ସମ୍ବଲପୁର: ଓଡ଼ିଶାର ଏକ ସହର, ଭାରତ

]

ସମ୍ବଲପୁର
ଜିଲ୍ଲା
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , ହୀରାକୁଦ ବନ୍ଧ, ଗାନ୍ଧୀ ମନ୍ଦିର, ଶୀତଳ ଷଷ୍ଠି ଯାତ୍ରା, ସମଲେଶ୍ୱରୀ ମନ୍ଦିର.
Nickname: 
ହସ୍ତତନ୍ତର ସହର
ସମ୍ବଲପୁର is located in Odisha
ସମ୍ବଲପୁର
ସମ୍ବଲପୁର
Coordinates: 21°28′18″N 83°59′10″E / 21.471562°N 83.986220°E / 21.471562; 83.986220
ଦେଶସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Area
 • ସମୁଦାୟ89 km2 (34 sq mi)
Population
 (2011)
 • Total୨,୬୯,୫୭୫
 • Rank୧୩୩(ଭାରତ) ୪(ଓଡ଼ିଶା)
 • Density3,000/km2 (7,800/sq mi)
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ, ହିନ୍ଦୀ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୮ ୦୦୧
ଦୁରଭାଷ କୋଡ୦୬୬୩
ଯାନବାହାନ ପଞ୍ଚୀକରଣOD 15
ସାକ୍ଷରତା୮୫.୬୯%
Websitewww.sambalpur.nic.in

ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

ଭୂଗୋଳ

ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ |

ଇତିହାସ

ପର୍ଯ୍ୟଟନ ଓ କଳା

ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |

ଆଧାର

ବାହାର ତଥ୍ୟ

ସମ୍ବଲପୁର: ଭୂଗୋଳ, ଇତିହାସ, ପର୍ଯ୍ୟଟନ ଓ କଳା  Sambalpur travel guide from Wikivoyage

Tags:

ସମ୍ବଲପୁର ଭୂଗୋଳସମ୍ବଲପୁର ଇତିହାସସମ୍ବଲପୁର ପର୍ଯ୍ୟଟନ ଓ କଳାସମ୍ବଲପୁର ଆଧାରସମ୍ବଲପୁର ବାହାର ତଥ୍ୟସମ୍ବଲପୁର

🔥 Trending searches on Wiki ଓଡ଼ିଆ:

ଦାସିଆ ବାଉରୀ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନମନୋଜ କୁମାର ମିଶ୍ରନବକଳେବରକୁଞ୍ଜବିହାରୀ ଦାଶଜାହାଙ୍ଗୀରଓଡ଼ିଶୀ ସଙ୍ଗୀତଭଦଭଦଳିଆଶାରଳା ପୁରସ୍କାରସାରଥୀ ବାବାଯଶୋବନ୍ତ ଦାସଓପନ-ସୋର୍ସ ସଫ୍ଟୱେରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପାପୁଆ ନିଉ ଗିନିଆଜାଦ ହିନ୍ଦ୍ ଫୌଜଲଘିଷ୍ଠ ସାଧାରଣ ଗୁଣିତକବଳରାମ ଦାସଉତ୍ତମ ମହାନ୍ତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଜିମି ୱେଲ୍ସଏଞ୍ଜେଲା ମେର୍କେଲ୍ଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲାଟିନ ଭାଷାନେମାଳଚାରି ଧାମରାଧାମୋହନ ଗଡ଼ନାୟକକଳାହାଣ୍ଡି ଜିଲ୍ଲାବିରିୟାନୀଜ୍ଞାନକୋଷନବୀନ ପଟ୍ଟନାୟକରାଜକିଶୋର ରାୟସୋନାଲ ମାନସିଂହଶ୍ରୀଲଙ୍କାର ଭୂଗୋଳପ୍ରଗତିବାଦୀଖାଦ୍ୟଆନ୍ତର୍ଜାତିକ ମହିଳା ଦିବସବୈଶାଖଟୋକିଓମହାରାଷ୍ଟ୍ରଭାରତୀୟ ସଂଖ୍ୟା ପ୍ରଣାଳିମଟର ସାଇକେଲଦାଶରଥି ଦାସବିରଳା ମନ୍ଦିର, କୋଲକାତାପଠାଣି ସାମନ୍ତଏଣ୍ଡୋମେଟ୍ରିଓସିସସମୟ (କାଳ)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୦ (ସଂଖ୍ୟା)ମହେନ୍ଦ୍ର ସିଂହ ଧୋନିଛବିଳ ମଧୁ ବର୍ଣ୍ଣବୋଧପଙ୍କଜ ଉଧାସତପସ୍ୱିନୀଛତୁ ତରକାରୀବନ୍ୟାବିସ୍ଥାପିତ କାନ୍ଧ ଗଣ୍ଠିଓଡ଼ିଶାର ସଂସ୍କୃତିବ୍ରୁସେଲୋସିସରାଣୀ ଲକ୍ଷ୍ମୀବାଈଜୟଦେବଧର୍ମହୀରାକୁଦ ବନ୍ଧଜୟ ଜଗନ୍ନାଥଓ ଅନ୍ଧଗଳିଦୁର୍ଗା ପୂଜାଶ୍ରବଣ ( ରାମାୟଣ ର ଚରିତ୍ର )ସମ୍ବଲପୁରପାରମିତା ଶତପଥୀତାଳଧ୍ୱଜନୋବେଲ ପୁରସ୍କାରଓଡ଼ିଆ ଲିପିପକୋଡ଼ା🡆 More