ସତ୍ୟବାଦୀ ବନ ବିଦ୍ୟାଳୟ

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନଟି ୧୨ ଅଗଷ୍ଟ ୧୯୦୯ ମସିହାରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ଓଡ଼ିଶାର ସବୁ ଅଞ୍ଚଳରୁ, ବହୁ ଦୂରଦୂରାନ୍ତରୁ ପିଲାମାନେ ଆସି ପଢ଼ୁଥିଲେ ।

ସତ୍ୟବାଦୀ ବନ ବିଦ୍ୟାଳୟ
ବନ ବିଦ୍ୟାଳୟ

ଭାରତର ଚାରିଆଡେ ଏହି ବିଦ୍ୟାଳୟର ଖ୍ୟାତି ରହିଥିଲା । ସେ ସମୟର ବଡ଼ବଡ଼ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ବିଦ୍ୟାଳୟକୁ ଦେଖିବାକୁ ଆସୁଥିଲେ । ବିଦ୍ୟାଳୟ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।

ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ୱବିଦ୍ୟଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।

ଆଧାର

Tags:

ଆଚାର୍ଯ୍ୟ ହରିହରକୃପାସିନ୍ଧୁ ମିଶ୍ରଗୋଦାବରୀଶ ମିଶ୍ରଗୋପବନ୍ଧୁ ଦାସନନ୍ଦ କିଶୋର ଦାସନୀଳକଣ୍ଠ ଦାସଲିଙ୍ଗରାଜ ମିଶ୍ର

🔥 Trending searches on Wiki ଓଡ଼ିଆ:

ବାଇଶି ପାହାଚ୪ (ସଂଖ୍ୟା)ଶ୍ରାଦ୍ଧଅଖିଳ ମୋହନ ପଟ୍ଟନାୟକଶାସ୍ତି (ଓଡ଼ିଆ କଥାଚିତ୍ର)ଆକବରଭାରତୀୟ ସମ୍ବିଧାନମଟର ସାଇକେଲଫେବୃଆରୀ ୨୯ନେପଚୁନଶଙ୍କରାଚାର୍ଯ୍ୟଓଡ଼ିଆ ଖବରକାଗଜ ତାଲିକାଅଣ୍ଡାପଠାଣି ସାମନ୍ତବାଘରୋହିତ ଶର୍ମାଓଡ଼ିଆ ସାହିତ୍ୟମଇ ଦିବସପରିବେଶସେଇ ଝିଅଟିତୃପ୍ତି ଦାସରାମ ନବମୀମନମୋହନ ସାମଲପ୍ରେମଲିଙ୍ଗରାଜ ମନ୍ଦିରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୯ ମାର୍ଚ୍ଚମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାୟୁକ୍ରେନଚାଟ୍ ଜିପିଟିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବ୍ରାହ୍ମ ସମାଜଦାମୋଦର ରାଉତଭାରତର ଜାତୀୟ ପତାକାଅର୍ଚ୍ଚିତା ସାହୁଶ୍ରୀତମ ଦାସ୨୬ ଅପ୍ରେଲକାଳିନ୍ଦୀ ଚରଣ ପାଣିଗ୍ରାହୀସତୀ ଅନୁସୂୟାଦୀନକୃଷ୍ଣ ଦାସଓପନ-ସୋର୍ସ ସଫ୍ଟୱେରଗୋଦାବରୀଶ ମିଶ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଆଜାଦ ହିନ୍ଦ୍ ଫୌଜସୁଇଜରଲ୍ୟାଣ୍ଡପୁରୀସତ୍ୟନାରାୟଣ ରାଜଗୁରୁପ୍ରଥମ ଭାସ୍କରଭଣ୍ଡ ଗଣେଶଭକ୍ତ ଚରଣ ଦାସ (ରାଜନେତା)ନେତୃତ୍ୱବୈଜୟନ୍ତ ପଣ୍ଡାଟ୍ରାଲୋକିନୁମାବସୁନାବେଶଗଡ଼ଜାତ କୃଷକକଳାପାହାଡ଼ଗୋପୀନାଥ ମହାନ୍ତିଫରିନା ଆଜାଦଅଷ୍ଟ୍ରିଆକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୭୦୧ଗୋଦର ରୋଗIndiaସୋନପୁର ରାଜ୍ୟଆଇଡେଲାଲିସିବଫତୁରାନନ୍ଦପାର୍ବତୀଅଲାରନାଥ ମନ୍ଦିରଧରିତ୍ରୀଓଡ଼ିଆ ଖାଦ୍ୟହନୁମାନଅଚ୍ୟୁତ ଗୋକୁଳ ନାୟକପଲଉବଉଳ🡆 More