ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ ।

ଆନ୍ତର୍ଜାତୀୟ ମହିଳା ଦିବସ
ଆନ୍ତର୍ଜାତିକ ମହିଳା ଦିବସ
Poster for Women's Day, March 8, 1914
ପାଳନକାରୀବିଶ୍ୱବ୍ୟାପି ପୁରୁଷ ଓ ମହିଳା
ପ୍ରକାରଆନ୍ତର୍ଜାତୀୟ
ବିଶେଷତାCivil awareness day
Women and girls day
Anti-sexism day
ତାରିଖମାର୍ଚ୍ଚ ୮ (ବାର୍ଷିକ)
ସମ୍ପର୍କିତMother's Day, Universal Children's Day, International Men's Day

ଇତିହାସ

ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।

ଆଧୁନିକ ସଂସ୍କୃତି

ଆନ୍ତର୍ଜାତିକ ମହିଳା ଦିବସ 
  ଅଧିକାରୀକ ଅବକାଶ
  କେବଳ ମହିଳା ମାନଙ୍କ ପାଇଁ ଅବକାଶ
  ଅନାଧିକାରୀକ ଅବକାଶ

ଆଫଗାନିସ୍ତାନ, ଅଙ୍ଗୋଲା, ଆର୍ମେନିୟା, ଆଜରବାଇଜାନ, ବେଳରୁଷ, ବୁର୍କିନା ଫାସୋ, କାମ୍ବୋଡିୟା, ଚୀନ (କେବଳ ମହିଳା ମାନଙ୍କ ପାଇଁ), କ୍ୟୁବା, ଜଂର୍ଜିୟା,ଗିନ୍ନୀ -ବିସାଉ , ଈରୀଟ୍ରିୟା, କଜାଖସ୍ତାନ, କିର୍ଗିସ୍ତାନ, ଲାଓସ, ମକଦୁନିୟା (କେବଳ ମହିଳା ମାନଙ୍କ ପାଇଁ), ମଡାଗାସ୍କାର (କେବଳ ମହିଳା ମାନଙ୍କ ପାଇଁ), ମାଲ୍ଡୋବା, ମଙ୍ଗୋଲିୟ, ନେପାଳ (କେବଳ ମହିଳା ମାନଙ୍କ ପାଇଁ), ଋଷ, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁଗାଣ୍ଡା, ୟୁଫ୍ରେନ, ଉଜବେକିସ୍ତାନ, ବୀୟତନାମ, ଏବଂ ଜାମ୍ବିୟାରେ ଏହି ଦିନ ଏକ ଅଧିକାରୀକ ଅବକାଶ ଅଟେ ।

ଚିତ୍ରଶାଳା

ଆଧାର

ଆହୁରି ପଢ଼ନ୍ତୁ

Tags:

ଆନ୍ତର୍ଜାତିକ ମହିଳା ଦିବସ ଇତିହାସଆନ୍ତର୍ଜାତିକ ମହିଳା ଦିବସ ଆଧୁନିକ ସଂସ୍କୃତିଆନ୍ତର୍ଜାତିକ ମହିଳା ଦିବସ ଚିତ୍ରଶାଳାଆନ୍ତର୍ଜାତିକ ମହିଳା ଦିବସ ଆଧାରଆନ୍ତର୍ଜାତିକ ମହିଳା ଦିବସ ଆହୁରି ପଢ଼ନ୍ତୁଆନ୍ତର୍ଜାତିକ ମହିଳା ଦିବସ

🔥 Trending searches on Wiki ଓଡ଼ିଆ:

ଟୁକୁନି ସାହୁ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଶାର କଳାଜଗନ୍ନାଥ ଦାସମଟର ସାଇକେଲଜିମି ୱେଲ୍ସକଟକ ଜିଲ୍ଲାଭୃସଙ୍ଗ ଗଛଗଣନ ସଂଖ୍ୟାଓଡ଼ିଶାର ଇତିହାସପଙ୍କଜ ଉଧାସସୁଇଜରଲ୍ୟାଣ୍ଡଓଡ଼ିଆ ଲିପିଜଗନ୍ନାଥ ମନ୍ଦିରବିରାଟ କୋହଲୀପୁଷ୍ଟିସାରଦ୍ୱିତୀୟ ବିଶ୍ୱଯୁଦ୍ଧମଦର ଟେରେସାରାମଓଡ଼ିଆ ସାହିତ୍ୟର ଇତିହାସସିନ୍ଧୁ ନଦୀଗର୍ଭାଶୟ କର୍କଟ୧୯ ମାର୍ଚ୍ଚମାଁ ପୀତାମ୍ବର ମନ୍ଦିରପଠାଣି ସାମନ୍ତପାଇକ ବିଦ୍ରୋହବିଜୟ ଶଙ୍କର ଦାସସତ୍ୟବାଦୀ ବନ ବିଦ୍ୟାଳୟହାଡ଼ଫୁଟିଟାହିଆଲାଗି ବେଶବିନ୍ଦୁନେତୃତ୍ୱପାରମିତା ଶତପଥୀକୁଞ୍ଜବିହାରୀ ଦାଶଭାରତୀୟ ସମ୍ବିଧାନହନୁମାନ ବାଟିକାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଓଡ଼ିଶା ପ୍ରିମିଅର ଲିଗକବିସୂର୍ଯ୍ୟ ବଳଦେବ ରଥଘରଭଣ୍ଡ ଗଣେଶଗୋପୀନାଥ ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଉତ୍କଳ ଦିବସଚୈତନ୍ୟ୨୮ ଫେବୃଆରୀଅଚ୍ୟୁତ ନାୟକଅଣ୍ଡା ରୋଲଭକ୍ତ ଚରଣ ଦାସଅଭିମନ୍ୟୁ ସାମନ୍ତସିଂହାରଖିଲିପାନକିଶୋରୀ ଚରଣ ଦାସଜଗନମୋହ‌ନ ଲାଲଶତ୍ରୁଘ୍ନ ପାଣ୍ଡବଦେବଗଡ଼ ଜିଲ୍ଲାଛତୁ ତରକାରୀମନୋଜ କୁମାର ମିଶ୍ରସରସ୍ୱତୀ ସମ୍ମାନଓଡ଼ିଆ ଖାଦ୍ୟବ୍ୟାସଦେବରଥବୈଶାଖଦେବୁ ବୋଷଯୌନ ଉତ୍ପୀଡ଼ନସମ୍ବଲପୁର ଜିଲ୍ଲା🡆 More