ଇନ୍ଦ୍ରଜାଲ: ୨୦୨୧ ଓଡ଼ିଆ କଥାଚିତ୍ର

ଇନ୍ଦ୍ରଜାଲ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଇନ୍ଦ୍ରଜାଲ
ନିର୍ଦ୍ଦେଶକପିନୁ ନାୟକ
ପ୍ରଯୋଜକରମେଶ ବାରିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟପିନୁ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ଦେବଯାନୀ
ବିଶାଳ କୋଟିନ
ହର ରଥ
ତପି ମିଶ୍ର
ସାତ୍ୟକି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨ ମଇ ୨୦୨୧
ଦେଶଇନ୍ଦ୍ରଜାଲ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଦେବଯାନୀ । ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିନୋଦ ପରିଡ଼ା, ସୁଜିତ ପାଇକରାୟ, ମୁନ୍‌ମୁନ୍, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ଶୁଭମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତଗାୟକସମୟ
1."ତୁ ହଟ୍ ଡ୍ରିଙ୍କ୍‌ସ୍ ମୁଁ ସୋଡ଼ା"ତାରିକ୍ ଅଜିଜ୍ 
2."ଛମ୍ ଛମ୍ ପାୟଲିଆ"ହ୍ୟୁମାନ ସାଗର 
3."ଭିଜା ଭିଜା ଆଖି"ଅଭିଜିତ ମଜୁମଦାର, ଜ୍ୟୋତିର୍ମୟୀ 
4."ଆସମାନୀ ଆଜି ମୋ ମନ"ମାନସ ପ୍ରିତମ, ପ୍ରଜ୍ଞା ହୋତା 

ଆଧାର

ବାହାର ଆଧାର

Tags:

ଇନ୍ଦ୍ରଜାଲ ଅଭିନୟଇନ୍ଦ୍ରଜାଲ କାହାଣୀଇନ୍ଦ୍ରଜାଲ ଗୀତ ଏବଂ ସଙ୍ଗୀତଇନ୍ଦ୍ରଜାଲ ଆଧାରଇନ୍ଦ୍ରଜାଲ ବାହାର ଆଧାରଇନ୍ଦ୍ରଜାଲ

🔥 Trending searches on Wiki ଓଡ଼ିଆ:

ଗୀତଗୋବିନ୍ଦବିଜ୍ଞାନ କାହାଣୀମହା ଶିବରାତ୍ରିଗୁଜରାଟକଳ୍ପନା ଚାୱଲାଯୀଶୁବିକ୍ରମ କେଶରୀ ଦେଓଅଞ୍ଜଳି କିସ୍କୁଶନିଜଗମୋହନପରଳରେଭେନ୍ସା ବିଶ୍ୱବିଦ୍ୟାଳୟଚିତ୍ତରଞ୍ଜନ ଦାସଗୁରୁପ୍ରସାଦ ମହାନ୍ତିସାଧାରଣ ଆପେକ୍ଷିକ ତତ୍ତ୍ୱସୁଶାନ୍ତ ସିଂହଝାଲ ମୁଢ଼ିସାରଳା ଦାସବୁଧବାରସ୍ୱାସ୍ଥ୍ୟଭାରତୀୟ ଭୋଜନଇଟାମାଟି ଗ୍ରାମବୀଜାଣୁତ୍ରିଭୁଜପରିଣାମକମ୍ବୋଡ଼ିଆ୧୬ଶ ଓଡ଼ିଶା ବିଧାନ ସଭାଲକ୍ଷ୍ମଣ ନାୟକରମାଦେବୀ ଚୌଧୁରୀପୂର୍ଣ୍ଣଚନ୍ଦ୍ର ସ୍ୱାଇଁପୁଷ୍ପେନ୍ଦ୍ର ସିଂହ ଦେଓସମ୍ବଲପୁରଜଗନ୍ନାଥ ମନ୍ଦିରରାମଚନ୍ଦ୍ର ମିଶ୍ରରାୟଗଡ଼ା ଜିଲ୍ଲାରାଷ୍ଟ୍ରୀୟ ପେନସନ ପ୍ରଣାଳୀ୧୬ଶ ଲୋକ ସଭାମହୁଲି୮ ମାର୍ଚ୍ଚଆଣ୍ଡ୍ରଏଡ଼ଓଡ଼ିଶା ବିଧାନ ସଭାଜାକର୍ତାଦରବାର (କବିତା)ସୌଭାଗ୍ୟ କୁମାର ମିଶ୍ରବଳରାମ ମିଶ୍ରବଲାଙ୍ଗୀରଭାରତର ସଂସ୍କୃତିଓଡ଼ିଶାର ପର୍ବପର୍ବାଣିସୁବର୍ଣ୍ଣପୁର ଜିଲ୍ଲାଓ ଅନ୍ଧଗଳିଅଶୋକ (ସମ୍ରାଟ)୧୧ ମାର୍ଚ୍ଚସକ୍ରେଟିସମନ୍ମଥ ନାଥ ଦାସଚାଟିକଣାଅହିରାଜଡୁରେସ୍ଶ୍ରୀ୧୭୯୦ନେପୋଲିୟନ ବୋନାପାର୍ଟପଠାଣି ସାମନ୍ତଓଡ଼ିଆ ସାହିତ୍ୟଅଂଶୁପା ହ୍ରଦଋଷିଆନୃସିଂହନାଥ ମନ୍ଦିରବିଶ୍ୱନାଥ କରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଦୀପାବଳୀ🡆 More