କାନନ ମିଶ୍ର

କାନନ ମିଶ୍ର (୨ ଜାନୁଆରୀ ୧୯୪୪ - ୭ ମାର୍ଚ୍ଚ ୨୦୧୫ ) ଜଣେ ଓଡ଼ିଆ ଲେଖିକା, ଅନୁବାଦିକା ଓ ଶିକ୍ଷାବିତ । ତାଙ୍କ ଅନୁବାଦ ବହି ସୂର୍ଯ୍ୟମୁଖୀର ସ୍ୱପ୍ନ ନିମନ୍ତେ ସେ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ ୫ଟି ଗଳ୍ପ ସଂକଳନ, ୨ଟି ଫିଚର ସଂକଳନ, ଗୋଟିଏ ଇଂରାଜୀ ଫିଚର ସଂକଳନ, ଗୋଟିଏ ପ୍ରବନ୍ଧ, ୪ଟି କବିତା ସଂକଳନ ଓ ୭ଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।

କାନନ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1944-01-02)୨ ଜାନୁଆରୀ ୧୯୪୪
କଟକ, ଓଡ଼ିଶା
ମୃତ୍ୟୁ୭ ମାର୍ଚ୍ଚ ୨୦୧୫(2015-03-07) (ବୟସ ୭୧)
କଟକ
ବୃତ୍ତିଲେଖିକା, ଅନୁବାଦିକା ଓ ଶିକ୍ଷାବିତ
ଭାଷାଓଡ଼ିଆ
ଶୈଳୀକବି
ସାହିତ୍ୟ କୃତି"ସୂର୍ଯ୍ୟମୁଖୀର ସ୍ୱପ୍ନ" (ଅନୁବାଦ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀବିନୟ ମିଶ୍ର
ସମ୍ପର୍କୀୟକୁଞ୍ଜବିହାରୀ ତ୍ରିପାଠୀ (ବାପା), ସୁରେଖା ତ୍ରିପାଠୀ (ମାଆ)

ପ୍ରାରମ୍ଭିକ ଜୀବନ

କାନନ ମିଶ୍ର ୨ ଜାନୁଆରୀ ୧୯୪୪ ମସିହାରେ କଟକ ଜିଲ୍ଲାରେ ପିତା କୁଞ୍ଜବିହାରୀ ତ୍ରିପାଠୀ ଓ ମାତା ସୁରେଖା ତ୍ରିପାଠୀଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ସେ ବିନୟ ମିଶ୍ରଙ୍କୁ ବିବାହ କରିଥିଲେ ।

୭ ମାର୍ଚ୍ଚ ୨୦୧୫ ମସିହାରେ, ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଧର୍ମଅକ୍ଷାଂଶIndiaରାଉରକେଲାବୃହସ୍ପତିଅଣ୍ଡା ରୋଲଅପରେଟିଙ୍ଗ ସିଷ୍ଟମରାଜେନ୍ଦ୍ର କିଶୋର ପଣ୍ଡାଗୋପାଳ ଛୋଟରାୟଫେବୃଆରୀ ୨୮ଏଞ୍ଜେଲା ମେର୍କେଲ୍ଲକ୍ଷ୍ମୀକାନ୍ତ ମହାପାତ୍ରନଟବର ସାମନ୍ତରାୟଜ୍ଞାନକୋଷପକ୍ଷରମାକାନ୍ତ ରଥଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାc3bn4ଦଣ୍ଡ ନାଟତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରାମଶଙ୍କର ରାୟଓଡ଼ିଆଶ୍ରୀନିବାସ ରାମାନୁଜନଲକ୍ଷ୍ମୀ ପୁରାଣସ୍ତନପୋଟଳ ରସାମହେନ୍ଦ୍ର ସିଂହ ଧୋନିଛାରପୋକଜଗନମୋହ‌ନ ଲାଲଗୁଗଲଆଖିଦେବସ୍ନାନ ପୂର୍ଣ୍ଣିମାମଙ୍ଗଳା ମନ୍ଦିରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଭଣ୍ଡ ଗଣେଶପ୍ରଥମ ଭାସ୍କରଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଦାମୋଦର ରାଉତସବ୍ୟସାଚୀ ମିଶ୍ରମନମୋହନ ସାମଲଫେବୃଆରୀଧରିତ୍ରୀଅସହଯୋଗ ଆନ୍ଦୋଳନଭାରତୀୟ ଡାକ ସେବାପଥ ଓ ପୃଥିବୀକଳାହାଣ୍ଡି ଜିଲ୍ଲାଜଗନ୍ନାଥ ପ୍ରସାଦ ଦାସଭୂଗୋଳଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକଓଡ଼ିଶାର ଭୂଗୋଳଆର୍ଯ୍ୟଭଟ୍ଟପୁରୀକୃଷ୍ଣପ୍ରସାଦ ମିଶ୍ରଅର୍ଚ୍ଚିତା ସାହୁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶା ବିଧାନ ସଭାଢଗ ଢମାଳି୧୯ ମାର୍ଚ୍ଚଆନ୍ତର୍ଜାତିକ ମହିଳା ଦିବସମାର୍ଚ୍ଚ ୨୧ଗୋପାଳ କୃଷ୍ଣ ରଥଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନମେସିନ ଲର୍ଣ୍ଣିଙ୍ଗ୍ନବୀନ ପଟ୍ଟନାୟକଅନନ୍ତ ପଟ୍ଟନାୟକଜାହାଙ୍ଗୀରଅଣ୍ଡାଏ. ପି. ଜେ. ଅବଦୁଲ କଲାମ🡆 More