ନାରାୟଣ ସାହୁ: ଓଡ଼ିଆ ନାଟ୍ୟକାର

ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ନାରାୟଣ ସାହୁ
ନାରାୟଣ ସାହୁ: ଜୀବନୀ, ନାଟକ, ସମ୍ମାନ ଓ ପୁରସ୍କାର
ନାରାୟଣ ସାହୁ
ଜନ୍ମ (1955-11-25) ୨୫ ନଭେମ୍ବର ୧୯୫୫ (ବୟସ ୬୮)
ଅରଡ଼ାସାହି, ବଗଡ଼ା, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାପି.ଏଚ.ଡି
ବୃତ୍ତିଶିକ୍ଷାବିତ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଆକାଶବାଣୀ ନାଟ୍ୟକାର ପୁରସ୍କାର,
ଝଙ୍କାର ନାଟକ ପୁରସ୍କାର,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଜୀବନୀ

ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଉତ୍ତରେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।

ନାଟକ

  • ତାମସୀତୃଷ୍ଣା
  • ପ୍ରଶ୍ନ
  • ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର
  • କାହାଣୀ ସବାଶେଷ ଲୋକର
  • ସୁବର୍ଣ୍ଣ ସକାଳ
  • ମୂକ
  • ପୁନଶ୍ଚ ସଂଗ୍ରାମ
  • ଅପରାହ୍ନର ଅବଶୋଷ
  • ଅଧାଦେଖା ସ୍ୱପ୍ନ
  • କ୍ରାନ୍ତି
  • ଦୂର ଆକାଶର ତାରା
  • ଶେଷକଥା
  • ମୂଷା
  • ଛାତ (୨୦୨୦)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ) - ୧୯୯୧
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪
  • ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
  • ଝଙ୍କାର ନାଟକ ପୁରସ୍କାର - ୨୦୦୬

ଆଧାର

Tags:

ନାରାୟଣ ସାହୁ ଜୀବନୀନାରାୟଣ ସାହୁ ନାଟକନାରାୟଣ ସାହୁ ସମ୍ମାନ ଓ ପୁରସ୍କାରନାରାୟଣ ସାହୁ ଆଧାରନାରାୟଣ ସାହୁଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ବିମ୍ବାଧର କୁଅଁରବ୍ରାହ୍ମଣ୨୦୨୨ ଫିଫା ବିଶ୍ୱକପ୍ଚନ୍ଦ୍ରଗୁପ୍ତଶୈଳବାଳା ଦାସବିଶ୍ୱନାଥ କରଜାତୀୟ ସଂସଦ (ଜାପାନ)ରାମଚନ୍ଦ୍ର ବେହେରାଶ୍ରୀଧର ଦାସବିଜୟ ମିଶ୍ରଓଡ଼ିଆ ସାହିତ୍ୟସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପଦ୍ମ ଲୋଚନ ପଣ୍ଡାରାଧାନାଥ ରାୟମେଟ୍ରୋନିଡାଜୋଲଦୀପକ ମିଶ୍ରଭାନୁଜୀ ରାଓତିନୋଟି ରତନଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧରିତ୍ରୀ୧୯୮୯ମଙ୍ଗଳ ପାଣ୍ଡେଭାସ୍କୋ ଡା ଗାମାୟୁ ଟ୍ୟୁବକ୍ଲାଉଡ଼ ଟେକ୍ନୋଲୋଜିରାଜନୀତି ବିଜ୍ଞାନଇଣ୍ଡୋନେସିଆଫିଫା ବିଶ୍ୱକପଅଂଶୁଘାତଓଡ଼ିଶୀନବୀନ ପଟ୍ଟନାୟକଶକ୍ତି ପୀଠସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୫୭୨ପ୍ରାଣୀବନ୍ଦେ ଉତ୍କଳ ଜନନୀସ୍ୱସ୍ତିକଓଡ଼ିଶାର ତହସିଲ ତାଲିକାଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାରବି ସିଂଓଡ଼ିଆ ଭାଗବତବର୍ଷା ପ୍ରିୟଦର୍ଶିନୀଜଗଦୀଶ ମହାନ୍ତିWikisourceପଖାଳଇଣ୍ଟରନେଟଶ୍ରବଣ ( ରାମାୟଣ ର ଚରିତ୍ର )ଦ୍ରାଘିମାଅଶୋକ (ସମ୍ରାଟ)ବାସନ୍ତୀ୨୦୦୬ସୁନା୧୯୯୦ପଇସାମହିମା ଧର୍ମକୃଷ୍ଣଚନ୍ଦ୍ର ପାଣିଗ୍ରାହୀକଳାପାହାଡ଼ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରହ୍ମୋତ୍ରୀ ମହାନ୍ତିବାଞ୍ଛାନିଧି ମହାନ୍ତି୧୯୫୩ଓଡ଼ିଆରସାୟନ ବିଜ୍ଞାନହନୁମାନ ଚାଳିଶା🡆 More