ଜନ ଗଣ ମନ: ଭାରତର ଜାତୀୟ ସଙ୍ଗୀତ

ଜନ ଗଣ ମନ' ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡିସେମ୍ବର ୨୦୧୧ରେ ଏହାର ପ୍ରଥମ ଗାନର ଶତବର୍ଷ ପାଳନ କରାଯାଇଥିଲା ।

ଜନ ଗଣ ମନ
जन गण मन
English: Jana Gana Mana (for Piano)
Jôno Gôno Mono

National anthem of
ଜନ ଗଣ ମନ: ଭାରତର ଜାତୀୟ ସଙ୍ଗୀତ ଭାରତ

LyricsRabindranath Tagore, 1911
MusicRabindranath Tagore, 1919
AdoptedJanuary 24, 1950
Music sample
noicon

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ ୤ ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ ୤ ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ ୤ ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି ୤

ଗୀତ

ଜନ ଗଣ ମନ: ଭାରତର ଜାତୀୟ ସଙ୍ଗୀତ 
ଭାରତର ରାଷ୍ଟ୍ର ଗାନ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହଆମେରିକା ରାଷ୍ଟ୍ରପତି ବାରାକ ଓବାମା

ଜନଗଣମନ-ଅଧିନାୟକ ଜୟ ହେ ଭାରତଭାଗ୍ୟବିଧାତା!ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳଜଳଧିତରଙ୍ଗତବ ଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ,ଗାହେ ତବ ଜୟଗାଥା।ଜନଗଣମଙ୍ଗଳଦାୟକ ଜୟ ହେ ଭାରତଭାଗ୍ୟବିଧାତା!ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ॥

ଆଧାର

ବାହାର ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଗହଣାଚମ୍ପାଭାରତର ନ୍ୟାୟୀକ ବ୍ୟବସ୍ଥାସମ୍ବଲପୁର୧୪ ଅପ୍ରେଲବିଧାନ ସଭା ସଭ୍ୟସୁରେନ୍ଦ୍ର ମହାନ୍ତିଔଷଧୀୟ ଗଛଲତାମାନଙ୍କର ତାଲିକାସାନନ୍ଦ ମାରାଣ୍ଡିକଟକଗାୟତ୍ରୀବାଳା ପଣ୍ଡାଗୁଗଲଦ୍ରୌପଦୀ ମୁର୍ମୁଶେର ଶାହ ସୁରୀଦୁଃଶାସନ ଜେନାସୁଭାଷ ଚନ୍ଦ୍ର ବୋଷନାରାୟଣ ସାହୁ (୧୯୨୮ ଜନ୍ମ)ଶ୍ରୀ ଅରବିନ୍ଦସୀତା ବିବାହରୋମାନିଆନୀଳକଣ୍ଠ ଦାସଜଗନ୍ନାଥରାଜ୍ୟପଦ୍ମ ଫୁଲମହେନ୍ଦ୍ର ସିଂହ ଧୋନିଖାରବେଳଅଖିଳ ନାୟକପ୍ରତୀକ୍ଷାମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)ମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାମ ପଣ୍ଡାରବି ସିଂନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସତ୍ୟେନ୍ଦ୍ର ନାଥ ବୋଷଫତୁରାନନ୍ଦସାକ୍ଷୀଗୋପାଳ ମନ୍ଦିରଗୋପାଳ ଛୋଟରାୟକଟକ ଜିଲ୍ଲାଅପ୍ରେଲଗନ୍ଧମାର୍ଦନଗୋଟେ ଶୁଆ ଗୋଟେ ଶାରୀଅଖିଳ ମୋହନ ପଟ୍ଟନାୟକ୧୭ ଜୁଲାଇବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାନାଡ଼ାଓଡ଼ିଆ ଲିପିବୀଣାପାଣି ମହାନ୍ତିବଡ଼ ଓଡ଼ିଆ ମଠତିଗିରିଆ ଗଡ଼ଜାତ ରାଜ୍ୟବାଞ୍ଛାନିଧି ମହାନ୍ତିରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପୁନମ ମିଶ୍ରମଙ୍ଗଳା ମନ୍ଦିର୧୨ ଜୁନରାଜେନ୍ଦ୍ର କିଶୋର ପଣ୍ଡାସଦାଶିବ ତ୍ରିପାଠୀଫୁଲକାହ୍ନୁଚରଣ ମହାନ୍ତିପଞ୍ଚସଖାଭାରତର ଜାତୀୟ ପତାକାଭାରତୀୟ ଜନତା ପାର୍ଟିଗଙ୍ଗାଧର ମେହେରସଂଘମିତ୍ରା ମିଶ୍ରକାମାକ୍ଷା ପ୍ରସାଦ ସିଂହଦେଓ🡆 More