ଭକ୍ତ ଚରଣ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

(ନଭେମ୍ବର ୨୦୨୨)">ଆଧାର ଲୋଡ଼ା]

ଭକ୍ତ ଚରଣ ଦାସ
ଭକ୍ତ ଚରଣ ଦାସ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଜନ୍ମ ଓ ଜନ୍ମସ୍ଥାନବୈରାଗୀ ଚରଣ ପଟ୍ଟନାୟକ
୧୭୨୯
ରାଜସୁନାଖଳା, ନୟାଗଡ଼
ମୃତ୍ୟୁ୧୮୧୩
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ସାହିତ୍ୟ କୃତିମଥୁରା ମଙ୍ଗଳ, ମନବୋଧ ଚଉତିଶା

ଆଧାର

Tags:

ଉଇକିପିଡ଼ିଆ:Citation neededକଳାକଳେବର ଚଉତିଶାମଥୁରା ମଙ୍ଗଳ

🔥 Trending searches on Wiki ଓଡ଼ିଆ:

ଖାଦ୍ୟଭିତରକନିକା ଜାତୀୟ ଉଦ୍ୟାନଗୁରୁ ପ୍ରସାଦ ମହାନ୍ତିସୂର୍ଯ୍ୟୋଦୟଚିତ୍ରା (ନକ୍ଷତ୍ର)ଓଡ଼ିଆ କଥାଚିତ୍ର ଜଗତଜଗନ୍ନାଥ ମନ୍ଦିରଜାତୀୟ ବିଜ୍ଞାନ ଦିବସକଟକଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଦହି ହାଣ୍ଡି୧୯ ଅପ୍ରେଲଚନ୍ଦନ ଯାତ୍ରାଉଇକିକମନ୍ସଅଚ୍ୟୁତ ସାମନ୍ତବୀଜାଣୁଶ୍ରୀନିବାସ ରାମାନୁଜନବସନ୍ତ କୁମାର ଶତପଥୀସାମବେଦବେଦପାପମୋଚନୀ ଏକାଦଶୀମକର (ରାଶି)ପୃଥିବୀ ଦିବସଓଡ଼ିଶୀସ୍ତନ୍ୟପାୟୀଚଇତି ଘୋଡ଼ା ନାଚଅକ୍ଷର କଳାରେଭେନ୍‌ସା କଲିଜିଏଟ ସ୍କୁଲଆପେଣ୍ଡିସାଇଟିସ୧୯୬୩ର ଓଡ଼ିଆ କଥାଚିତ୍ରଲକ୍ଷ୍ମଣ ନାୟକବଳରାମ ଦାସତମନ୍ନା ବ୍ୟାସଦୁର୍ଗାସିକ୍ଲ ସେଲ୍ ରୋଗକଲମତୋରାଣିହରପ୍ରସାଦ ଦାସଜୟୀରାମ ସାମଲବୈକୁଣ୍ଠନାଥ ପଟ୍ଟନାୟକଜାପାନ୭ ଅପ୍ରେଲଦୁର୍ଗା ପୂଜାମିନତି ମିଶ୍ରଲକ୍ଷ୍ମୀ ପୁରାଣବିଭୁଦତ୍ତ ମିଶ୍ରରବି ପଟ୍ଟନାୟକ୨୮ ଅପ୍ରେଲଧାମରା ବନ୍ଦରଶ୍ରୀତମ ଦାସବିଜୁ ଜନତା ଦଳମାୟାଧର ମାନସିଂହଯୁକ୍ତରାଜ୍ୟଜାନକୀ ବଲ୍ଲଭ ପଟ୍ଟନାୟକଭାରତର ସଂସ୍କୃତିବନ୍ଦେ ଉତ୍କଳ ଜନନୀନବକଳେବରଚୁଡ଼ାଭରତ (ରାମାୟଣ)ଯୋଗଧାତୁରାଜ୍ୟ ସଭାଫାଇଲେରିଆଅଟିଜିମ୍‌ଗ୍ରହକାନନ ମିଶ୍ରରାମଚନ୍ଦ୍ର ବେହେରାଟୀକା ଗୋବିନ୍ଦ ଚନ୍ଦ୍ରଲିଙ୍ଗରାଜ ମନ୍ଦିର🡆 More