ଶଙ୍କରାଚାର୍ଯ୍ୟ: ଅଦୈତ ବେଦାନ୍ତ ପରମ୍ପରାର ମୁଖ୍ୟ

ଶଙ୍କରାଚାର୍ଯ୍ୟ (ସଂସ୍କୃତ: शङ्कराचार्य, IAST: Śaṅkarācārya, ଶଙ୍କର-ଆଚାର୍ଯ୍ୟ) ହେଉଛି ଏକ ଧାର୍ମିକ ପଦବୀ ଯେଉଁଥିରେ ସନାତନ ଧର୍ମର ରକ୍ଷା ନିମନ୍ତେ ଆଦିଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ମଠର ମଠାଧୀଶମାନେ ଜଣାଯାଆନ୍ତି । ଅଦୈତ ବେଦାନ୍ତର ସଂସ୍ଥାପକ ଆଦି ଶଙ୍କରାଙ୍କଠାରୁ ଏହି ପଦବୀଟି ଆସିଛି ।

Adi shankara
ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଚାରିଜଣ ଶିଷ୍ୟ - ପଦ୍ମପାଦାଚାର୍ଯ୍ୟ, ସୁରେଶ୍ୱରାଚାର୍ଯ୍ୟ, ହସ୍ତାମଳକାଚାର୍ଯ୍ୟ ଏବଂ ତତ୍ତ୍ୱକାଚାର୍ଯ୍ୟ ।

ପରମ୍ପରାର ପ୍ରତିଷ୍ଠା

ଆଦି ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ରକ୍ଷା ନିମନ୍ତେ ଭାରତର ଚାରି ଦିଗରେ ଚାରୋଟି ମଠ ସ୍ଥାପନ କରିଥିଲେ ଏବଂ ଏହି ମଠର ମଠାଧୀଶଙ୍କୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିବା ସହିତ ମଠର ଦାୟିତ୍ୱ ଦେଇଥିଲେ । ମଠ ପ୍ରତିଷ୍ଠା ପରେ ତାଙ୍କର ଚାରି ପ୍ରମୁଖ ଶିଷ୍ୟଙ୍କୁ ସେ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କରିଥିଲେ । ଶଙ୍କରାଚାର୍ଯ୍ୟ ପଦବୀରେ ଥିବା ସନ୍ଥଙ୍କର ମୁଖ୍ୟ କାମ ଥିଲା ଅଦୈତ ବେଦାନ୍ତର ପ୍ରଚାର କରିବ ଏବଂ ସନାତନ ଧର୍ମର ରକ୍ଷା ନିମନ୍ତେ ଆବଶ୍ୟକୀୟ ପନ୍ଥାମାନ ଗ୍ରହଣ କରିଥିବା । ଦକ୍ଷିଣ ଭାରତର ଅନ୍ୟ ଏକ ମଠ କାଞ୍ଚି କାମକୋଟି ପୀଠର ଇତିହାସ ଆଦି ଶଙ୍କରାଚାର୍ଯ୍ୟଙ୍କ ସହିତ ଜଡ଼ିଥିଲେ ଥିଲେ ମଧ୍ୟ ଏହାର ମୁଖ୍ୟକୁ "ଶଙ୍କରାଚାର୍ଯ୍ୟ" ପରିବର୍ତ୍ତେ "ଆଚାର୍ଯ୍ୟ" କିମ୍ବା "ଜଗଦଗୁରୁ" କୁହାଯାଏ ।

ନିମ୍ନରେ ଥିବା ସାରଣୀରେ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରୋଟି ମଠର ପ୍ରଥମ ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

ଶିଶ୍ୟ ଦିଗ ମଠ ମହାବାକ୍ୟ ବେଦ ସମ୍ପ୍ରଦାୟ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ
ପଦ୍ମପାଦ ପୂର୍ବ ଗୋବର୍ଦ୍ଧନ ପୀଠ, ପୁରୀ ପ୍ରଜ୍ଞାନଂ ବ୍ରହ୍ମ (ଚେତନା ହିଁ ସର୍ବୋଚ୍ଚ ପ୍ରାଣୀ) ଋଗ ବେଦ ଭୋଗବଳା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
ହସ୍ତାମଳକାଚାର୍ଯ୍ୟ ଦକ୍ଷିଣ ଶୃଙ୍ଗେରୀ ଶାରଦା ପୀଠ ଅହଂ ବ୍ରହ୍ମାଶ୍ମି (ମୁଁ ହିଁ ଶ୍ରେଷ୍ଠ) ଯଜୁର ବେଦ ଭୂରିବଳା ଶ୍ରୀ ଭାରତୀ ତୀର୍ଥ
ସୁରେଶ୍ୱର ପଶ୍ଚିମ ଦ୍ୱାରକା ଶରଦା ପୀଠ ତତ୍ତ୍ୱମସି (ତାହା ତୁମ୍ଭେ ଅଟ) ସାମା ବେଦ କିତବଳା ସ୍ୱାମୀ ସଦାନନ୍ଦ ସରସ୍ୱତୀ
ତତ୍ତ୍ୱକାଚାର୍ଯ୍ୟ ଉତ୍ତର ଜ୍ୟୋତିର୍ମଠ, ବଦ୍ରିନାଥ ଅୟମାତ୍ମାନଂ ବ୍ରହ୍ମ (ଏହି ଆତ୍ମା ହେଉଛନ୍ତି ସର୍ବୋଚ୍ଚ ବ୍ୟକ୍ତି) ଅଥର୍ବ ବେଦ ନନ୍ଦବଳା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ (ପ୍ରତିଦ୍ୱନ୍ଦ୍ୱିତା) /

ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ (ବିବାଦୀୟ)

ବ୍ୟୁତ୍ପତ୍ତି

ଶଙ୍କରାଚାର୍ଯ୍ୟ ଶବ୍ଦ ଶଙ୍କର ଏବଂ ଆଚାର୍ଯ୍ୟ ନାମକ ଦୁଇଟି ଶବ୍ଦକୁ ନେଇ ଗଠିତ । ଆଚାର୍ଯ୍ୟ ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ଗୁରୁ ବା ଶିକ୍ଷକ, ତେଣୁ ଶଙ୍କରାଚାର୍ଯ୍ୟର ଅର୍ଥ ହେଉଛି ଶଙ୍କରଙ୍କ ମାର୍ଗରେ ପରିଚାଳିତ କରୁଥିବା ।

ଆଧାର

ବାହାର ଲିଙ୍କ୍

Tags:

ଶଙ୍କରାଚାର୍ଯ୍ୟ ପରମ୍ପରାର ପ୍ରତିଷ୍ଠାଶଙ୍କରାଚାର୍ଯ୍ୟ ବ୍ୟୁତ୍ପତ୍ତିଶଙ୍କରାଚାର୍ଯ୍ୟ ଆଧାରଶଙ୍କରାଚାର୍ଯ୍ୟ ବାହାର ଲିଙ୍କ୍ଶଙ୍କରାଚାର୍ଯ୍ୟଆଦିଶଙ୍କରସଂସ୍କୃତ ଭାଷା

🔥 Trending searches on Wiki ଓଡ଼ିଆ:

ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ମାୟାଧର ମାନସିଂହସ୍ତନସାରଥୀ ବାବାପକୋଡ଼ାଗୋଦର ରୋଗନେଲସନ ମଣ୍ଡେଲାଉତ୍କଳ ସମ୍ମିଳନୀମୟୂରଭଞ୍ଜ ଜିଲ୍ଲାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବେଦଗିରିଜା କୁମାର ବଳୀୟାରସିଂହଓଡ଼ିଶୀମଙ୍ଗଳା ମନ୍ଦିରପଖିଆଚାନ୍ଦ୍ରମାସତରୁଣକାନ୍ତି ମିଶ୍ରଖାଦ୍ୟକଣ୍ଡୋମଗୌରୀଶଙ୍କର ରାୟତପନ କୁମାର ପ୍ରଧାନରେଶମ ପଥସତୀ ଅନୁସୂୟାପୁନମ ମିଶ୍ରଭକ୍ତ ଚରଣ ଦାସପ୍ରାଣୀwiki.phtmlମସ୍କୋନିର୍ମଳା (ଉପନ୍ୟାସ)ଦ୍ୱିତୀୟ ଭାସ୍କରଚିତ୍ତରଞ୍ଜନ ଦାସସୁରେନ୍ଦ୍ର ମହାନ୍ତିଶ୍ରୀରାଧାଭାରତୀୟ ମହାକାଶ ଗବେଷଣା ସଂସ୍ଥାଓଡ଼ିଆ କବି ମାନଙ୍କର ତାଲିକାକଟକବିଜୁ ଜନତା ଦଳପୁରୀ ଜିଲ୍ଲାରାମଚନ୍ଦ୍ର ମିଶ୍ରଖାରବେଳପାରାଦୀପ ବନ୍ଦରକୃଷ୍ଣପ୍ରସାଦ ମିଶ୍ରଶନିବାରମହାବିଦ୍ୟାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ନାରାୟଣ ସାହୁମେସିନ ଲର୍ଣ୍ଣିଙ୍ଗ୍ଭାରତୀୟ ଜନତା ପାର୍ଟିଆମ୍ବରାୟଗଡ଼ା ଜିଲ୍ଲାରାଶି ଓ ନକ୍ଷତ୍ରଅନ୍ନଦା ଶଙ୍କର ରାୟରକ୍ତପଣା ସଂକ୍ରାନ୍ତିସାରଳା ମନ୍ଦିରରାମ ନବମୀଟ୍ରାପିଜିଅମଧର୍ମେନ୍ଦ୍ର ପ୍ରଧାନରାଜକିଶୋର ପଟ୍ଟନାୟକବାଘଦଗ୍ଧମହାତ୍ମା ଗାନ୍ଧୀମନୋଜ ଦାସପ୍ରାଣବନ୍ଧୁ କର୧୦୫୪ଜ୍ଞାନପୀଠ ପୁରସ୍କାରରାମଚନ୍ଦ୍ର ବେହେରାକବିସୂର୍ଯ୍ୟ ବଳଦେବ ରଥହାଡ଼ଫୁଟି🡆 More