ବ୍ୟଞ୍ଜନ ବର୍ଣ୍ଣ

‘କ’ଠରୁ ‘ହ’ ପର୍ଯ୍ୟନ୍ତ ୩୩ଟି ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ୩୩ଟି ବ୍ୟଞ୍ଜନ ବର୍ଣ୍ଣ ୩ଭାଗରେ ବିଭକ୍ତ । ଯଥା: ୧.

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ
ଓଡ଼ିଆ ସଂଖ୍ୟା

ବ୍ୟଞ୍ଜନ ବର୍ଣ୍ଣ

ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ, ୨. ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଓ ୩. ଉଷ୍ଣବର୍ଣ୍ଣ |

ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ

ଏକସ୍ଥାନରୁ ଉଚ୍ଚାରିତ ହେଉଥିବା ପ୍ରଥମ ୨୫ଟି ବର୍ଗ୍ୟ ବା ସ୍ପର୍ଶ ବର୍ଣ୍ଣ । ଉଚ୍ଚାରଣ ଭେଦରେ ଏହା ପାଞ୍ଚଶ୍ରେଣୀରେ ବିଭକ୍ତ ଯଥା:

  • ‘କ’ ବର୍ଗ: କ, ଖ, ଗ, ଘ, ଙ
  • ‘ଚ’ ବର୍ଗ: , , , ଝ, ଞ
  • ‘ଟ’ ବର୍ଗ: ଟ, ଠ, ଡ, ଢ, ଣ
  • ‘ତ’ ବର୍ଗ: ତ, ଥ, ଦ, ଧ, ନ
  • ‘ପ’ ବର୍ଗ: ପ, ଫ, ବ, ଭ, ମ

ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ

  • ୪ଟି ଅବର୍ଗ୍ୟ ବା ଅନ୍ତଃସ୍ଥ ବର୍ଣ୍ଣ ଯଥା: ଯ, ର, ଳ, ୱ

ଉଷ୍ଣବର୍ଣ୍ଣ

  • ୪ଟି ଉଷ୍ଣବର୍ଣ୍ଣ ଯଥା: ଶ, ଷ, , ହ

ଅତିରିକ୍ତ

  • ୫ଟି ଅତିରିକ୍ତବର୍ଣ୍ଣ ଯଥା: ଡ଼, ଢ଼, ୟ, ଲ, କ୍ଷ

ଆଧାର

Tags:

ବ୍ୟଞ୍ଜନ ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ଆଧାରବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣ

🔥 Trending searches on Wiki ଓଡ଼ିଆ:

ଇରା ମହାନ୍ତିଭୀମାଶଙ୍କର ମନ୍ଦିରକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶ୍ରୀମନ୍ଦିର ବେଢ଼ା-ଦେବାଦେବୀବିଦ୍ୟୁତଅଶୋକ (ସମ୍ରାଟ)ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପ୍ରାଚୀ ନଦୀକବିସୂର୍ଯ୍ୟ ବଳଦେବ ରଥରାମ ନବମୀବି. ଆର. ଆମ୍ବେଦକରବାଳୁଙ୍ଗା ଟୋକାବିବାହସମ୍ବାଦ (ଖବରକାଗଜ)ରକ୍ତରୋହିଦାସ ସିଂ ନାଗପ୍ରସନ୍ନ ଦାସ (ବହୁବିକଳ୍ପ)ଅମୃତାୟନଯୁକ୍ତରାଷ୍ଟ୍ର ଆମେରିକାଜଳଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପଖାଳମାହିମ ଦୁର୍ଗ , ମୁମ୍ବାଇଗ୍ରୀକ ଭାଷାଜଳ ପ୍ରଦୂଷଣଜଗଦୀଶ ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟରାଜ ଯୋଗମେଷ (ରାଶି)କଟକହେମୋଫିଲିଆଘଟଗାଁମଧୁସୂଦନ ରାଓଟାଇଫଏଡଜଗନ୍ନାଥ ଦାସନାନଧର୍ମେନ୍ଦ୍ର ପ୍ରଧାନସର୍ବପଲ୍ଲୀ ରାଧାକୃଷ୍ଣନମୁଁ ରାଜା ତୁ ରାଣୀଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରବୀନ୍ଦ୍ର କୁମାର ପ୍ରହରାଜଲୋକ ସଭାଦାସକାଠିଆଓଡ଼ିଆ ଭାଷାଚୈତ୍ରନବଗୁଞ୍ଜରୟୁନେସ୍କୋ୧୬ ମଇଜୀବାଣୁ ଭାଜିନୋସିସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରେବା ରାୟକିଶୋରଚନ୍ଦ୍ରାନନ୍ଦ ଚମ୍ପୂସୌରୀନ୍ଦ୍ର ବାରିକରଘୁବଂଶଓଡ଼ିଶାକାଜାଖସ୍ତାନମାଣବସା ଗୁରୁବାରଆରିଷ୍ଟୋଟଲଗୋପାଳ ଚନ୍ଦ୍ର ପ୍ରହରାଜବ୍ୟଞ୍ଜନ ବର୍ଣ୍ଣପ୍ରସନ୍ନ କୁମାର ଦାଶଅଷ୍ଟ୍ରେଲିଆକେବେ ତମେ ନାହଁ କେବେ ମୁଁ ନାହିଁଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବମାୟାଧର ମାନସିଂହଅର୍ଜୁନ ଚରଣ ସେଠୀ🡆 More