ଡା | ଅମ୍ଳାନ ଦାସ, ତମନ୍ନା ବ୍ୟାସ, ହରିହର ମହାପାତ୍ର, ଦୀପକ, ସରୋଜ କୁମାର | ୨୨ ଜାନୁଆରୀ | ||
୩ | ଶ୍ରୀକ୍ଷେତ୍ର | ତାପସ ସରଘରିଆ | ଅଜୟ ରାଉତ | ସିଦ୍ଧାନ୍ତ ମହାପାତ୍ର, ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ, ବ୍ରଜ ସିଂହ | ୨୪ ଜାନୁଆରୀ | ||
୪ | ତୁ ଭାରି ବିୟୁଟିଫୁଲ୍ | ସଞ୍ଜୟ ନାୟକ | ସୌମ୍ୟରଞ୍ଜନ ପଟ୍ଟନାୟକ | ଜ୍ୟୋତି ରଞ୍ଜନ ନାୟକ, ଲିପ୍ସା ମିଶ୍ର, ଅର୍ଚ୍ଚିତା ମହାନ୍ତି, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି ପ୍ରେମାଞ୍ଜନ ପରିଡ଼ା, ସୁରେଶ ବଳ, ବିଜୁ ବଡ଼ଜେନା | ୩୧ ଜାନୁଆରୀ | ||
୫ | ସୁପର୍ ବୟ୍ | କେ. ଅନିଶ | ଅଜୟ କୁମାର ରାଉତ | ଜ୍ୟୋତି ରଞ୍ଜନ ନାୟକ, ତମନ୍ନା ବ୍ୟାସ, ସୁଭାଶିଷ ଶର୍ମା, ପିଣ୍ଟୁ ନନ୍ଦ, ପ୍ରିୟଙ୍କା, ନମିତା ଦାସ | ୧୨ ଫେବୃଆରୀ | ||
୬ | ରୋଲ୍ ନଂ-୨୭ ସୁଜାତା ସେନାପତି | ଅଶୋକ ପତି | ଦୀପକ ମିଶ୍ର | ଅର୍ଚ୍ଚିତା ସାହୁ, ମିହିର ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ପ୍ରୀତିରାଜ ଶତପଥୀ | ୨୧ ଫେବୃଆରୀ | ||
୭ | ବିସର୍ଜନ | ରାମକୃଷ୍ଣ ପାଢ଼ୀ | ଶ୍ରଦ୍ଧା ପାଣିଗ୍ରାହୀ | ଶ୍ରଦ୍ଧା ପାଣିଗ୍ରାହୀ, ସୁଭାଶିଷ ଶର୍ମା, ଲରେନ୍ସ ବେହେରା, ଅନିକେତ | ୭ ମାର୍ଚ୍ଚ | ||
୮ | ତାଣ୍ଡବ | ପୃଥ୍ୱୀରାଜ ପଟ୍ଟନାୟକ | ସନ୍ଦୀପ ସାହୁ | ଦେବାଶିଷ ପତି, ଅନିଶା ଶର୍ମା, ମିହିର ଦାସ, ମନୋଜ ମିଶ୍ର, ଚାନ୍ଦ୍ରାଣୀ ଦାସ | ୧୧ ମାର୍ଚ୍ଚ | ||
୯ | ଚୁମକି ମାଇଁ ଡାର୍ଲିଂ | ସୁଧାଂଶୁ ମୋହନ ସାହୁ | ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଦୀପ କୁମାର ସ୍ୱାଇଁ, ପ୍ରକାଶ କୁମାର ସ୍ୱାଇଁ | ସମ୍ବିତ ଆଚାର୍ଯ୍ୟ - ଭବାନୀ ଶଙ୍କର ମହାପାତ୍ର, ମହାଶ୍ୱେତା ରାୟ - ଚୁମକି, ପ୍ରଦ୍ୟୁମ୍ନ ଲେଙ୍କା - ଏ.କେ. ମିଶ୍ର, ପିୟାଲି, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ମହାପ୍ରସାଦ କର, ଅଳକା ଶତପଥୀ, ଶୁଭ୍ରାଂଶୁ, ରବି ମିଶ୍ର, ସରୋଜ ଦାସ, ବାଙ୍କୁ, ସୁଶିଲ | ୧୪ ମାର୍ଚ୍ଚ | ||
୧୦ | ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର | ରଣଜିତ ବାରିକ | ବଦ୍ରିନାଥ ପଟ୍ଟନାୟକ | ଅଭିଶେକ ରଥ, ଅଙ୍କିତା ଦାସ, ମହିମା ଦାସ, ମିହିର ଦାସ, ଶକ୍ତି ବରାଳ | ୧ ଅପ୍ରେଲ | ||
୧୧ | ଜଙ୍ଗଲ | ଟି. ଗଣେଶ | ନିର୍ମଳା ପଣ୍ଡା | ସୁରଜ, ଆହାନା ବରାଳ, ଇଲୁ ବାନାର୍ଜୀ, ରବି ମିଶ୍ର | ୯ ଅପ୍ରେଲ | ||
୧୨ | ଓଏ ଗୀଟାର | ଅପ୍ପୁ କାନୁନ୍ଗୋ | ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି | ଅମନ - ଦ୍ରୁପଦ, ଆହାନା ବରାଳ - ସଙ୍ଗୀତା, ଗୁଡ୍ଡୁ, ଦେବୁ ପଟ୍ଟନାୟକ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଆର୍.ଜେ. ଗୁଡ୍ଡି, ନମିତା ଦାସ | ୧୪ ଅପ୍ରେଲ | ||
୧୩ | ସିନ୍ଥିରୁ ସିନ୍ଦୂର ଅଳପ ଦୂର | ରଣଜିତ ବାରିକ | ଅରୂପ ନନ୍ଦ | ପ୍ରଭାସ ଷଡ଼ଙ୍ଗୀ, ରୁମି, ପ୍ରିୟଙ୍କା, ଲକି, ଅସୀତ ପତି | ୨୧ ଅପ୍ରେଲ | ||
୧୪ | ୭୨ ଆୱାର୍ସ୍ - ଲାଇଫ୍ ଅର୍ ଡେଥ୍ | ୨୫ ଅପ୍ରେଲ | |||||
୧୫ | ଇନ୍ଦ୍ରଜାଲ | ପିନୁ ନାୟକ | ରମେଶ ବାରିକ | ସମ୍ବିତ ଆଚାର୍ଯ୍ୟ, ଦେବଯାନୀ, ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୟକି ମିଶ୍ର, ବିନୋଦ ପରିଡ଼ା, ପ୍ରଦ୍ୟୁମ୍ନ ଲେଙ୍କା | ୨ ମଇ | ||
୧୬ | କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍ | ସ୍ନେହାଶିଷ ଦାସ | କୌଶିକ ଦାସ | ଗାର୍ଗୀ ମହାନ୍ତି, ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ଖଣ୍ଡୁଆଳ, ଭାସ୍ୱତୀ ବସୁ, ବିଦ୍ୟୁତପ୍ରଭା ପଟ୍ଟନାୟକ, ସୋନାଲି ଓଝା, ଦିପାନ୍ୱିତ ଦାସ ମହାପାତ୍ର | ୧୨ ଜୁନ | ||
୧୭ | ଇଏ ବି ଗୋଟେ ଲଭ୍ ଷ୍ଟୋରୀ | ମୃତ୍ୟୁଞ୍ଜୟ ସାହୁ | ରମେଶ ବାରିକ, କେ ତମନ୍ନା | ରାଜ ରାଜେଶ ପଣ୍ଡା, ଦିବ୍ୟା ମହାନ୍ତି - ସ୍ୱିଟି, ରାକେଶ ଦେଓ, ଦୀପିକା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଆମେଲି ପଣ୍ଡା, ଗୁଡ୍ଡୁ, କୁନୁର | ୨୦ ଜୁନ | ||
୧୮ | ପିହୁ | ଚିନ୍ମୟ ମିଶ୍ର | ଗୁନ୍ଗୁନ୍ | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମନୋଜ ମିଶ୍ର | ୨୦ ଜୁନ | ||
୧୯ | ରାତି ସରି ସରି ଯାଉଛି | ଅନୁପମ ପଟ୍ଟନାୟକ | ମଞ୍ଜରୀ ଟିଭି, ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନ | ରାଜ ରାଜେଶ ପଣ୍ଡା, ରିୟା ଦେ, ସୁକାନ୍ତ ରଥ, ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ଅନିନ୍ଦିୟ, ନିବି, ସମ୍ପର୍କ ମିଶ୍ର | ୧୫ ଅଗଷ୍ଟ | ||
୨୦ | ସହିଦ ରଘୁ ସର୍ଦ୍ଦାର | ରାଜୀବ ମହାନ୍ତି | ବିଶ୍ୱନାଥ ପଟ୍ଟନାୟକ | ଦେବାଶିଷ ପାତ୍ର, କାବ୍ୟା କିରଣ, ରୁଦ୍ର ପାଣିଗ୍ରାହୀ, ଜୀନା ସାମଲ, ଲିପ୍ସା ମିଶ୍ର | ୧୬ ଅଗଷ୍ଟ | ||
୨୧ | ମା'ର ମମତା | ହିମାଂଶୁ ପରିଜା | ପ୍ରଦ୍ୟୁମ୍ନ ଲେଙ୍କା | ଶ୍ରୀତମ ଦାସ, ଅନୁ ଚୌଧୁରୀ, ସୁକାନ୍ତ ରଥ, ପ୍ରଦ୍ୟୁମ୍ନ ଲେଙ୍କା, ସରସ୍ୱତୀ ଦେବୀ, ପ୍ରଭାତୀ ସାହୁ, କୈଳାଶ ପାଣିଗ୍ରାହୀ, ସୁଶିଳ ମିଶ୍ର | ୨୨ ଅଗଷ୍ଟ | ||
୨୨ | ତୁ ମୋର ସାଥୀରେ ୨ | ରାଜା ଦାଶ | ରିଙ୍କୁ ରିନୁ ଜେନା, ଦୀପକ କୁମାର ଜେନା | ଶୈଳେନ୍ଦ୍ର ସାମନ୍ତରାୟ, ଦିବ୍ୟା ମହାନ୍ତି, କୁନା ତ୍ରିପାଠୀ, ବଣ୍ଟି ଆର୍ ସାମଲ | ୨୯ ଅଗଷ୍ଟ | ||
୨୩ | ତୋ' ପାଇଁ ଫେରିବି ବସୁଧା ଚିରି | ସଞ୍ଜୟ ନାୟକ | ଶରତ ପ୍ରିୟ ପାଟଯୋଶୀ, ଶ୍ୟାମସୁନ୍ଦର ଅଗ୍ରୱାଲ | ଚନ୍ଦନ କର, ନମ୍ରତା ସିଂହ ଦେଓ, ଶ୍ରୀତମ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ସରୋଜ ଦାସ, ଦୁଷ୍ମନ୍ତ ପଣ୍ଡା | ୨୯ ଅଗଷ୍ଟ | ||
୨୪ | ପାରୋ ହେଟ୍ସ୍ ଦେବଦାସ | ଅଶୋକ ପତି | ରମେଶ ବାରିକ | ବବି ମିଶ୍ର, ପ୍ରିୟା ଚୌଧୁରୀ, ମନସ୍ୱିନୀ ପତି, ଶ୍ରୀଜିତ ମହାପାତ୍ର | ୨୯ ଅଗଷ୍ଟ | ||
୨୫ | ଚକ୍ଷୁବନ୍ଧନ | ରାଜେନ୍ଦ୍ର ମହାନ୍ତ | ତପନ କୁମାର ଦାସ | ଭୂମିକା ଦାଶ, ରାଜ ରାଜେଶ, ଇସାନି ସେନଗୁପ୍ତା ଓ ଋଷି | ୧୦ ସେପ୍ଟେମ୍ବର | ||
୨୬ | ପ୍ରେମିକାୟ ନମ | ସୁଧାକର ବସନ୍ତ | ସୁଶିଲ କୁମାର ସାହୁ | ପ୍ରଦୀପ କୁମାର ସାହୁ, ତନୁଶ୍ରୀ, ସୟାଲ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ନମିତା ଦାସ, ଐଶ୍ୱର୍ଯ୍ୟା | ୧୨ ସେପ୍ଟେମ୍ବର | ||
୨୭ | ରଙ୍ଗିଲା ବୋହୂ ୨ | ଅଶ୍ୱିନୀ ଗଡ଼ନାୟକ | ସୂର୍ଯ୍ୟ ରଥ | ଦେବାଶିଷ ପାତ୍ର, ଲିପ୍ସା ମିଶ୍ର, ଉଷସୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ | ୧୨ ସେପ୍ଟେମ୍ବର | ||
୨୮ | ମନେ ମନେ ମନ ଖୋଜୁଥିଲା | ନରସିଂହ ପାଢ଼ୀ | ପ୍ରଭାତୀ ଆଚାର୍ଯ୍ୟ | ଓମକାର ଆଚାର୍ଯ୍ୟ, ନମ୍ରତା ସିଂହଦେଓ, ମିହିର ଦାସ, ପ୍ରିୟଙ୍କା ସାହୁ, ଅଶ୍ରୁମୋଚନ ମହାନ୍ତି | ୮ ଅକ୍ଟୋବର | ||
୨୯ | ଅର୍ଦ୍ଧ ସତ୍ୟ | ଭରଦ୍ୱାଜ ପଣ୍ଡା | କୌଶିକ ଦାସ | ହର ରଥ, ଶ୍ରଦ୍ଧା ପାଣିଗ୍ରାହୀ, ଆର୍.ଜେ.ଗୁଡ୍ଡି, କ୍ରିଷ୍ଣା ସୌରଭ, ଶୈଲେନ ରାଉତରାୟ, ରବିନ୍ଦ୍ରନାଥ ମିଶ୍ର, ବର୍ଷା ସାମଲ | ୮ ଅକ୍ଟୋବର | ||
୩୦ | ଷଷ୍ଠରୁ ନଷ୍ଟ | ମୂରଲୀ କ୍ରିଷ୍ଣା | ସୂର୍ଯ୍ୟ ରଥ | ଅର୍ଦ୍ଧେନ୍ଦୁ ସାହୁ - ଆଦିତ୍ୟ ବଳବନ୍ତରାୟ, ତମନ୍ନା ବ୍ୟାସ - ନନ୍ଦିନୀ, ମହାଶ୍ୱେତା ରାୟ, ଇଲୁ ବାନାର୍ଜୀ, ରତନ ମେହେର, ଶକ୍ତି ବରାଳ, ଜୋଜୋ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସୁଜିତ ପାଇକରାୟ, ଜୀବନ ପଣ୍ଡା - ପାନ ଦୋକାନୀ, ଭବାନୀ ପ୍ରସାଦ, ରାକ୍ଷୀ ଦାଶ | ୧୦ ଅକ୍ଟୋବର | ||
୩୧ | ଅରୁନ୍ଧତୀ | ରମେଶ ରାଉତ | ରମେଶ ବାରିକ, ଅମିତାଭ ମଲ୍ଲିକ | ରାଜବୀର, ଏଲିନା ସାମନ୍ତରାୟ, ସଞ୍ଜୟ ଭୋଳ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା | ୧୩ ଅକ୍ଟୋବର | ||
୩୨ | ମନ ମୋ ନେଇଗଲୁ ରେ | ସଞ୍ଜୟ ନାୟକ | ସୁନିଲ କୁମାର ଦାଶ | ଜ୍ୟୋତି ରଞ୍ଜନ, ଭୂମିକା ଦାଶ, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା | ୧୪ ଅକ୍ଟୋବର | ||
୩୩ | ଗାଁର ନାଁ ଗାଲୁଆପୁର | ଜିତେନ୍ଦ୍ର ମହାପାତ୍ର | ସଂପ୍ରିତ୍ ସ୍ୱରୂପ୍ ଶତପଥୀ | ପପୁ ପମ ପମ, ମନିଷା ଧର ମହାପାତ୍ର, ସୁଜିତ ପାଇକରାୟ, ମିହିର ଦାସ, କୁନା ତ୍ରିପାଠୀ | ୧୫ ଅକ୍ଟୋବର | ||
୩୪ | ହେଲୋ ରାବଣ | ରମେଶ ରାଉତ | ସଙ୍ଗୀତା ଶତପଥୀ | ପପୁ ପମ ପମ, ଅରବିନ୍ଦ ଷଡ଼ଙ୍ଗୀ, ପ୍ରତିଭା ପଣ୍ଡା | ୧୫ ଅକ୍ଟୋବର | ||
୩୫ | ଦୁର୍ଗତିନାସିନୀ ୨ | ଅଶ୍ୱିନୀ ତ୍ରିପାଠୀ | କ୍ଷୀରୋଦ ପଟ୍ଟନାୟକ | ଅର୍ଚ୍ଚିତା ସାହୁ, ସମରେଶ ରାଉତରାୟ, ସ୍ମିତା ମହାନ୍ତି, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ | ୧୭ ଅକ୍ଟୋବର | ||
୩୬ | ଲୁଚେଇ ଦେ ମତେ ଛାତି ଭିତରେ | ସଞ୍ଜୟ ନାୟକ | ବିରଞ୍ଚି ନାରାୟଣ ନାୟକ | ଚନ୍ଦନ କର, ତମନ୍ନା ବ୍ୟାସ - କାଜଲ, ବିରଞ୍ଚି ନାରାୟଣ ନାୟକ, ଚକ୍ରଧର ଜେନା | ୧୭ ଅକ୍ଟୋବର | ||
୩୭ | ଚାଲ ଟିକେ ପ୍ରେମ କରିବା | ସରୋଜ କାନ୍ତ | ଚିନ୍ମୟୀ ପ୍ରିୟଦର୍ଶିନୀ | ଦେବରାଜ, ଚିନ୍ମୟୀ ପ୍ରିୟଦର୍ଶିନୀ, ଲିପ୍ସା ମିଶ୍ର, ସଲିଲ ମିତ୍ର, ପୁପିନ୍ଦର ସିଂହ | ୨୨ ଅକ୍ଟୋବର | ||
୩୮ | ବାପା ଆଇସିୟୁରେ ଅଛନ୍ତି | ତାପସ ସରଘରିଆ | ଅରୁଣ ସାହୁ | ଜଗଜିତ ପାଲ, ମିତାଲି ସରଘରିଆ, ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୟକି ମିଶ୍ର, ରତମ ମେହେର, ଉଷସୀ ମିଶ୍ର | ୩୧ ଅକ୍ଟୋବର | ||
୩୯ | ଲାଲି ହବ କାହାର | ଅଶୋକ ପତି | ରବି ମିଶ୍ର | ସମ୍ବିତ ଆଚାର୍ଯ୍ୟ, ସୂର୍ଯ୍ୟମୟୀ ମହାପାତ୍ର, ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର | ୩୧ ଅକ୍ଟୋବର | ||
୪୦ | ୨ ଚକ୍ଲେଟ୍ | ସୁଶାନ୍ତ ମଣି | ଅକ୍ଷୟ କୁମାର ପରିଜା | ଲୋହିତାକ୍ଷ ପଟ୍ଟନାୟକ, ସ୍ୱପ୍ନା ପ୍ରିୟଦର୍ଶିନୀ, ନୀତୁ ସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଲିଙ୍କନ ପଟ୍ଟନାୟକ | ୫ ନଭେମ୍ବର | ||
୪୧ | ମିଷ୍ଟର ରୋମିଓ | ଅଶ୍ୱିନୀ ଗଡ଼ନାୟକ | ପ୍ରଦ୍ୟୁମ୍ନ ଲେଙ୍କା | ଦୀପକ ବାରିକ - ସୂର୍ଯ୍ୟ, ଲିପିକା ସେନାପତି - ନନ୍ଦିନୀ, ପ୍ରୀତିରାଜ ଶତପଥୀ - ରୁଦ୍ର, ପିଣ୍ଟୁ ନନ୍ଦ - ରାଜା, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର - ପଦନ୍ନା | ୭ ନଭେମ୍ବର | ||
୪୨ | ବିଜୟିନୀ | ସୁଧାକର ବସନ୍ତ | ବିଜୟ କାଣ୍ଡୋଇ, ସଙ୍ଗୀତା କାଣ୍ଡୋଇ | ବର୍ଷା ପ୍ରିୟଦର୍ଶିନୀ, ଦେବାଶିଷ ପାତ୍ର, ତୃପ୍ତି ସିହ୍ନା | ୧୩ ନଭେମ୍ବର | ||
୪୩ | କଟକ ୱେଡ୍ସ୍ ସମ୍ବଲପୁର | ବାପି ଡେଭିଡ୍ | ରମେଶ ବାରିକ, କେ. ତମନ୍ନା | ସମ୍ବିତ ଆଚାର୍ଯ୍ୟ, ସୁସ୍ମିତା ପ୍ରଧାନ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ | ୧୯ ନଭେମ୍ବର | ||
୪୪ | ଚୋରଣୀ | ମୃତ୍ୟୁଞ୍ଜୟ ସାହୁ | ଅଜୟ ରାଉତ | ଜଗଜିତ ପାଲ - ରାଜେଶ, ଶୀତଲ ପାତ୍ର - ଅନୁ, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ, ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ | ୨୮ ନଭେମ୍ବର | ||
୪୫ | ଭୋକ | ରାଜୀବ ମହାନ୍ତି | ସବ୍ୟସାଚୀ ମହାପାତ୍ର | ଅଙ୍କିତ କୁମାର, କାବ୍ୟା କିରଣ - ହେମା, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା | ୧୧ ଡିସେମ୍ବର | ||
୪୬ | ବିଶ୍ୱାସ | ଚିନ୍ମୟ ଦାସ ପଟ୍ଟନାୟକ | ବିବେକାନନ୍ଦ ପାଣିଗ୍ରାହୀ | ଶାହିଲ ମିଶ୍ର, ସୁଜୟ ମହାନ୍ତି, ଅରୁଣ ମହାନ୍ତି, ସାଗରିକା ଦାସ, ଦର୍ଶନ ଭଞ୍ଜଦେଓ, ଅର୍ପିତା ଦାସ, ରେସଲି ପାତ୍ର | ୧୫ ଡିସେମ୍ବର | ||
୪୭ | ପ୍ରତ୍ୟାଘାତ | ସଞ୍ଜୟ ଘୋଷ | ସୁଧାଂଶୁ ଆଚାର୍ଯ୍ୟ | ଅଙ୍କିତ କୁମାର, ପ୍ରକୃତି ମିଶ୍ର, ଚିନ୍ମୟ ମିଶ୍ର, ବିଜୁ ବଡ଼ଜେନା | ୧୮ ଡିସେମ୍ବର | ||
୪୮ | ଅର୍ଦ୍ଧାଙ୍ଗିନୀ | ବବି ଇସଲାମ୍ | ଦେବାଶିଷ ପାତ୍ର | ଦେବାଶିଷ ପାତ୍ର, ମୋନାଲିସା ପାତ୍ର, ଲିପ୍ସା ମିଶ୍ର | ୧୯ ଡିସେମ୍ବର | ||
୪୯ | ପଲ୍ ପଲ୍ ତତେ ଚାହେଁ | ସୁଧାକର ବସନ୍ତ | ଦୀପକ ବାରିକ | ଦୀପକ ବାରିକ, ପ୍ରାଚି ଚୌଧୁରୀ, ମାନସୀ ପାଲ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ | ୨୬ ଡିସେମ୍ବର | ||
୫୦ | ଆଖି ବୁଜିଦେଲେ ତୁ | ଏସ୍. କେ. ମୂରଲୀଧର | ପୁପିନ୍ଦର ସିଂହ | ପୁପିନ୍ଦର ସିଂହ, ଦୀପିକା ତ୍ରିପାଠୀ, ଜ୍ୟୋତିର୍ମୟୀ ବଳ, ସମରେଶ ରାଉତରାୟ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରବି ମିଶ୍ର | ୩୧ ଡିସେମ୍ବର | ||
୫୧ | ହିରୋଗିରି | ଅଶ୍ୱିନୀ ଗଡ଼ନାୟକ | ସତ୍ୟପ୍ରିୟ ବେହେରା | ଆକାଶ ଦାସନାୟକ, ମେଘା ଘୋଷ, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ସ୍ନିଗ୍ଧା ମହାନ୍ତି, ସଲିଲ ମିତ୍ର, ମୀନକେତନ, ଦେବୁ ବୋଷ, ପୁଷ୍ପା ପଣ୍ଡା, ଗୁଡ୍ଡୁ, ବିଦୁସ୍ମିତା, ପ୍ରକୃତି ମିଶ୍ର | ୩୧ ଡିସେମ୍ବର |
This article uses material from the Wikipedia ଓଡ଼ିଆ article ୨୦୨୧ର ଓଡ଼ିଆ କଥାଚିତ୍ର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.