ଶନିବାର

ଶନିବାର ହେଉଛି ସପ୍ତାହର ଶେଷ ତଥା ସପ୍ତମ ଦିନ । ଏହା ଶୁକ୍ରବାର ପରେ ଏବଂ ରବିବାର ପୂର୍ବରୁ ଆସିଥାଏ । ଏହି ନାମ ଶନିରୁ ଆସିଛି ଯାହା ଏକ ହିନ୍ଦୁ ଦେବତାଙ୍କ ନାମକୁ ସୂଚାଇଥାଏ । ସମାନ ନାମ ଥିବା ଏକ ଗ୍ରହ ମଧ୍ୟ ଅଛି । ଅନେକ କାର୍ଯ୍ୟାଳୟରେ, ଏହି ଦିନଟି ପୂର୍ଣ୍ଣ କିମ୍ବା ଅର୍ଦ୍ଧ ଛୁଟିଦିନ ।

ହିନ୍ଦୁ ଧର୍ମରେ ଶନି ବାର ଏକ ଅଶୁଭ ଦିନ ବା ସଙ୍କଟ ସମୟ ଭାବେ ଜଣାଶୁଣା । କୁହାଯାଏ ଶନିଦେବଙ୍କ କ୍ରୋଧ ଏହି ଦିନରେ ରହିଥାଏ ।

ଆନ୍ତର୍ଜାତୀୟ ମାନକ ISO 8601 ଶନିବାରକୁ ସପ୍ତାହର ଷଷ୍ଠ ଦିନ ଭାବରେ ମାନ୍ୟତା ଦିଏ । ତେବେ ତିନୋଟି ଅନ୍ୟ ଧର୍ମ (ଯିହୁଦା ଧର୍ମ, ଖ୍ରୀଷ୍ଟିଆନ ଏବଂ ଇସଲାମ) ଶନିବାରକୁ ସପ୍ତାହର ସପ୍ତମ ଦିନ ବୋଲି ମାନନ୍ତି ।

ଆଧାର

Tags:

ରବିବାରଶୁକ୍ରବାର

🔥 Trending searches on Wiki ଓଡ଼ିଆ:

୩ ଅଗଷ୍ଟଜ୍ଞାନକୋଷwiki.phtmlମନୋଜ ଦାସଙ୍କ କଥା ଓ କାହାଣୀସିଷ୍ଟର ଶ୍ରୀଦେବୀଗଣନ ସଂଖ୍ୟାମ୍ୟାଲେରିଆଏମ ଏସ ସ୍ୱାମୀନାଥନଗାୟତ୍ରୀ ସରାଫତାରିଣୀ ମନ୍ଦିରରାଶି ଓ ନକ୍ଷତ୍ରଢମଣା ସାପନନ୍ଦ କିଶୋର ବଳକଟକଶବ୍ଦ (ପଦ)ଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଆମ୍ବକ୍ୟୁ. ଆର. କୋଡ଼ବୀର ସୁରେନ୍ଦ୍ର ସାଏଆର୍ଯ୍ୟଭଟ୍ଟପକ୍ଷମନୋଜ ଦାସହଳଦୀ ବସ‍ନ୍ତଓଡ଼ିଆ ଲିପିସଫ୍ଟୱେରବୀଣାପାଣି ମହାନ୍ତିଚିଲିକା ହ୍ରଦକେଦାରନାଥ ମନ୍ଦିରବିଜ୍ଞାନଗୁଗଲବୌଦ୍ଧ ଧର୍ମ୨୦୦୧ପଖାଳ ଦିବସତ୍ରିଭୁଜଭୂମିକମ୍ପସୂର୍ଯ୍ୟପରାଗନଅଙ୍କ ଦୁର୍ଭିକ୍ଷପୁତଲିବାଈ ଗାନ୍ଧୀସୁନାମାୟାଧର ମାନସିଂହବୈଦେହୀଶ ବିଳାସରାମକୃଷ୍ଣ ମଠଅନ୍ତର୍ଜାତୀୟ ମାତୃଭାଷା ଦିବସଡେଙ୍ଗୁ ଜରବାଞ୍ଛାନିଧି ମହାନ୍ତିରେବତୀ (କ୍ଷୁଦ୍ରଗଳ୍ପ)ପଖାଳବରଫଚାନ୍ଦ୍ରମାସନମିତା ଅଗ୍ରୱାଲବ୍ରହ୍ମୋତ୍ରୀ ମହାନ୍ତିଆପଲ ଇନକର୍ପୋରେଟେଡଜାତୀୟ ସଙ୍ଗୀତରାଜନୀତି ବିଜ୍ଞାନସମୀର ରଞ୍ଜନ ଦାଶପ୍ରହ୍ଲାଦ ନାଟକମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାମନୋଜ କୁମାର ମିଶ୍ରପୁଷ୍ୟା (ନକ୍ଷତ୍ର)ପ୍ରଯୁକ୍ତି ବିଦ୍ୟାଧରିତ୍ରୀଧାତୁହରେକୃଷ୍ଣ ମହତାବଭିଏତନାମଉଚ୍ଛ୍ୱାସ (କବିତା ସଙ୍କଳନ)ଅମରପୋଇନଟବର ସାମନ୍ତରାୟଯଶୋବନ୍ତ ଦାସକଳିଙ୍ଗମୁଁତ୍ରିପୁରା ମିଶ୍ରଶତ୍ରୁଘ୍ନ ପାଣ୍ଡବପଞ୍ଚକନ୍ୟାନୃସିଂହ ଚରଣ ପଣ୍ଡା🡆 More