ଗଣନ ସଂଖ୍ୟା

ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩, ........

ଇତ୍ୟାଦି । ୧ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ ଗଣନ ସଂଖ୍ୟା କୁହାଯାଏ । ଗଣନ ସଂଖ୍ୟା ସମୂହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୂହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ ପ୍ରାକୃତିକ ସଂଖ୍ୟା କୁହାଯାଏ ।

ଗାଣିତିକ ଧର୍ମ

ଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:

  • ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ ।
  • ସର୍ବନିମ୍ନ ଗଣନ ସଂଖ୍ୟା ହେଉଛି
  • ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପରବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପୂର୍ବବର୍ତ୍ତୀ ସଂଖ୍ୟାରେ ଏକ ଯୋଗ କଲେ ମିଳିଥାଏ ।
  • ସେହିପରି ( ) ବ୍ୟତୀତ ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପୂର୍ବବର୍ତ୍ତୀ ଗଣନ ସଂଖ୍ୟା ରହିଛି ଯାହାକି ପରବର୍ତ୍ତୀ ସଂଖ୍ୟାରୁ ଏକ ବିୟୋଗ କଲେ ମିଳିଥାଏ ।
  • ବୃହତ୍ତମ ଗଣନ ସଂଖ୍ୟା ନାହିଁ ।

ଆଧାର

ବାହାର ଲିଙ୍କ

Tags:

🔥 Trending searches on Wiki ଓଡ଼ିଆ:

ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜନ ଗଣ ମନକୋଷ୍ଠକାଠିନ୍ୟଉଇକିଅଭିଧାନନବକଳେବରପ୍ରତାପରୁଦ୍ର ଦେବଜଳରବର୍ଟ ହିଲ୍ଅଣ୍ଡାପଞ୍ଚସଖାକିଶୋରୀ ଚରଣ ଦାସIndiaଆଖିମଧୁସୂଦନ ଦାସରଥଧରିତ୍ରୀ (ଖବରକାଗଜ)ଶ୍ରୀମନୋଜ କୁମାର ମିଶ୍ରଧର୍ମେନ୍ଦ୍ର ପ୍ରଧାନଅସହଯୋଗ ଆନ୍ଦୋଳନସୁନାଭ୍ୟାକୁମ୍ କ୍ଲିନର୍ଗଡ଼ଜାତ କୃଷକଆନନ୍ଦ ଶଙ୍କର ଦାସ୧୦୫୪ପୂରଣବାଚକ ସଂଖ୍ୟାସୂର୍ଯ୍ୟବଂଶୀ ସୂରଜ୧ (ସଂଖ୍ୟା)ଗୋଦର ରୋଗଗଙ୍ଗାଧର ମେହେରପୁନମ ମିଶ୍ରଉଦ୍ଭିଦ ବିଜ୍ଞାନପୂର୍ଣ୍ଣଚ୍ଛେଦନଅଙ୍କ ଦୁର୍ଭିକ୍ଷତୃପ୍ତି ଦାସଲାଟିନ ଭାଷାମୁମ୍ବାଇଭକ୍ତ ଚରଣ ଦାସ (ରାଜନେତା)ପ୍ରଗତିବାଦୀତିଳ ଚତୁର୍ଥୀଜ୍ଞାନପୀଠ ପୁରସ୍କାରଖାଦ୍ୟଏ. ପି. ଜେ. ଅବଦୁଲ କଲାମଓଡ଼ିଆ ଉଇକିପିଡ଼ିଆ୦ (ସଂଖ୍ୟା)ଶବ୍ଦ (ପଦ)ବାମାଚରଣ ମିତ୍ରଫସ୍‌ଫରସଫରିନା ଆଜାଦଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦବିଜୁ ଜନତା ଦଳଗିରିଧର ଗମାଙ୍ଗବୀର ସୁରେନ୍ଦ୍ର ସାଏଦେବସ୍ନାନ ପୂର୍ଣ୍ଣିମାଚନ୍ଦ୍ରଶେଖର ନନ୍ଦକାଳିନ୍ଦୀ ଚରଣ ପାଣିଗ୍ରାହୀଯୁକ୍ତରାଷ୍ଟ୍ର ଆମେରିକାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାଜ ଯୋଗଗୋପାଳକୃଷ୍ଣ ପଟ୍ଟନାୟକଯକୃତvji40ରାମକୃଷ୍ଣ ପରମହଂସପିଙ୍କି ପ୍ରଧାନବାଘଓଡ଼ିଆ ଖବରକାଗଜ ତାଲିକାବନ୍ୟାକୁନ୍ତଳା କୁମାରୀ ସାବତଜିନା ସାମଲ🡆 More