ମିଷ୍ଟର ରୋମିଓ: ୨୦୨୧ ଓଡ଼ିଆ କଥାଚିତ୍ର

ମିଷ୍ଟର୍ ରୋମିଓ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶିନୀ ଗଡ଼ନାୟକ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ମିଷ୍ଟର ରୋମିଓ
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ସଂଳାପରଜନୀ ରଞ୍ଜନ
କଳାକାରଦୀପକ ବାରିକ
ଲିପିକା ସେନାପତି
ପ୍ରୀତିରାଜ ଶତପଥୀ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲ୍ଲୀପ ଦାସ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୭ ନଭେମ୍ବର ୨୦୨୧
ଦେଶମିଷ୍ଟର ରୋମିଓ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ପ୍ରୀତିରାଜ ଶତପଥୀ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୭ ନଭେମ୍ବର ୨୦୨୧ରେ ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ୍ ଜୀ ସାର୍ଥକରେ ମୁକ୍ତଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ଉଇଆଁ ଉଇଆଁ"ବସନ୍ତରାଜ ସାମଲଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର 
2."ପ୍ରେମ ଏମିତି ହେଲା" ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର 

ଆଧାର

ବାହାର ଆଧାର

Tags:

ମିଷ୍ଟର ରୋମିଓ ଅଭିନୟମିଷ୍ଟର ରୋମିଓ କାହାଣୀମିଷ୍ଟର ରୋମିଓ ଗୀତ ଏବଂ ସଙ୍ଗୀତମିଷ୍ଟର ରୋମିଓ ଆଧାରମିଷ୍ଟର ରୋମିଓ ବାହାର ଆଧାରମିଷ୍ଟର ରୋମିଓ

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ କରରାସନ କାର୍ଡ଼ (ଭାରତ)ଭାରତର ଜାତୀୟ ପତାକାଲୋକନାଥ ଚୌଧୁରୀସମ୍ବଲପୁରଭିଏନାବିରାଟ କୋହଲୀକାଟୁଲୁ ରବି କୁମାରତ୍ରିଭୁଜସାଂସଦ ଆଦର୍ଶ ଗ୍ରାମ ଯୋଜନାଟୁଇଟରପରଶୁରାମସାରଦା ଦେବୀଓଡ଼ିଶା ସାହିତ୍ୟ ଏକାଡେମୀଜୈନ ଧର୍ମଉଇକିପିଡ଼ିଆ ସମୂହର ତାଲିକାତାମିଲ ଭାଷାଶ୍ରୀନିବାସ ରାମାନୁଜନସଉରା ଜନ‌ଜାତିସିରୁଳୀ ମହାବୀର ମନ୍ଦିରସିନ୍ଧୁ ନଦୀରଜକୁନ୍ତଳା କୁମାରୀ ସାବତବୀଣାପାଣି ମହାନ୍ତିରୋମିଓ ଜୁଲିଏଟବାଇଚଢେଇସଂସ୍କୃତ ଭାଗବତଓଡ଼ିଆ ଭ୍ରମଣ ସାହିତ୍ୟଜାପାନଦ୍ୱିତୀୟ ଭାସ୍କରମାଣବସା ଗୁରୁବାରସୁରେଶ କୁମାର ରାଉତରାୟବଡ଼ଦିନ ଗଛଲକ୍ଷ୍ମୀନାରାୟଣ ସାହୁ୦ (ସଂଖ୍ୟା)ଅମ୍ବିକା (ମହାଭାରତ)ଶ୍ରୀରାମଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରମାକାନ୍ତ ପଣ୍ଡାହିପୋପୋଟାମସମାଟିର ମଣିଷବାସନ୍ତୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାରତଅମୃତାୟନପ୍ରାଣବନ୍ଧୁ କରପୂରଣବାଚକ ସଂଖ୍ୟାବେଦକେତକୀନେତାଜୀ ଇଣ୍ଡୋର ଷ୍ଟାଡିୟମଦେବସ୍ନାନ ପୂର୍ଣ୍ଣିମାରେବତୀ (କ୍ଷୁଦ୍ରଗଳ୍ପ)ଧର୍ମସ୍ୱାମୀ ବିବେକାନନ୍ଦହେପାଟାଇଟିସଓଡ଼ିଆ ଭାଗବତ୧୧ ଅପ୍ରେଲକାହ୍ନୁଚରଣ ମହାନ୍ତିକୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)ବିଷ୍ଣୁଗଇଁଠାଓଡ଼ିଶାର କଳାଅଜୟ ସ୍ୱାଇଁମିହିର ଦାସଶକ୍ତିଭାରତୀୟ ସମ୍ବିଧାନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅଷ୍ଟମୀ🡆 More