ଗୋବର୍ଦ୍ଧନ ପୀଠ

ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ଚାରି ପ୍ରଧାନ ମଠ ମଧ୍ୟରୁ ଗୋବର୍ଦ୍ଧନ ମଠ ଅନ୍ୟତମ । ଜଗନ୍ନାଥଙ୍କ ଉପାସନା ସହିତ ବର୍ଷ ସାରା ଏହି ମଠ ଜଡ଼ିତ ରହିଛି ।

ଗୋବର୍ଦ୍ଧନ ପୀଠ
ଗୋବର୍ଦ୍ଧନ ପୀଠ
ଗୋବର୍ଦ୍ଧନ ପୀଠର ପ୍ରବେଶ ଦ୍ୱର
ପ୍ରକାରଧାର୍ମିକ
ଅବସ୍ଥାନପୁରୀ, ଓଡ଼ିଶା, ଭାରତ
ପ୍ରଥମ ଶଙ୍କରାଚାର୍ଯ୍ୟପଦ୍ମାପାଦାଚାର୍ଯ୍ୟ
ବର୍ତ୍ତମାନର ଶଙ୍କରାଚାର୍ଯ୍ୟସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
ୱେବ୍‌ସାଇଟhttps://govardhanpeeth.org/

ଇତିହାସ

ହିନ୍ଦୁ ଧର୍ମର ପୁନଃ ସ୍ଥାପନା ବେଳେ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରିଦିଗରେ ଚାରିଟି ମଠ ସ୍ଥାପନା କରିଥିଲେ । ତନ୍ମଧ୍ୟରୁ ପୂର୍ବ ଦିଗରେ ପୁରୀର ମହୋଦଧିତୀରରେ ପ୍ରତିଷ୍ଠିତ ଏହି ମଠ ଗୋବର୍ଦ୍ଧନ ପୀଠ ବା ଗୋବର୍ଦ୍ଧନ ମଠ ନାମରେ ପ୍ରସିଦ୍ଧ । ଚାରି ମଠରେ ଚାରିଜଣ ପ୍ରମୁଖ ଶିଷ୍ୟ ଯଥା ପଦ୍ମପାଦ, ହସ୍ତାମଳକ, ସୁରେଶ୍ୱର ଏବଂ ତୋଟକାଚାର୍ଯ୍ୟଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ପ୍ରମୁଖ ଶିଷ୍ୟଙ୍କ ସ୍ଥାନ ଗ୍ରହଣ କରିଥିବା ମଠାଧୀଶ ଶଙ୍କରାଚାର୍ଯ୍ୟ ଭାବରେ ପରିଚିତ ହେଲେ । ଖ୍ରୀଷ୍ଟପୂର୍ବ ୪୮୩ରେ ପବିତ୍ର ବୈଶାଖ ଶୁକ୍ଳ ଦଶମୀ ତିଥିରେ ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ପ୍ରଥମ ଶଙ୍କରାଚାର୍ଯ୍ୟ ହେଉଛନ୍ତି ପଦ୍ମପାଦାଚାର୍ଯ୍ୟ । ସମଗ୍ର ପୂର୍ବ ଭାରତ ସହ ଆସାମ, ଅରୁଣାଚଳ ପ୍ରଦେଶ, ସିକିମ, ଭୁଟାନ, ତ୍ରିପୁରା, ମେଘାଳୟ, ମିଜୋରାମ ତଥା ଉତ୍ତରପ୍ରଦେଶର ପ୍ରୟାଗ ପର୍ଯ୍ୟନ୍ତ ଏହି ପୀଠର ଅନ୍ତର୍ଗତ । ନିରଞ୍ଜନ ଦେବତୀର୍ଥଙ୍କ ପରେ ବର୍ତ୍ତମାନ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ।

ଭୂମିକା

ଜଗନ୍ନାଥଙ୍କ ନବକଳେବର ଲୀଳାରେ ବନଯାଗଠାରୁ ବ୍ରହ୍ମ ସଂସ୍ଥାପନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଷୋଳଟି ମଠ ସମ୍ପୃକ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଗୋବର୍ଦ୍ଧନ ମଠ ଅନ୍ୟତମ । ପୁରୀର ପ୍ରସିଦ୍ଧ ରଥଯାତ୍ରାରେ ଗୋବର୍ଦ୍ଧନ ମଠର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

  • ରଥଯାତ୍ରା ଦିନ ଶ୍ରୀମନ୍ଦିରର ବାଇଶି ପାହାଚ ସଲଗ୍ନ କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ମଠର ସରଘରଠାରେ ଗୋବର୍ଦ୍ଧନ ମଠ ପକ୍ଷରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ହୋଇଥାଏ ।
  • ସେହିପରି ବାହୁଡା଼ ପହଣ୍ଡି ସମୟରେ ମଧ୍ୟ ପନ୍ତି ଭୋଗ ହୋଇଥାଏ। ରଥଯାତ୍ରା ଦିନ ଗୋବାର୍ଦ୍ଧନ ମଠର ମଠାଧୀଶ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା ଅନୁଯାୟୀ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥାନ୍ତି ।

ଆଧାର

ଅଧିକ ତଥ୍ୟ

Tags:

ଗୋବର୍ଦ୍ଧନ ପୀଠ ଇତିହାସଗୋବର୍ଦ୍ଧନ ପୀଠ ଭୂମିକାଗୋବର୍ଦ୍ଧନ ପୀଠ ଆଧାରଗୋବର୍ଦ୍ଧନ ପୀଠ ଅଧିକ ତଥ୍ୟଗୋବର୍ଦ୍ଧନ ପୀଠଜଗନ୍ନାଥଶଙ୍କରାଚାର୍ଯ୍ୟ

🔥 Trending searches on Wiki ଓଡ଼ିଆ:

ପ୍ରସନ୍ନ ଦାସରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଆ ସାହିତ୍ୟର ଇତିହାସନଟବର ଶତପଥୀସର୍ବପଲ୍ଲୀ ରାଧାକୃଷ୍ଣନସାଧୁ ମେହେରରବି ପଟ୍ଟନାୟକଛାନ୍ଦଅଟଳ ବିହାରୀ ବାଜପେୟୀନୀଳକଣ୍ଠ ଦାସଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିଷ୍ଣୁଯୌଥ ପରିବାରଉପେନ୍ଦ୍ର ଭଞ୍ଜଜବାହରଲାଲ ନେହେରୁକନ୍ଧମାଳ ଜିଲ୍ଲାକେଦାରନାଥ ମନ୍ଦିରରାମଶଙ୍କର ରାୟଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହନୁମାନ ଚାଳିଶାଦକ୍ଷିଣ କୋରିଆଗୌତମ ବୁଦ୍ଧଗଣେଶଇରମକଥା (ପତ୍ରିକା)ପ୍ଲୀହାରବି ନାରାୟଣ ନନ୍ଦଜଗନମୋହ‌ନ ଲାଲଦିଗରାଜ ବ୍ରହ୍ମାଇଣ୍ଟରନେଟଶାନ୍ତନୁ କୁମାର ଆଚାର୍ଯ୍ୟକିଶୋରୀ ଚରଣ ଦାସଜୟ ଜଗନ୍ନାଥଓଡ଼ିଶାହିନ୍ଦୁ ଧର୍ମପ୍ଲୁଟୋଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀନବମୀମକର (ରାଶି)କଳାକଳେବର ଚଉତିଶାଗୋପାଳ ଛୋଟରାୟଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ପଠାଣି ସାମନ୍ତଗୁରୁପ୍ରସାଦ ମହାନ୍ତିପ୍ରସନ୍ନ ଆଚାର୍ଯ୍ୟରମାଦେବୀ ଚୌଧୁରୀରାଜକିଶୋର ପଟ୍ଟନାୟକଦିଲୀପ ତିର୍କୀଚନ୍ଦନ ଯାତ୍ରାଲକ୍ଷ୍ମଣଚନ୍ଦ୍ରଶେଖର ରଥରାଜନୀତି ବିଜ୍ଞାନକଥକଳୀଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦି ଟେଷ୍ଟ ଅଫ ମାଇ ଲାଇଫରାଧାଗୋପାଳ ଚନ୍ଦ୍ର ପ୍ରହରାଜକାରୁବାକୀଗୋପବନ୍ଧୁ ଦାସସ୍ତନ୍ୟପାନଭାରତ🡆 More