ଜାତି ଗୋପାଳ

ଗୋପାଳ ବା ଗଉଡ଼ ଏକ ଓଡ଼ିଆ ହିନ୍ଦୁ କ୍ଷତ୍ରିୟ ଜାତି । ଏହା ଯାଦବ ବଂଶର ଉପନାମ । ପାରମ୍ପାରିକ ଭାବେ ଗୋପାଳନ ଓ କୃଷି କାର୍ଯ୍ୟ ଥିଲା ଗୋପାଳ ଜାତିର ଲୋକଙ୍କର ପ୍ରଧାନ ଜୀବିକା ।

ପୁରାଣ

ଶ୍ରୀମଦ ଭାଗବତ ପୁରାଣ, ହରିବଂଶ ପୁରାଣ ଓ ଅନ୍ୟାନ୍ୟ ବେଦ, ପୁରାଣ ଆଦିର ଉଲ୍ଲେଖ ଅନୁସାରେ ଯାଦବମାନେ ଶ୍ରୀକୃଷ୍ଣଙ୍କର ଯାଦବ ସେନାର ଅଂଶ ଥିଲେ ଏବଂ ମହାଭାରତ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ । ସେମାନେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ କୌରବଙ୍କ ପକ୍ଷରୁ ପାଣ୍ଡବଙ୍କ ବିପକ୍ଷରେ ସେବା ଯୋଗାଇଥିଲେ। ଏହା ଛଡ଼ା ଅନେକ ପୂରାତନ ଗ୍ରନ୍ଥର ଉଲ୍ଲେଖ ରହିଛି ଯେ ପୂର୍ବ କାଳରେ ଗୋପାଳ ବଂଶ ନାମରେ ପରିଚିତ ନେପାଳ ଦେଶରେ ଶାସନ କରୁଥିବା ପ୍ରଥମ ରାଜବଂଶ ଗୋପାଳମାନଙ୍କର ଅଟେ। ପୁରାଣ ମତେ ଗୋପାଳମାନେ ଚନ୍ଦ୍ରବଂଶୀ ରାଜା ଯଦୁଙ୍କର ବଂଶଜ ଓ ଏହି ବଂଶରେ ଶ୍ରୀକୃଷ୍ଣ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।

ସଂସ୍କୃତି ଓ ପରମ୍ପରା

ଦୋଳ ପର୍ବ ହେଉଛି ଗୋପାଳମାନଙ୍କର ଏକ ପ୍ରଧାନ ପାରମ୍ପାରିକ ପର୍ବ । ସେମାନେ କଳସ ବୁଡ଼ାଇ ଘରେ ସଜ ବସାନ୍ତି ଏବଂ ଗୋ-ପୂଜନ କରନ୍ତି । ଏଥିସହିତ ଘରେ ଘରେ ଆରିସା ପିଠା ସମେତ ଅନ୍ୟାନ୍ୟ ପିଠାପଣା ହୋଇଥାଏ । ରାଧା-କୃଷ୍ଣଙ୍କୁ ବିମାନରେ ବସାଇ ଗୋପାଳ ଯୁବକମାନେ କାନ୍ଧରେ କାନ୍ଧେଇ ଲଉଡ଼ି ଖେଳର ତାଳେ ତାଳେ ଘରେ ଘରେ ଭୋଗ ଖୁଆଇବା ପାଇଁ ନେଇଯା'ନ୍ତି ।

ଆଧାର

Tags:

ଓଡ଼ିଆ

🔥 Trending searches on Wiki ଓଡ଼ିଆ:

ଜାଭା (ପ୍ରୋଗ୍ରାମିଂ ଭାଷା)ଭୀମ ଭୋଇଚାଣକ୍ୟଶିବଓଡ଼ିଆ ନବବର୍ଷରାମ ନବମୀଶିଖରଚଣ୍ଡୀରାମଚନ୍ଦ୍ର ମିଶ୍ରଅହଲ୍ୟା (ଓଡ଼ିଆ କଥାଚିତ୍ର)ଜଗନମୋହ‌ନ ଲାଲପଞ୍ଚକନ୍ୟାକାଞ୍ଚନ ଅୱସ୍ତିଜଗନ୍ନାଥ ମନ୍ଦିରଝୁମରଚିଲିକା ହ୍ରଦପକ୍ଷୀଦିବ୍ୟସିଂହ ଦେବମିଆ ଖଲିଫା୧୪ ଅପ୍ରେଲବନ୍ଦେ ଉତ୍କଳ ଜନନୀଜହ୍ନିଓଷାମହାପାତ୍ର ନୀଳମଣି ସାହୁଦେବୀପ୍ରସନ୍ନ ପଟ୍ଟନାୟକପଣାହନୁମାନ ଚାଳିଶାଭୂମିକା ଦାଶ୨୪ ଅପ୍ରେଲ୧ ଅପ୍ରେଲଅଚ୍ୟୁତ ସାମନ୍ତମହାତ୍ମା ଗାନ୍ଧୀଙ୍କ ପରିବାରବିନୋଦ ଚନ୍ଦ୍ର ନାୟକ୩ (ସଂଖ୍ୟା)ଅନନ୍ତ ପଟ୍ଟନାୟକକ୍ଲେଭିଡିପିନବିଶ୍ୱ ମ୍ୟାଲେରିଆ ଦିବସସାମବେଦକ୍ଷୀରରାଜା ରାମମୋହନ ରାୟଭକ୍ତ ଚରଣ ଦାସଜାତୀୟ ଖାଦ୍ୟ ସୁରକ୍ଷା ନୀତି ୨୦୧୩ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଚଇତି ଘୋଡ଼ା ନାଚଭାରତର ରାଷ୍ଟ୍ରପତିହରେକୃଷ୍ଣ ମହତାବନବକୃଷ୍ଣ ଚୌଧୁରୀଭାରତୀୟ ଜନତା ପାର୍ଟିକପିଳାସ ଶିବ ମନ୍ଦିରଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱର ବେହେରାନୂଆ ଦିଲ୍ଲୀଦଶାବତାରରାଖାଲ ମହାନ୍ତିକୁଞ୍ଜବିହାରୀ ଦାଶକଟକଶିବାଜୀଗୋଦାବରୀଶ ମହାପାତ୍ରରବି କାନୁନଗୋଟାଇଫଏଡଚୈତ୍ର ପୂର୍ଣ୍ଣିମାମହାବୀର ଜୈନବ୍ୟଞ୍ଜନ ବର୍ଣ୍ଣ🡆 More