ପୁନମ ମିଶ୍ର: ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ପୁନମ ମିଶ୍ର (ଜନ୍ମ: ୩୦ ଜୁନ ୧୯୯୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଲଭ୍ ମାଷ୍ଟର, ରକ୍‌ଷ୍ଟାର୍ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ପୁନମ ମିଶ୍ର
ପୁନମ ମିଶ୍ର: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଅଭିନୀତ କଥାଚିତ୍ର
ଜନ୍ମ
ପୁନମ ମିଶ୍ର

(1993-06-30) ୩୦ ଜୁନ ୧୯୯୩ (ବୟସ ୩୦)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଅଭିନୟ ଜୀବନ

ପୁନମ ମିଶ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହାପରେ ସେ ବାବୁଶାନ୍‌ଙ୍କ ସ‌ହ ଲଭ୍ ମାଷ୍ଟର, ବୁଲୁଙ୍କ ସ‌ହ ରକ୍‌ଷ୍ଟାର୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୮ରେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଫେସ୍‌ବୁକ୍‌ ମୁକ୍ତିଲାଭ କରିବାର ଅଛି । ଏହି କଥାଚିତ୍ରରେ ପୁନମ ପୁଣିଥରେ ବୁଲୁଙ୍କ ସ‌ହ ଅଭିନୟ କରୁଛନ୍ତି ।

ସେ ଦୂରଦର୍ଶନରେ ତଅପୋଇ ଧାରାବାହିକରେ ତଅପୋଇ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ବାଇଶି ପାହାଚେ ଖେଳିବ ମୀନ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ ଲଭ୍ ମାଷ୍ଟର ଲଗ୍ନା
୨୦୧୫ ରକ୍‌ଷ୍ଟାର୍
୨୦୧୮ ୪ ଇଡିଅଟସ୍
୨୦୨୦ ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ତଅପୋଇ ତଅପୋଇ

ଆଧାର

ବାହାର ଆଧାର

Tags:

ପୁନମ ମିଶ୍ର ପ୍ରାରମ୍ଭିକ ଜୀବନପୁନମ ମିଶ୍ର ଅଭିନୟ ଜୀବନପୁନମ ମିଶ୍ର ଅଭିନୀତ କଥାଚିତ୍ରପୁନମ ମିଶ୍ର ଅଭିନୀତ ଧାରାବାହିକପୁନମ ମିଶ୍ର ଆଧାରପୁନମ ମିଶ୍ର ବାହାର ଆଧାରପୁନମ ମିଶ୍ରଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଲୋକବାଇଶି ପାହାଚେ ଖେଳିବ ମୀନରକ୍‌ଷ୍ଟାର୍ଲଭ୍ ମାଷ୍ଟର

🔥 Trending searches on Wiki ଓଡ଼ିଆ:

ନୀଳକଣ୍ଠ ଦାସଅକ୍ଷାଂଶନନ୍ଦିଘୋଷଗୋପବନ୍ଧୁ ଦାସମାଛନମିତା ଅଗ୍ରୱାଲଶରତ କୁମାର ମହାନ୍ତିଓଡ଼ିଆ ନାଟକଚିତ୍ତରଞ୍ଜନ ଦାସଜଗନ୍ନାଥ ମନ୍ଦିରଚବିଶ ଗୁରୁଓ ଅନ୍ଧଗଳିଧରିତ୍ରୀ (ଖବରକାଗଜ)କୋଣାର୍କଭୂମିକମ୍ପଭାରତୀୟ ସଂଖ୍ୟା ପ୍ରଣାଳିଗଙ୍ଗାଧର ରଥକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଥମ ବିଶ୍ୱଯୁଦ୍ଧପକ୍ଷହନୁମାନ ଚାଳିଶାଉଦ୍ଭିଦ ବିଜ୍ଞାନଅର୍ଥଶାସ୍ତ୍ରରାଧାମୋହନ ଗଡ଼ନାୟକଜନ ଗଣ ମନରଥଧାତୁହେମନ୍ତ କୁମାର ଦାସମେହମୁଦ ହୁସେନଶଙ୍କରାଚାର୍ଯ୍ୟପୁନମ ମିଶ୍ରଆଖୁଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଜାଭା (ପ୍ରୋଗ୍ରାମିଂ ଭାଷା)ଅମାବାସ୍ୟାର ଚନ୍ଦ୍ରବାଘ୧ମ ଓଡ଼ିଶା ବିଧାନ ସଭାଅନନ୍ତ ପଟ୍ଟନାୟକରାଧାନାଥ ରାୟମହେନ୍ଦ୍ର ସିଂହ ଧୋନିଜୟଦେବୟୁରୋପବୈଜୟନ୍ତ ପଣ୍ଡା୦ (ସଂଖ୍ୟା)ରକ୍ତବ୍ୟଞ୍ଜନ ବର୍ଣ୍ଣବିର୍ସା ମୁଣ୍ଡାଅଭିରାମ ପରମହଂସଭଦଭଦଳିଆଶିବଅଗ୍ନ୍ୟାଶୟ ଅକ୍ଷମତାନନ୍ଦିନୀ ଶତପଥୀଉଇକିପିଡ଼ିଆ ସମୂହର ତାଲିକାଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାଷାଗଙ୍ଗାଧର ମେହେରସୋନାଲ ମାନସିଂହଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଧନୁ (ରାଶି)ଚାଣକ୍ୟଗିରିଜା କୁମାର ବଳୀୟାରସିଂହସମୀର ରଞ୍ଜନ ଦାଶଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରୟୁ ଟ୍ୟୁବଫେବୃଆରୀ ୨୮ଯୁକ୍ତରାଷ୍ଟ୍ର ଆମେରିକାନବଯୌବନ ବେଶଅଂଶୁଘାତଲକ୍ଷ୍ମୀ🡆 More