ଦ୍ୱିତୀୟ ବିଶ୍ୱଯୁଦ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । =end

ଦ୍ୱିତୀୟ ବିଶ୍ୱଯୁଦ୍ଧ
ଦ୍ୱିତୀୟ ବିଶ୍ୱଯୁଦ୍ଧ
ଉପର ବାଁ ପଟୁ ଦକ୍ଷିଣାବର୍ତ୍ତ ଭାବେ: ୱାଞ୍ଜ୍ୟାଲାଂ ଲଢେଇରେ ଚୀନୀ ବଳ, ଏଲ ଆଲାମେନର ପ୍ରଥମ ଲଢେଇରେ ଅଷ୍ଟ୍ରେଲୀୟ ୨୫-ପାଉଣ୍ଡର ବନ୍ଧୁକ, ଜର୍ମାନ୍ ସ୍ତୁକା dive bombers on the Eastern Front in December 1943, a U.S. naval force in the Lingayen Gulf, Wilhelm Keitel signing the German Instrument of Surrender, Soviet troops in the Battle of Stalingrad
ତିଥି ୧ ସେପ୍ଟେମ୍ବର ୧୯୩୯ - ୨ ସେପ୍ଟେମ୍ବର ୧୯୪୫ (୬ ବର୍ଷ ୧ ଦିନ)
ସ୍ଥାନ ଇଉରୋପ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଦକ୍ଷିଣ-ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ, ଭୂମଧ୍ୟସାଗର, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା (ଆଫ୍ରିକାର ଶିଙ୍ଗ), (ଅଳ୍ପ କାଳ ପାଇଁ) ଉତ୍ତର ଓ ଦକ୍ଷିଣ ଆମେରିକା
Result ମିତ୍ରଶକ୍ତିଙ୍କ ବିଜୟ
  • ନାଜି ଜର୍ମାନୀର ପତନ
  • ଜାପାନୀ ଓ ଇଟାଲୀୟ ସାମ୍ରାଜ୍ୟର ପତନ
  • ଜାତିସଙ୍ଘର ସୃଷ୍ଟି
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷିଆର ବୃହତ୍ ଶକ୍ତି ରୂପେ ଅଭ୍ୟୁଦୟ
  • ଶୀତଳ ଯୁଦ୍ଧର ପ୍ରାରମ୍ଭ
ପକ୍ଷ
ମିତ୍ରଶକ୍ତି କେନ୍ଦ୍ରଶକ୍ତି
Commanders and leaders
ପ୍ରମୁଖ ମିତ୍ରଶକ୍ତି ନେତା
Soviet Union ଜୋସେଫ ଷ୍ଟାଲିନ
United States ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ
United Kingdom ୱିନଷ୍ଟନ ଚର୍ଚ୍ଚିଲ
ଛାଞ୍ଚ:Country data Republic of China (1912–1949) ଚିଆଙ୍ଗ କାଇ-ଶେକ
ପ୍ରମୁଖ କେନ୍ଦ୍ରଶକ୍ତି ନେତା
Nazi Germany ଆଡ଼ୋଲ୍ଫ ହିଟଲର
Empire of Japan ହିରୋହିତୋ
Kingdom of Italy ବେନିତୋ ମୁସୋଲିନୀ
କ୍ଷୟକ୍ଷତି
ସାମରିକ ମୃତ୍ୟୁ:
୧୬,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪୫,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୬୧,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ
ସାମରିକ ମୃତ୍ୟୁ:
୮,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୧୨,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
...ଅଧିକ ତଥ୍ୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । =end

ପୃଷ୍ଠଭୂମି

ଯୁଦ୍ଧ ପୂର୍ବର ଘଟଣା

ଆଧାର

ବାହାର ତଥ୍ୟ

Tags:

ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳକ୍ରମ=ଦ୍ୱିତୀୟ ବିଶ୍ୱଯୁଦ୍ଧ

🔥 Trending searches on Wiki ଓଡ଼ିଆ:

ରତ୍ନାକର ଚଇନିକାନାଡ଼ାଅକ୍ଷୟ ତୃତୀୟାନୃସିଂହମନମୋହନ ସାମଲବିରଜା ମନ୍ଦିରମଙ୍ଗଳଭଦଭଦଳିଆଖାରବେଳ ସ୍ୱାଇଁ୭ ଅପ୍ରେଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଡ଼ିଶାର ଦୋଳଯାତ୍ରାଉଇକିପିଡ଼ିଆରାଜ୍ୟ୨୭ ଅପ୍ରେଲବୌଦ୍ଧ ଧର୍ମଫକୀର ମୋହନ ସେନାପତିଓଡ଼ିଶାର ଇତିହାସଓଡ଼ିଆ ଲିପିମହାଭାରତ୮ ଅପ୍ରେଲଅକ୍ଷାଂଶଲକ୍ଷ୍ମୀକାନ୍ତ ମହାପାତ୍ର୨୪ ଅପ୍ରେଲଯମୁନାଆଜରବାଇଜାନଦେବଦୁର୍ଲ୍ଲଭ ଦାସଜ୍ୟୈଷ୍ଠମହେଶ ସାହୁଦୁଃଖୀରାମ ସ୍ୱାଇଁପଣା ସଂକ୍ରାନ୍ତିଓଡ଼ିଆ କବି ମାନଙ୍କର ତାଲିକାମଣିଷଭାନୁଜୀ ରାଓଜାତୀୟ ସଂସଦ (ଜାପାନ)ଜୟୀରାମ ସାମଲବର୍ଷାତ୍ରିଭୁଜଦୀନନାଥ ପାଠୀବିଦ୍ୟୁତଉତ୍ତମ ମହାନ୍ତିଓଧବ୍ରାହ୍ମ ସମାଜଅଶ୍ୱିନୀ କୁମାର ଘୋଷବୃହସ୍ପତିଅର୍ଥଶାସ୍ତ୍ରAnifrolumabହିନ୍ଦୁଯକ୍ଷ୍ମା୧୩ ଅପ୍ରେଲଲଣ୍ଡନଓଡ଼ିଆ କଥାଚିତ୍ର ଜଗତରଘୁନାଥ ପରିଚ୍ଛାଅନୁଗୋଳ ଜିଲ୍ଲାଓଡ଼ିଆ ସାହିତ୍ୟର ଇତିହାସଲୁଣ୬ ଜୁଲାଇ୧୧ ଅପ୍ରେଲକିଶୋର ପାଣିଗ୍ରାହୀ୧୮୬୬ଏମିତି ଭାଇ ଜଗତେ ନାହିଁ🡆 More