ନଟବର ସାମନ୍ତରାୟ: ଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ

ନଟବର ସାମନ୍ତରାୟ (୨୩ ଡିସେମ୍ବର ୧୯୧୮ - ୧୭ ଅଗଷ୍ଟ ୨୦୦୦) ଜଣେ ଓଡ଼ିଆ ଲେଖକ ଓ ସାହିତ୍ୟ ସମୀକ୍ଷକ ଥିଲେ । ତାଙ୍କର କେତେକ ଜଣାଶୁଣା ସାହିତ୍ୟ-ଐତିହାସିକ ରଚନାବଳୀଗୁଡ଼ିକ ମଧ୍ୟରୁ ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) , ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି, ଏବଂ ବ୍ୟାସକବି ଫକୀରମୋହନ ଆଦି ପ୍ରମୁଖ । ତାଙ୍କ ସମୀକ୍ଷା ଲିଖନସବୁ ଜଣାଶୁଣା ଓଡ଼ିଆ ଲେଖକ ଫକୀରମୋହନ ସେନାପତି ଓ ରାଧାନାଥ ରାୟ ଆଦିଙ୍କ ରଚନା ଉପରେ ପର୍ଯ୍ୟବସିତ । ତାଙ୍କ ଐତିହାସିକ ଗବେଷଣା ବ୍ରିଟିଶ ଶାସନ କାଳରେ ଉପକୂଳ ଓଡ଼ିଶା ଉପରେ ତାହାର ପ୍ରଭାବକୁ ନେଇ ୧୮୦୩ ମସିହାରୁ ୧୯୨୦ ମସିହା ଭିତରେ ପ୍ରକାଶିତ ପ୍ରମୁଖ ଓଡ଼ିଆ ରଚନାବଳୀ ଏବଂ ତାତ୍କାଳୀକ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ବ୍ରିଟିଶ ଶାସନର ପ୍ରଭାବର ଏକ ସବିଶେଷ ବିଶ୍ଳେଶଣ ।

ନଟବର ସାମନ୍ତରାୟ
ଜନ୍ମ ଓ ଜନ୍ମସ୍ଥାନ(1918-12-23)୨୩ ଡିସେମ୍ବର ୧୯୧୮
ମୃତ୍ୟୁ୧୭ ଅଗଷ୍ଟ ୨୦୦୦(2000-08-17) (ବୟସ ୮୧)
ବୃତ୍ତିଲେଖକ, ସମୀକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)

ରଚନାବଳୀ

  • ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) (୧୯୬୪)
  • ବ୍ୟାସକବି ଫକୀରମୋହନ (୧୯୬୭)
  • ଫକୀରମୋହନ ସାହିତ୍ୟ ସମୀକ୍ଷା (୧୯୮୪)
  • କାବ୍ୟସୃଷ୍ଟି ମାନସ (୧୯୯୯)
  • ରାଧାନାଥ ରଚନାବଳୀ ଓ ସେମାନଙ୍କ ପ୍ରକାଶ ସମୟ ନିର୍ଣ୍ଣୟ (ଡଗର, ୨୪, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୬୦-୬୧, ପୃ. ୫)
  • ରାଧାନାଥ ସାହିତ୍ୟ ସମୀକ୍ଷା ଏକ ଅଧ୍ୟୟନ (ଝଙ୍କାର, ୮, ୧୧ଶ ସଂଖ୍ୟା, ଫେବୃଆରୀ ୧୯୫୭, ପୃ. ୧୦୬୨)
  • ଯୁଗ ପ୍ରବର୍ତ୍ତକ ରାଧାନାଥ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଫକୀରମୋହନ ସେନାପତିରାଧାନାଥ ରାୟ

🔥 Trending searches on Wiki ଓଡ଼ିଆ:

ଚକ୍ରଧର ମହାପାତ୍ରଇଣ୍ଡିଆନ ପ୍ରିମିଅର ଲିଗଅପରେଟିଙ୍ଗ ସିଷ୍ଟମଭାରତୀୟ ମୁଦ୍ରାଖଣ୍ଡାୟତକୁକୁରପ୍ରତିଭା ରାୟସଜନାକଟକଅନୁଗୋଳ ଜିଲ୍ଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଗୋଦାବରୀଶ ମିଶ୍ରମିନତି ମିଶ୍ରବୃହସ୍ପତିଓଡ଼ିଆ କବି ମାନଙ୍କର ତାଲିକାଜଳଓଡ଼ିଶାର ମାପ ବ୍ୟବସ୍ଥାଇଲେକ୍ଟ୍ରୋନିକ କମର୍ସବାଘଭାରତର ପ୍ରଧାନମନ୍ତ୍ରୀସଞ୍ଜୁ ଆଉ ସଞ୍ଜନାଶ୍ରାଦ୍ଧ୬୩୩ବିଶ୍ୱଜିତ ଦାସଏକ୍ସକ୍ୟୁଜ ମିଓଡ଼ିଶା ବିଧାନ ସଭାମହିଳା ଯୌନାଙ୍ଗ ଛେଦନସୁରେନ୍ଦ୍ର ମହାନ୍ତିବେଣୁଧର ରାଉତପୃଥିବୀଏଚଆଇଭି/ଏଡସଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମହିମା ଧର୍ମଭକ୍ତ ଚରଣ ଦାସଆଜାଦ ହିନ୍ଦ୍ ଫୌଜମକର (ରାଶି)ଓଡ଼ିଶାର ଲୋକନୃତ୍ୟକଙ୍କାଳରାଜନୀତି ବିଜ୍ଞାନଭାରତୀୟ ଜନତା ପାର୍ଟିଶ୍ରୀ ଅରବିନ୍ଦଚନ୍ଦନ ଯାତ୍ରାଚେରୋ ଜାତିଜଗନ୍ନାଥ ଦାସକାଳୀଚରଣ ପଟ୍ଟନାୟକହନୁମାନରଥଯାତ୍ରାଲସ ଏଞ୍ଜଲେସ ଲେକର୍ସସଂଗୀତଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଚତୁର ବିନୋଦସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଶାଶ୍ୱମେଧ ଘାଟପଖାଳଶ୍ରୀକାନ୍ତ ସାହୁପଦ୍ମଚରଣ ପଟ୍ଟନାୟକଭାନୁଜୀ ରାଓଅଦାବୈଷ୍ଣବ ପାଣିଗୋଦାବରୀଶ ମହାପାତ୍ରଦୀନକୃଷ୍ଣ ଦାସବଙ୍ଗୋପସାଗରଭଦ୍ରକ ଜିଲ୍ଲାରାକ୍ଷୀ ପୂର୍ଣ୍ଣିମା୧୨ ଡିସେମ୍ବରବିଜୟ ମିଶ୍ରକୁନ୍ତଳା କୁମାରୀ ସାବତଧର୍ମେନ୍ଦ୍ର ପ୍ରଧାନୱାଟରଲୁ ଯୁଦ୍ଧ🡆 More