ସଂଖ୍ୟା ୧୩: ସଂଖ୍ୟା

ତେର (୧୩) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ତ୍ରୟୋଦଶ ତଥା ୧୨ ଓ ୧୪ର ମଧ୍ୟବର୍ତ୍ତୀ ଏକ ପ୍ରାକୃତିକ ସଂଖ୍ୟା ।

ଗାଣିତିକ ଧର୍ମ

  • ୧୩ ହେଉଛି ଷଷ୍ଠ ମୌଳିକ ସଂଖ୍ୟା
  • ପିଥାଗୋରୀୟ ତ୍ରୟୀରେ ୫, ୧୨ ସହ ୧୩ ହେଉଛି ବୃହତ୍ତମ ସଂଖ୍ୟା ।(ଯେହେତୁ ୫+୧୨=୧୩)
  • ମାତ୍ର ୩ ଗୋଟି ୱିଲସନ-ମୌଳିକ ମଧ୍ୟରୁ ୧୩ ଅନ୍ୟତମ ।

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ

  • ଅଙ୍କ ଜ୍ୟୋତିଷ ଅନୁସାରେ ୧୩ର ଅଶୁଭତ୍ୱ ଏକ ଅନ୍ଧବିଶ୍ୱାସ । ୧୩(୧+୩=୪) ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ ୪ସଂଖ୍ୟାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏମାନେ ସାଧାରଣତଃ ବହୁଜନ-ବିଶ୍ୱାସ ମାର୍ଗରେ ନ ଯାଇ ପ୍ରତ୍ୟେକ ବିଷୟରେ ନିଜର ଭିନ୍ନ ମତ ଉପସ୍ଥାପନ କରିଥାନ୍ତି ଓ ଏଇଥିପାଇଁ ବେଳେ ବେଳେ ନିଜର ଅନେକ ଶତ୍ରୁ ସୃଷ୍ଟି କରିଥାନ୍ତି ।

ବିଭିନ୍ନ ସଂସ୍କୃତିରେ ୧୩ର ଅଶୁଭତ୍ୱ

ବିଭିନ୍ନ ଦେଶ ତଥା ବିଭିନ୍ନ ସଂସ୍କୃତିରେ ୧୩କୁ ଏକ ଅଶୁଭ ସଂଖ୍ୟା ଭାବେ ବିଶ୍ୱାସ (ଅନ୍ଧ ବିଶ୍ୱାସ) ରହିଛି । ତେଣୁ ଅନେକ ଲୋକ ୧୩ ସଂଖ୍ୟା ବିଶିଷ୍ଟ କୌଣସି ବସ୍ତୁ ତଥା ସମୟକୁ ଅଶୁଭ ମନେ କରିଥାନ୍ତି । ଏ ସଂପର୍କରେ ଅନେକ ଅନ୍ଧ ବିଶ୍ୱାସ ଏବେ ବି ପ୍ରଚଳିତ ଥିବା ଦେଖାଯାଏ । ୧୩ର ଅଶୁଭତ୍ୱକୁ ନେଇ ରହିଥିବା ଏହି ଭୟକୁ ଇଂରାଜୀରେ ତ୍ରୀଶକାଇଡେକାଇଫୋବିଆ(Triskaidekaphobia) କହନ୍ତି ।

  • ଅନେକ ବଡ଼ ବଡ଼ ହୋଟେଲରେ ୧୩ ସଂଖ୍ୟା ବିଶିଷ୍ଟ ତଳ/କୋଠରୀ ରଖାଯାଏ ନାହିଁ ।
  • ଯିଶୁଙ୍କ ଶେଷ ରାତ୍ରୀ-ଭୋଜନ ବେଳେ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିଥିଲେ । ଅତଏବ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିବା ଅଶୁଭ ବୋଲି ବିଶ୍ୱାସ ରହିଛି ।
  • ଓଡ଼ିଆ ମଳ ମାସ ହେଉଛି ବର୍ଷର ୧୩ତମ ମାସ , ତେଣୁ ହିନ୍ଦୁ ସଂସ୍କୃତିରେ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ।
  • ହିନ୍ଦୁ ସଂସ୍କୃତିରେ ୧୩ ଦିନରେ ଘରକୁ ଫେରିବା ଅଶୁଭ ମାନନ୍ତି ।
  • ଆପୋଲ-୧୩ ଅଭିଯାନ ବିଫଳ ହେବା ପଛରେ ଏହି ସଂଖ୍ୟା ଜଡ଼ିତ ବୋଲି ଅନେକେ ବିଶ୍ୱାସ କରନ୍ତି ।

ଆଧାର

Tags:

ସଂଖ୍ୟା ୧୩ ଗାଣିତିକ ଧର୍ମସଂଖ୍ୟା ୧୩ ଅଙ୍କ ଜ୍ୟୋତିଷରେ ମହତ୍ତ୍ୱସଂଖ୍ୟା ୧୩ ବିଭିନ୍ନ ସଂସ୍କୃତିରେ ୧୩ର ଅଶୁଭତ୍ୱସଂଖ୍ୟା ୧୩ ଆଧାରସଂଖ୍ୟା ୧୩

🔥 Trending searches on Wiki ଓଡ଼ିଆ:

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ୧୯୦୫ଚିକୁନ‌ଗୁନିଆବିରଳା ମନ୍ଦିର, ହାଇଦ୍ରାବାଦପିଙ୍କି ପ୍ରଧାନବିଜ୍ଞାନଉଦ୍ଭିଦଓଡ଼ିଆ ସାହିତ୍ୟଖାଦ୍ୟଆନ୍ତର୍ଜାତିକ ମହିଳା ଦିବସମହାବିଦ୍ୟାତପନ କୁମାର ପ୍ରଧାନଓଡ଼ିଆ ଭ୍ରମଣ ସାହିତ୍ୟଜାଭା (ପ୍ରୋଗ୍ରାମିଂ ଭାଷା)ବୁଧଆପେଣ୍ଡିସାଇଟିସମାଲକାନଗିରି ଜିଲ୍ଲାରାଶି ଓ ନକ୍ଷତ୍ର୧୮ ଅକ୍ଟୋବରଗିରିଧର ଗମାଙ୍ଗତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଅଲାରନାଥ ମନ୍ଦିରସୁନାଭୂଗୋଳଶ୍ରୀପୂରଣବାଚକ ସଂଖ୍ୟାସୋନାଲ ମାନସିଂହଜଗନ୍ନାଥଙ୍କ ବେଶଶୀତଳ ଷଷ୍ଠୀ ଯାତ୍ରାରାଜେନ୍ଦ୍ର କିଶୋର ପଣ୍ଡାଅଣ୍ଡାହୃତ୍‌ପିଣ୍ଡଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରାଧାନାଥ ରାୟକୁନ୍ତଳା କୁମାରୀ ସାବତପ୍ରାଣକୃଷ୍ଣ ପରିଜାଭାରତର ଜାତୀୟ ପତାକାଭଗବତୀ ଚରଣ ପାଣିଗ୍ରାହୀଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଚନ୍ଦନ ଯାତ୍ରାଇନ୍ଦିରା ଗାନ୍ଧୀପରିବେଶଶବ୍ଦ (ପଦ)ବିନ୍ଦୁସୂର୍ଯ୍ୟବଂଶୀ ସୂରଜଅଂଶୁପା ହ୍ରଦନାରାୟଣ ସାହୁଉଇକିପିଡ଼ିଆବେଣୁଧର ରାଉତକାଜାଖସ୍ତାନରାଜ ଯୋଗବୃହସ୍ପତିପ୍ରଗତିବାଦୀରାଣୀ ଲକ୍ଷ୍ମୀବାଈଟମ୍ ଖା କାଇଟୁକୁନି ସାହୁମୌଳିକ ସଂଖ୍ୟାଗୋଲୋକ ବିହାରୀ ଧଳସମୟ (କାଳ)ତପସ୍ୱିନୀଅଶ୍ରୁମୋଚନ ମହାନ୍ତିରଥଡାଲମାକୃଷ୍ଣସ୍ତୁତି ଚିନ୍ତାମଣିମାଲେସିଆଅଭିରାମ ପରମହଂସପ୍ଲୁଟୋଏ. ପି. ଜେ. ଅବଦୁଲ କଲାମବାରବାଟି ଦୁର୍ଗକବିସୂର୍ଯ୍ୟ ବଳଦେବ ରଥଜଗନ୍ନାଥ ପ୍ରସାଦ ଦାସ🡆 More