ବିଭୂତି ପଟ୍ଟନାୟକ: ଓଡ଼ିଆ ଔପନ୍ୟାସିକ ଓ ଗାଳ୍ପିକ

ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

ବିଭୂତି ପଟ୍ଟନାୟକ
ବିଭୂତି ପଟ୍ଟନାୟକ: ସାହିତ୍ୟ ସର୍ଜନା, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ ଓ ଜନ୍ମସ୍ଥାନ (1937-10-25) ୨୫ ଅକ୍ଟୋବର ୧୯୩୭ (ବୟସ ୮୬)
ଡିଙ୍ଗେଶ୍ୱର, ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଉପନ୍ଯାସ, କ୍ଷୁଦ୍ରଗଳ୍ପ
ସାହିତ୍ୟ କୃତିଅଶ୍ୱମେଧର ଘୋଡ଼ା , ମହିଷାସୁରର ମୁହଁ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଜୀବନସାଥୀସୁରପ୍ରଭା ପଟ୍ଟନାୟକ

ସାହିତ୍ୟ ସର୍ଜନା

ଉପନ୍ୟାସ

  • ଶେଷ ବସନ୍ତ
  • ଅଭିମାନ
  • ପରପୁରୁଷ
  • ଓଦା ମାଟିର ସ୍ୱର୍ଗ
  • ରଙ୍ଗନଟି
  • ଚପଳ ଛନ୍ଦା
  • ଉଜାଣି ଯମୁନା
  • ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
  • ପ୍ରେମିକା
  • ବଧୂ ନିରୂପମା
  • ନଷ୍ଟ ଚରିତ୍ର
  • ନାୟିକାର ନାମ ଶ୍ରାବଣୀ
  • ପାପପୁଣ୍ୟ
  • ନଗରୀର ନିଳପରୀ
  • ବନ୍ଦୀ ଯାଯାବର
  • ମାୟାବୀ ହୃଦୟ
  • ରାଣୀ ମହୁମାଛି
  • ଶେଷ ଅଭିନୟ
  • ଶେଷ ରାତ୍ରିର ସୂର୍ଯ୍ୟ
  • ପ୍ରେମ ଓ ପୃଥିବୀ
  • ଧୂଳିଘର

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ (ମହିଷାସୁରର ମୁହଁ ଗଳ୍ପ ପୁସ୍ତକ ପାଇଁ)
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୬ (ସାମଗ୍ରୀକ କୃତି ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଅଶ୍ୱମେଧର ଘୋଡ଼ା ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର, ୧୯୯୯(ସାମଗ୍ରୀକ କୃତି ପାଇଁ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୭
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି), ୧୯୯୪
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର - ୨୦୨୧ (ଗୋବର୍ଦ୍ଧନରାମ ସ୍ମୃତି କମିଟି, ଗୁଜରାଟ ପ୍ରଦତ୍ତ)

ଆଧାର

Tags:

ବିଭୂତି ପଟ୍ଟନାୟକ ସାହିତ୍ୟ ସର୍ଜନାବିଭୂତି ପଟ୍ଟନାୟକ ପୁରସ୍କାର ଓ ସମ୍ମାନବିଭୂତି ପଟ୍ଟନାୟକ ଆଧାରବିଭୂତି ପଟ୍ଟନାୟକ ଅଧିକ ତଥ୍ୟବିଭୂତି ପଟ୍ଟନାୟକଓଡ଼ିଆ ସାହିତ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗତସିଂହପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାନୁଜୀ ରାଓଲୋକ ସଭାସଂସଦୀୟ ଗଣତନ୍ତ୍ରଗଙ୍ଗାଧର ମେହେରଟିକୋନାଜୋଲସ୍ପେନଫତୁରାନନ୍ଦWikisourceଗୌରୀଶଙ୍କର ରାୟଇଂରାଜୀ ଭାଷାଶୁକ୍ରପ୍ଲାଟିପସମଙ୍ଗଳପୌଷ୨୪ ଅପ୍ରେଲଲକ୍ଷ୍ମୀକାନ୍ତ ମହାପାତ୍ରବିଶ୍ୱନାଥ କରବଳଦେବଜୀଉ ମନ୍ଦିରକୁଞ୍ଜବିହାରୀ ଦାଶସୌଭାଗ୍ୟ କୁମାର ମିଶ୍ରହନୁମାନ ଚାଳିଶାନେପୋଲିୟନ ବୋନାପାର୍ଟଓଡ଼ିଆ କାବ୍ୟ କବିତାକୃଷ୍ଣ ଜନ୍ମାଷ୍ଟମୀବେଙ୍ଗ୩୪୩ଗଣନ ସଂଖ୍ୟାଯୋଗବିର୍ସା ମୁଣ୍ଡାପାର୍ବତୀଉଇକିଅଭିଧାନଇଷ୍ଟ୍ରାଡେଫାଇଲିନକଳିଙ୍ଗ ଯୁଦ୍ଧମୁକ୍ତେଶ୍ୱର ଦେଉଳଶେଷ ଶ୍ରାବଣଯୁକ୍ତରାଜ୍ୟମହମ୍ମଦବି. ଆର. ଆମ୍ବେଦକରଭଟଲୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତ ସାମନ୍ତଭାରତର ଜାତୀୟ ପତାକା୧୪୧୭ଚକ୍ଷୁଗୋଲକ ଫାଟବେଣୁଧର ରାଉତମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଶାର ଲୋକନୃତ୍ୟଶନିଚିତ୍ତରଞ୍ଜନ ଦାସଓଡ଼ିଆ ନାଟକବିଦ୍ୟାଳୟଦୀପକ ମିଶ୍ର୨୧ ମାର୍ଚ୍ଚଶକ୍ତି ପୀଠଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରସାୟନ ବିଜ୍ଞାନଜିନା ସାମଲଫିଫା ବିଶ୍ୱକପରବୀନ୍ଦ୍ରନାଥ ଠାକୁରପଇସାମହାଭାରତଇଣ୍ଡୋନେସିଆଉତ୍କଳ ବ୍ରାହ୍ମଣଖଜ୍ଜିଆରଚନ୍ଦ୍ରଶେଖର ରଥସାରଳା ଦାସପ୍ରାଣୀ ବିଜ୍ଞାନସ୍ୱର ବର୍ଣ୍ଣକପିଳେନ୍ଦ୍ର ଦେବଚିଲିକା ହ୍ରଦକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶାକାଳୀଚରଣ ପଟ୍ଟନାୟକହିଙ୍ଗୁଳା ମନ୍ଦିର🡆 More