ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।

ପୁରସ୍କାରପ୍ରାପ୍ତ ସାହିତ୍ୟିକମାନଙ୍କର ତାଲିକା

ସାହିତ୍ୟିକଙ୍କ ନାମ ସମ୍ମାନ ବର୍ଷ ସୂଚନା
ରାଧାମୋହନ ଗଡ଼ନାୟକ ୧୯୯୩
କୃଷ୍ଣଚନ୍ଦ୍ର ତ୍ରିପାଠୀ ୧୯୯୪
ନଟବର ସାମନ୍ତରାୟ ୧୯୯୫
ରାଜକିଶୋର ପଟ୍ଟନାୟକ ୧୯୯୬
ଲକ୍ଷ୍ମୀଧର ନାୟକ ୧୯୯୭
ଗୌରୀ କୁମାର ବ୍ରହ୍ମା ୧୯୯୮
ନିତ୍ୟାନନ୍ଦ ମହାପାତ୍ର ୧୯୯୯
ବିନୋଦଚନ୍ଦ୍ର ନାୟକ ୨୦୦୦
ବସନ୍ତ କୁମାରୀ ପଟ୍ଟନାୟକ ୨୦୦୧
ଅଚ୍ୟୁତାନନ୍ଦ ପ‌ତି ୨୦୦୨
ଚିନ୍ତାମଣି ବେହେରା ୨୦୦୩
ମନୋରଞ୍ଜନ ଦାସ ୨୦୦୪
ଉମାଶଙ୍କର ପଣ୍ଡା ୨୦୦୫
ସୁଦର୍ଶନ ଆଚାର୍ଯ୍ୟ ୨୦୦୬
ମନୋଜ ଦାସ ୨୦୦୭
ମହାପାତ୍ର ନୀଳମଣି ସାହୁ ୨୦୦୮
ଦାଶରଥି ଦାସ ୨୦୦୯
ଚନ୍ଦ୍ରଶେଖର ରଥ ୨୦୧୦
ଗଗନେନ୍ଦ୍ର ନାଥ ଦାଶ ୨୦୧୧
ବ୍ରଜନାଥ ରଥ ୨୦୧୨
ଧନେଶ୍ୱର ମହାପାତ୍ର ୨୦୧୩
ଶାନ୍ତନୁ କୁମାର ଆଚାର୍ଯ୍ୟ ୨୦୧୪
ମଧୁସୂଦନ ପତି ୨୦୧୫
ବିଭୂତି ପଟ୍ଟନାୟକ ୨୦୧୬
ରବି ସିଂ ୨୦୧୭
ରମାକାନ୍ତ ରଥ ୨୦୧୮
ବୀଣାପାଣି ମହାନ୍ତି ୨୦୧୯
ରାମଚନ୍ଦ୍ର ବେହେରା ୨୦୨୦
ପ୍ରତିଭା ରାୟ ୨୦୨୧
ସୀତାକାନ୍ତ ମହାପାତ୍ର ୨୦୨୨
ଶ୍ରୀନିବାସ ଉଦ୍ଗାତା ୨୦୨୩

ଆଧାର

Tags:

ଓଡ଼ିଆ ଭାଗବତଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀଜଗନ୍ନାଥ ଦାସ

🔥 Trending searches on Wiki ଓଡ଼ିଆ:

ଭଗବତ ଗୀତା୧୪ ସେପ୍ଟେମ୍ବରମଧୁସୂଦନ ଦାସବିର୍ସା ମୁଣ୍ଡାଲକ୍ଷ୍ମଣ ନାୟକ୧୫୩୩ପାଳୁଅ ଲଡୁଅହମଦାବାଦରଥଯାତ୍ରାସଂସଦୀୟ ଗଣତନ୍ତ୍ରପଞ୍ଚକନ୍ୟାପ୍ଲେଗଲୋକ ସଭାତ୍ରିଲୋଚନେଶ୍ଵର ମନ୍ଦିରଓଡ଼ିଆ ଭ୍ରମଣ ସାହିତ୍ୟପଞ୍ଚୁ ଫୁଟଣରାମଶଙ୍କର ରାୟ୧୩ ମାର୍ଚ୍ଚ୨୦୦୫ଦକ୍ଷିଣାୟନ ଯାତ୍ରାମିଳିତ ଜାତିସଂଘଖାରବେଳ ସ୍ୱାଇଁଆଲର୍ଜିଦ୍ରୌପଦୀ ମୁର୍ମୁବଣ୍ଡା ଜନଜାତିହସ୍ତମୈଥୁନବିରିଗୌତମ ବୁଦ୍ଧବି. ଆର. ଆମ୍ବେଦକରଫକୀରପୁରଉଇକିପିଡ଼ିଆ ସମୂହର ତାଲିକାୱିଲିଅମ ସେକ୍ସପିଅରରାମମାଟିର ମଣିଷ (ଉପନ୍ୟାସ)ଅଟଳ ବିହାରୀ ବାଜପେୟୀଭୀମ ପୃଷ୍ଟିରଘୁନାଥ ମୁର୍ମୁତାରାତାରିଣୀ ମନ୍ଦିରଆଟୋପିକ ଡର୍ମାଟାଇଟିସମଙ୍ଗଳା ମନ୍ଦିରଚୈତ୍ରଢେଙ୍କାନାଳ ଜିଲ୍ଲାଲକ୍ଷ୍ମୀକାନ୍ତ ମହାପାତ୍ର୧୮୩୩ଓଡ଼ିଆ କବି ମାନଙ୍କର ତାଲିକାଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁମାର ପୂର୍ଣ୍ଣିମାଆନ୍ଥୋଡନ୍‌ (ସରୀସୃପ)୧ ଜୁଲାଇଗୋପାଳ ଛୋଟରାୟପଞ୍ଚଲିଙ୍ଗେଶ୍ୱରଓଡ଼ିଶାର ଭୂଗୋଳଆଡ଼ୋବିନବୀନ ପଟ୍ଟନାୟକଚୀନଅପରେଟିଙ୍ଗ ସିଷ୍ଟମଜାପାନଅରବିନ୍ଦ କେଜରିୱାଲଦେବୀପ୍ରସନ୍ନ ପଟ୍ଟନାୟକଗ୍ରହ୧୮ ମାର୍ଚ୍ଚଇଣ୍ଡିଆନ ପ୍ରିମିଅର ଲିଗଦିସପୁରବିଟକଏନଋଷିଆ🡆 More