ପ୍ଲୁଟୋ

ପ୍ଲୁଟୋ (ପ୍ରତୀକ: ଏବଂ ) ସୌରଜଗତର ଏକ ଅଂଶବିଶେଷ । 'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ ।

ପ୍ଲୁଟୋ
ପ୍ଲୁଟୋ

୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ. ୟୁ)ର ପ୍ରେଗଠାରେ ଅନୁଷ୍ଠିତ ସାଧାରଣ ବୈଠକରେ ସଦସ୍ୟମାନଙ୍କ ମତଦାନ ଆଧାରରେ ପ୍ଳୁଟୋକୁ ଗ୍ରହ ବଦଳରେ 'ବାମନ ଗ୍ରହ' ଭାବେ ନାମିତ କରାଗଲା ।

ଆଧାର

Tags:

ସୂର୍ଯ୍ୟସୌରଜଗତ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାପୂରଣବାଚକ ସଂଖ୍ୟାଫାଇଲେରିଆନୋବେଲ ପୁରସ୍କାରହୃତ୍‌ପିଣ୍ଡଓଡ଼ିଶା ସରକାରଛବିଳ ମଧୁ ବର୍ଣ୍ଣବୋଧପରୀକ୍ଷାସରଳା ଦେବୀବି. ଆର. ଆମ୍ବେଦକରଚିଲିକା (କବିତା)ବ୍ରୁସେଲୋସିସପାକ୍ରିଟିନିବବର୍ଷା ପ୍ରିୟଦର୍ଶିନୀ୭ (ସଂଖ୍ୟା)ଧର୍ମନାରୀବାଦଓଡ଼ିଆ ଭାଷାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ମାପ ବ୍ୟବସ୍ଥାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିମାର୍ଚ୍ଚ ୨୧ରାଧାମୋହନ ଗଡ଼ନାୟକରମାକାନ୍ତ ରଥଚାରି ଧାମଛତୁ ତରକାରୀରତ୍ନାକର ଚଇନି୨୧ଟମ୍ ଖା କାଇପଣା ସଂକ୍ରାନ୍ତିଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ନେତୃତ୍ୱଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବସନ୍ତ କୁମାର ଶତପଥୀଗୋଦାବରୀଶ ମିଶ୍ରଏଣ୍ଡୋମେଟ୍ରିଓସିସସରସ୍ୱତୀ ସମ୍ମାନଗର୍ଭାଶୟ ଅନ୍ତଃସ୍ତର କର୍କଟଧରିତ୍ରୀ (ଖବରକାଗଜ)ରୋହିତ ଶର୍ମାହମିଦା ବାନୁ ବେଗମସମର ସଲିମ ସାଇମନପ୍ରାଣକୃଷ୍ଣ ପରିଜାକାଶୀ ବିଶ୍ୱନାଥ ମନ୍ଦିରକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଖବରକାଗଜ ତାଲିକାଜ୍ଞାନପୀଠ ପୁରସ୍କାରଉତ୍କଳ ଦୀପିକାଜୟ ଜଗନ୍ନାଥପକୋଡ଼ାଗ୍ରହବାମାଚରଣ ମିତ୍ରନାରାୟଣ ସାହୁଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଆମ୍ବମନମୋହନ ସାମଲଇରା ମହାନ୍ତିଜଗନ୍ନାଥ ମନ୍ଦିରରାୟଗଡ଼ା ଜିଲ୍ଲାମହିଳା ଯୌନାଙ୍ଗ ଛେଦନପ୍ରଣବ ପ୍ରକାଶ ଦାସପୂର୍ଣ୍ଣଚ୍ଛେଦପ୍ରଥମ ଭାସ୍କରଡାଲମାସମ୍ବଲପୁରପ୍ରଗତିବାଦୀଭାରତର ନଦୀ ସମୂହର ତାଲିକାବୈଜୟନ୍ତ ପଣ୍ଡାକବିସୂର୍ଯ୍ୟ ବଳଦେବ ରଥଭାଷାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଫେବୃଆରୀଖଞ୍ଜଣି🡆 More