ରାଜକିଶୋର ପଟ୍ଟନାୟକ: ଓଡ଼ିଆ ସାହିତ୍ୟିକ

ରାଜକିଶୋର ପଟ୍ଟନାୟକ ( ୮ ଅପ୍ରେଲ ୧୯୧୭ - ୦୧ ମାର୍ଚ୍ଚ ୧୯୯୭ ) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ଥିଲେ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

ରାଜକିଶୋର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1917-04-08)୮ ଅପ୍ରେଲ ୧୯୧୭
କଲିକତା
ମୃତ୍ୟୁ୧ ମାର୍ଚ୍ଚ ୧୯୯୭(1997-03-01) (ବୟସ ୭୯)
ବୃତ୍ତିଓକିଲାତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର
ଜୀବନସାଥୀଶୈଳବାଳା ପଟ୍ଟନାୟକ
ସନ୍ତାନଅଶୋକ କୁମାର ପଟ୍ଟନାୟକ
ପିତାମାତାଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ଦେବୀ

ଜୀବନ କାଳ

ରାଜକିଶୋର ୧୯୧୭ ମସିହାରେ କଲିକତାର 'ଗ୍ରେ ଷ୍ଟ୍ରିଟ'ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଥିଲେ ଜଣେ ସରକାରୀ କର୍ମଚାରୀ । ମାତାଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ରସୁଲୁକୁଣ୍ଡା । ସେ ଜଣେ ମେଧାବୀ ଛାତ୍ର ଓ ଉତ୍ତମ ଖେଳାଳି ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ଆଇନ ପଢ଼ିଥିଲେ । ସାଇକେଲ ରେସିଂରେ ସେ ଚମ୍ପିୟାନ ହୋଇଥିଲେ ଓ ତାଙ୍କର ଏକ ରେକର୍ଡ଼ ୪୦ବର୍ଷ ଧରି ବଳବତ୍ତର ରହିଥିଲା । ୧୯୪୦ ମସିହାରୁ କଟକରେ ସେ ଓକିଲାତି କରୁଥିଲେ । କିଛିଦିନ ଆଇନ ପାଠର ଅଧ୍ୟାପନା ମଧ୍ୟ କରିଥିଲେ । ସାହିତ୍ୟ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପରେ ସେ ପ୍ରବଳ ବିରୋଧୀ ଥିଲେ । ସରକାରୀ ପରିଚାଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀ' ଗଠନର ସେ ତୀବ୍ର ବିରୋଧ କରିଥିଲେ । ସେ ବୟାଳିଶ ବୟସରେ ବିବାହ କରିଥିଲେ । ପତ୍ନୀ ଶୈଳବାଳା ମଧ୍ୟ ଜଣେ ଓକିଲ ଥିଲେ । ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିବା ସତ୍ତ୍ୱେ ତାଙ୍କ ଜୀବନ ଅଭାବ ଅନାଟନରେ ବିତିଥିଲା ।

ସାହିତ୍ୟ ସର୍ଜନା

୧୯୩୪ ମସିହା ମାର୍ଚ୍ଚମାସରୁ ରାଜକିଶୋରଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ସେ ସମୟରେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ୧୯୩୭ ମସିହାରେ ରେଭେନ୍ସାରେ ପଢୁଥିବା ସମୟରେ ସେ ନବଭାରତ ପତ୍ରିକାରେ ଧାରାବାହିକ ଭାବରେ 'ମୋ ଚିଠି ଫାଇଲ' ଶୀର୍ଷକରେ ଲେଖାଲେଖି ଆରମ୍ଭ କରିଥିଲେ । ସେ ଲେଖା ସବୁ ପରବର୍ତ୍ତୀ ସମୟରେ 'ପଞ୍ଜୁରୀ ପକ୍ଷୀ' ନାମରେ ପ୍ରକାଶ ପାଇଥିଲା ।

ରଚନାବଳୀ

ମାନ ସମ୍ମାନ

  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୯୬
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ରାଜକିଶୋର ପଟ୍ଟନାୟକ ଜୀବନ କାଳରାଜକିଶୋର ପଟ୍ଟନାୟକ ସାହିତ୍ୟ ସର୍ଜନାରାଜକିଶୋର ପଟ୍ଟନାୟକ ରଚନାବଳୀରାଜକିଶୋର ପଟ୍ଟନାୟକ ମାନ ସମ୍ମାନରାଜକିଶୋର ପଟ୍ଟନାୟକ ଆଧାରରାଜକିଶୋର ପଟ୍ଟନାୟକଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ଧନୁର୍ଜୟ ସିଦୁଭୁବନେଶ୍ୱର ରେଳ ଷ୍ଟେସନwiki.phtmlଇଜିପ୍ଟବଲାଙ୍ଗୀର ଜିଲ୍ଲାସୁରେଶ କୁମାର ରାଉତରାୟନୀଳମାଧବ ମନ୍ଦିରଅସହଯୋଗ ଆନ୍ଦୋଳନସିଦ୍ଧାନ୍ତ ମହାପାତ୍ରପଠାଣି ସାମନ୍ତରାଧାନାଥ ରାୟ୧୫୭୧୧୯ ଜୁନରୁପାଗୋକର୍ଣ୍ଣେଶ୍ୱର ଦେଉଳନକ୍ଷତ୍ରଦେଉଳଝରି ଉଷ୍ଣପ୍ରସ୍ରବଣକଳିକେଶ ନାରାୟଣ ସିଂହଦେଓବୈଶାଖସ୍ତନ ଯନ୍ତ୍ରଣାରଥଯାତ୍ରାଓଉଗଇଁଠାଲିଙ୍ଗରାଜ ମନ୍ଦିରହସ୍ତମୈଥୁନ୨୧ ଅଗଷ୍ଟଅଖିଳ ନାୟକନାରାୟଣ ସାହୁ (୧୯୨୮ ଜନ୍ମ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିପ୍ରଣବ ପ୍ରକାଶ ଦାସରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶାର ଭୂଗୋଳଗନ୍ଧମାର୍ଦନ୨୨ ଅକ୍ଟୋବରଭଗବତ ଗୀତାସରଳା ଦେବୀଶୁକଦେବଅକ୍ଟୋବରଅଟିଜିମ୍‌ହିଙ୍ଗୁଳା ମନ୍ଦିର୧୪୮୩ଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଆଲାପ୍ପୁଝାମାଧବୀ ଦାସୀକୋଣାର୍କ ସୂର୍ଯ୍ୟ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରଚିତ୍ତରଞ୍ଜନ ଦାସକାଟୁଲୁ ରବି କୁମାରଚିନ୍ତାମଣିଶ୍ୱର ଶିବ ମନ୍ଦିରବାଲିଯାତ୍ରାଅଭିରାମ ପରମହଂସବିରଜା ରାଉତରାୟସୁରେନ୍ଦ୍ର ମହାନ୍ତିମହେନ୍ଦ୍ରଗିରି୨ (ସଂଖ୍ୟା)ପଦ୍ମ ଲୋଚନ ପଣ୍ଡାତିଗିରିଆ ଗଡ଼ଜାତ ରାଜ୍ୟରଜଆମ୍ବେଦକର ଜୟନ୍ତୀକାମାକ୍ଷା ପ୍ରସାଦ ସିଂହଦେଓ୩୧ ଅଗଷ୍ଟକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ୨୨ ଅଗଷ୍ଟ୧୫ ଡିସେମ୍ବରଚନ୍ଦକା ହାତୀ ଅଭୟାରଣ୍ୟଆଠଗଡ଼ ଗଡ଼ଜାତ ରାଜ୍ୟ୨୧ଜୁଲାଇମୌଳିକ ସଂଖ୍ୟାମଙ୍ଗଳା ମନ୍ଦିରଆନି ବେସାନ୍ତଗାର୍ଗୀ ମହାନ୍ତିଝାଲ ମୁଢ଼ିସୌମ୍ୟ ରଞ୍ଜନ ପଟ୍ଟନାୟକମହାବୀର ଜୈନକୁଞ୍ଜବିହାରୀ ଦାଶ🡆 More