ବିଜ୍ଞାନ କାହାଣୀ

ବିଜ୍ଞାନ କାହାଣୀ (ସାଇ-ଫାଇ - sci-fi କିମ୍ବା SF ବୋଲି ସଂକ୍ଷେପରେ ଲେଖାଯାଏ) କଳ୍ପନାପ୍ରସୂତ ରଚନାର ଏକ ବିଭବ । ଏହା ସାଧାରଣତଃ ବିଜ୍ଞାନ ଏବଂ ପ୍ରଯୁକ୍ତି, ମହାକାଶ ଅନୁସନ୍ଧାନ, ସମୟ ଭ୍ରମଣ, ସାମାନ୍ତରାଳ ବ୍ରହ୍ମାଣ୍ଡଏବଂ ବିଶ୍ୱ ବାହାରେ ଜୀବନ ଭଳି ଭବିଷ୍ୟତଧାରଣା କଳ୍ପନାଶୀଳ ଓ ଭବିଷ୍ୟଧର୍ମୀ ରଚନା । ଏହାକୁ ଚିନ୍ତାଧାରାର ସାହିତ୍ୟ ମଧ୍ୟ କୁହାଯାଏ ଏବଂ ପ୍ରାୟତଃ ବୈଜ୍ଞାନିକ, ସାମାଜିକ ଏବଂ ପ୍ରଯୁକ୍ତିଗତ ନବସୃଜନର ସମ୍ଭାବ୍ୟ ପରିଣାମ ଅନୁସନ୍ଧାନ କରିଥାଏ ।

ବିଜ୍ଞାନ କାହାଣୀର ଯାହାର ମୂଳ ପ୍ରାଚୀନ କାଳରେ ମଧ୍ୟ ରହିଥିଲା । ସେଥିରେ ଫାଣ୍ଟାସି, ଭୋତିକ, ସୁପରହିରୋ କାହାଣୀ ତଥା ଅନେକ ବିଜ୍ଞାନ କାହାଣୀ ଉପଶୈଳୀ ରହିଛି । ଏହାର ସଠିକ ପରିଭାଷା ଲେଖକ, ସମାଲୋଚକ, ବିଦ୍ୱାନ ଏବଂ ପାଠକମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିତର୍କ ହୋଇଛି ।

ବିଜ୍ଞାନ କାହାଣୀ ସାହିତ୍ୟ, ଚଳଚ୍ଚିତ୍ର, ଟେଲିଭିଜନ ଏବଂ ଅନ୍ୟ ମାଧ୍ୟମ ବିଶ୍ୱର ଅନେକ କ୍ଷେତ୍ରରେ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ହୋଇଛି । ମନୋରଞ୍ଜନ ପ୍ରଦାନ କରିବା ଛଡ଼ା ଏହା ବର୍ତ୍ତମାନର ସମାଜକୁ ମଧ୍ୟ ସମାଲୋଚନା କରିପାରେ ଏବଂ ପ୍ରାୟତଃ ଏକ "ଆଶ୍ଚର୍ଯ୍ୟ ଭାବନା"ର ପ୍ରେରଣା ଦିଏ ବୋଲି କୁହାଯାଏ ।

ଆଧାର

Tags:

ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ବନ୍ଦେ ଉତ୍କଳ ଜନନୀଓଡ଼ିଆ ଖାଦ୍ୟଉତ୍କଳ ସମ୍ମିଳନୀଆଚାର୍ଯ୍ୟ ହରିହରଜନ ବୀମସତାକଲାମାକାନ ମରୁଭୂମିଜଗନମୋହ‌ନ ଲାଲଏ. ପି. ଜେ. ଅବଦୁଲ କଲାମମଦର ଟେରେସାହନୁମାନଜୟୀରାମ ସାମଲତୃପ୍ତି ଦାସଭାରତର ରାଷ୍ଟ୍ରପତିମହାରାଷ୍ଟ୍ରମହାତ୍ମା ଗାନ୍ଧୀଦିବ୍ୟସିଂହ ଦେବସରୋଜିନୀ ସାହୁପୁରୀସାନ୍ତାଳୀ ଭାଷାମେଥିମଧୁସୂଦନ ଦାସଅଭିମନ୍ୟୁ ସାମନ୍ତସିଂହାରଜଗନ୍ନାଥ ଦାସପଦ୍ମ ଫୁଲ୧୮୭୧ଗୋପବନ୍ଧୁ ଚୌଧୁରୀଅନୁବ୍ରତ ବସୁରମାଦେବୀ ଚୌଧୁରୀପାଞ୍ଜିଶାନ୍ତନୁଅର୍ଚ୍ଚନା (କବିତା ସଙ୍କଳନ)ମନୋରଞ୍ଜନ ଦାସଆହେ ଦୟାମୟ ବିଶ୍ୱ ବିହାରୀଉଦୟନାଥ ଷଡ଼ଙ୍ଗୀ୧ ଅପ୍ରେଲବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୀଳକଣ୍ଠ ଦାସମୟୂରଭଞ୍ଜ ଜିଲ୍ଲାରାମ ପ୍ରସାଦ ସିଂହଚନ୍ଦନ ଯାତ୍ରାଭାରତୀୟ ମହାକାଶ ଗବେଷଣା ସଂସ୍ଥା୧୭୨୫ପ୍ରଥମ ବିଶ୍ୱଯୁଦ୍ଧପଞ୍ଚାନନ ମିଶ୍ରଦ୍ରୌପଦୀ ମୁର୍ମୁଆଡ଼କିଆ ବେଶରାଜ୍ୟ ସଭାଗୋପାଳ (ଜାତି)ଅଞ୍ଜଳି (କବିତା ସଙ୍କଳନ)ଉମେଶଚନ୍ଦ୍ର ସରକାରସତ୍ୟଭାମାଗାୟତ୍ରୀବାଳା ପଣ୍ଡାସଚ୍ଚିଦାନନ୍ଦ ରାଉତରାୟମହୁଓଡ଼ିଶାଉଇକିକଥାଖଜାମାୟାଧର ଜେନାମଧୁସୂଦନ ରାଓକନକ ମଞ୍ଜରୀ ମହାପାତ୍ରମିଶ୍ରଧାତୁସିରୋସିସ୍ରାଜ୍ୟତାଜମହଲପରଶମଣି (ଉପନ୍ୟାସ)ଡାଲମାବିଭୂତି ପଟ୍ଟନାୟକପର୍ଶୁରାମ (ଓଡ଼ିଆ କଥାଚିତ୍ର)ଅଣସରଓଡ଼ିଶାର ପର୍ବପର୍ବାଣିଜଗନ୍ନାଥଙ୍କ ବେଶ🡆 More