ନକ୍ଷତ୍ର ପୁଷ୍ୟା

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ଅଷ୍ଟମ ନକ୍ଷତ୍ର ହେଉଛି ପୁଷ୍ୟା । ରାଶିଚକ୍ର (ଅପମଣ୍ଡଳ)ରେ କର୍କଟ ରାଶିରେ ୦୩ ଡିଗ୍ରୀ ୨୦ ମିନିଟରୁ ୧୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।

ନକ୍ଷତ୍ର ପୁଷ୍ୟା
ରାଶି ଚକ୍ରରେ ପୁଷ୍ୟା ନକ୍ଷତ୍ରର ଅବସ୍ଥିତି

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି ।

ବିଶେଷତ୍ୱ

  • ହିନ୍ଦୁ ଜ୍ୟୋତିଷ ମତେ ପୁଷ୍ୟା ନକ୍ଷତ୍ର ତିନିଗୋଟି ତାରାର (en:Gamma Cancri), (en:Delta Cancri) & (en:Theta Cancri) ସମାହାର । ଏହି ତାରାପୁଞ୍ଜ ଏକ ଫୁଲ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ପୁଷ୍ୟା ।
  • ପୁଷ୍ୟା ରାଶିଚକ୍ରରେ କର୍କଟ (ରାଶି) ରାଶିରେ ୦୩ ଡିଗ୍ରୀ ୨୦ ମିନିଟରୁ ୧୬ ଡିଗ୍ରୀ ୪୦ ମିବିଟ ଯାଏଁ ବ୍ୟାପ୍ତ ।
  • ଶନି ଏହାର ଅଧିପତି ।
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ଦେବଗଣ ଓ ତାମସ ଗୁଣ ସହ ସମ୍ବନ୍ଧିତ ।
  • ବୈଦିକ ଜ୍ୟୋତିଷ ମତେ ପୁଷ୍ୟା ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତି ଭେଦରେ କ୍ଷତ୍ରୀୟ ।
  • ପୁଷ୍ୟା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ଦୁର୍ବଳମନା, ଏବଂ କୁଟିଳ ପ୍ରକୃତିର ହୋଇଥାଆନ୍ତି ।
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।
      ପ୍ରଥମ ପାଦ- Hu (हु )
      ଦ୍ୱିତୀୟ ପାଦ- He (हे)),
      ତୃତୀୟ ପାଦ- Ho (हो) ଏବଂ
      ଚତୁର୍ଥ ପାଦ- Da (ड)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର

Tags:

ନକ୍ଷତ୍ର ପୁଷ୍ୟା ଜ୍ୟୋତିଷୀୟ ପରିଚୟନକ୍ଷତ୍ର ପୁଷ୍ୟା ପୌରାଣିକ କିମ୍ବଦନ୍ତୀନକ୍ଷତ୍ର ପୁଷ୍ୟା ଅଧିକ ତଥ୍ୟନକ୍ଷତ୍ର ପୁଷ୍ୟା ଆଧାରନକ୍ଷତ୍ର ପୁଷ୍ୟାନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗAsthmaରମାକାନ୍ତ ରଥପ୍ୟାରିସଓମାନଗଣନ ସଂଖ୍ୟାରବର୍ଟ ମୂଗକଟକ ଜିଲ୍ଲାଇଲନ ମସ୍କରୋମନ ରେନ୍ସଯୁକ୍ତରାଷ୍ଟ୍ର ଆମେରିକାତମନ୍ନା ବ୍ୟାସକିଶୋରୀ ଚରଣ ଦାସମୋରୋକ୍କୋଗୁରୁ କେଳୁଚରଣ ମହାପାତ୍ର ସମ୍ମାନଇଂରାଜୀ ଭାଷାଗୋରଖନାଥଅର୍କ କେଶରୀ ଦେଓବର୍ଷାଶେଉଳଦେବୀପ୍ରସନ୍ନ ପଟ୍ଟନାୟକପାରମିତା ଶତପଥୀଇବୋଲା ଭୂତାଣୁ ରୋଗଜୟୀ ରାଜଗୁରୁଖାରବେଳକ୍ରିକେଟ୧୯୪୯୧୯୩୬ଦିନମେଲାଟୋନିନଶାଲିନୀ ଅରୋଡ଼ାଲୋକ ସଭାନଅଙ୍କ ଦୁର୍ଭିକ୍ଷମଙ୍ଗଳା ମନ୍ଦିରସଚ୍ଚିଦାନନ୍ଦ ରାଉତରାୟସତ୍ୟ ସାଇ ବାବାନରେନ୍ଦ୍ର ମୋଦୀଇଣ୍ଡିଆନ ପ୍ରିମିଅର ଲିଗପ୍ରଧାନ ପୃଷ୍ଠା୨୦୧୧ କ୍ରିକେଟ ବିଶ୍ୱ କପକ୍ୟୁ. ଆର. କୋଡ଼ଦୁର୍ଗା ପୂଜାଅହମଦାବାଦଓଡ଼ିଆ ଭାଗବତଓଡ଼ିଆ ବାହାଘରସଂଯୁକ୍ତା ରାଉତପ୍ରତିଭା ରାୟଅମ୍ଳାନ ଦାସବେଦସାମସଙ୍ଗଶଙ୍ଖଅବସରଆର୍ଯ୍ୟଭଟ୍ଟଚନ୍ଦନ ବୋଡ଼ାଭୀମ ପୃଷ୍ଟିଉଇକିକଥାସ୍ତନ କର୍କଟନିତାଇ ପାଲିତଚନ୍ଦନେଶ୍ଵର ମନ୍ଦିରଏକ୍ସକ୍ୟୁଜ ମିଲକ୍ଷ୍ମଣ ନାୟକଯବକ୍ଷାରଜାନଶାନ୍ତନୁ କୁମାର ଆଚାର୍ଯ୍ୟନନ୍ଦିନୀ ଶତପଥୀ🡆 More