ଶାରଳା ପୁରସ୍କାର: ଓଡ଼ିଆ ସାହିତ୍ୟ ପୁରସ୍କାର

ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।

ଶାରଳା ପୁରସ୍କାର ବିଜେତା
ବର୍ଷ ବିଜେତା ବହି ଟିକା
୨୦୨୨ ଗୌରହରି ଦାସ ବାଘ ଓ ଅନ୍ୟାନ୍ୟ ଗଳ୍ପ
୨୦୨୧ ପାରମିତା ଶତପଥୀ ଅଭିପ୍ରେତ କାଳ
୨୦୨୦ ନିତ୍ୟାନନ୍ଦ ନାୟକ ସେତେବେଳକୁ ନଥିବି
୨୦୧୯ ପ୍ରଦୀପ ଦାଶ ଚରୁ ଚିବର ଓ ଚର୍ଯ୍ୟା
୨୦୧୮ ଶତ୍ରୁଘ୍ନ ପାଣ୍ଡବ ମିଶ୍ର ଧ୍ରୁପଦ
୨୦୧୭ ବନଜ ଦେବୀ କାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ
୨୦୧୬ ହୃଷୀକେଶ ମଲ୍ଲିକ ଜେଜେ ଦେଖି ନଥିବା ଭାରତ
୨୦୧୫ ମନୋଜ କୁମାର ପଣ୍ଡା ମାୟା ବଗିଚା
୨୦୧୪ ପ୍ରଫୁଲ୍ଲ ଦାସ ବହ୍ନିମାନ
୨୦୧୩ ଅଚ୍ୟୁତାନନ୍ଦ ପତି ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
୨୦୧୨ ହୃଷୀକେଶ ପଣ୍ଡା ଗର୍ବ କରିବାର କଥା
୨୦୧୧ ହରିହର ମିଶ୍ର ଦିବ୍ୟ ଅସନ୍ତୋଷ
୨୦୧୦ ବୀଣାପାଣି ମହାନ୍ତି ଅପହଞ୍ଚ ଆକାଶ
୨୦୦୯ ପ୍ରସନ୍ନ କୁମାର ମିଶ୍ର ଖରାରେ ବାଙ୍ଗରା ଲୋକ
୨୦୦୮ ହରପ୍ରସାଦ ଦାସ ହାରମୋନିଅମରେ ତୋଡ଼ି
୨୦୦୭ ଦାଶରଥି ଦାସ ବିଦଗ୍ଧ ମାନସ
୨୦୦୬ ଅନ୍ନପୂର୍ଣ୍ଣା ମହାରଣା ଅମୃତ ଅନୁଭବ
୨୦୦୫ ହୃଦାନନ୍ଦ ରାୟ ଜଣେ ଅନୁଭବୀ ଅନୁଭବର
୨୦୦୪ ସାତକଡ଼ି ହୋତା ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ
୨୦୦୩ ଜଗଦୀଶ ମହାନ୍ତି ସୁନା ଇଲିସି
୨୦୦୩ ଦୀପକ ମିଶ୍ର ନିଦାଘ ଯାତ୍ରା
୨୦୦୧ ତରୁଣ କାନ୍ତି ମିଶ୍ର ଆକାଶ ସେତୁ
୨୦୦୨ ଉତ୍ତମ କୁମାର ପ୍ରଧାନ କଳାହାଣ୍ଡିର କଥାକାର
ଶ୍ରୀନିବାସ ଉଦ୍‌ଗାତା ଋତମ୍ ,
୨୦୦୦ ଗୋପାଳ ଛୋଟରାୟ ନାଟ୍ୟ ସାହିତ୍ୟର ସାମଗ୍ରିକ କୃତି
୧୯୯୯ ବିଭୂତି ପଟ୍ଟନାୟକ କଥା ସାହିତ୍ୟର ସାମଗ୍ରିକ କୃତି
୧୯୯୮ ଜଗନ୍ନାଥ ପ୍ରସାଦ ଦାସ ପ୍ରିୟ ବିଦୁଷକ
୧୯୯୭ ମନମୋହନ ଚୌଧୁରୀ କସ୍ତୁରୀ ମୃଗସମ
୧୯୯୬ ସତ୍ୟନାରାୟଣ ରାଜଗୁରୁ ମାେ ଜୀବନ ସଂଗ୍ରାମ
୧୯୯୫ ରାଜେନ୍ଦ୍ର କିଶୋର ପଣ୍ଡା ଅନ୍ୟା ଓ ଶୈଳକଳ୍ପ
୧୯୯୪ ଭୁବନେଶ୍ୱର ବେହେରା ଗାଁର ଡାକ
୧୯୯୩ ନୃସିଂହ ଚରଣ ପଣ୍ଡା ଖାରବେଳ
୧୯୯୨ ପ୍ରତିଭା ଶତପଥୀ ଶବରୀ
୧୯୯୧ ରବି ପଟ୍ଟନାୟକ ବନ୍ଧ୍ୟା ଗାନ୍ଧାରୀ
ରାମଚନ୍ଦ୍ର ବେହେରା ଓଁ କାର ଧ୍ୱନି
୧୯୯୦ ପ୍ରତିଭା ରାୟ ଯାଜ୍ଞସେନୀ
ମନୋରଞ୍ଜନ ଦାସ ନନ୍ଦିକା କେଶରୀ
୧୯୮୯ ଚିତ୍ତରଞ୍ଜନ ଦାସ ଓଡ଼ିଶା ଓ ଓଡ଼ିଆ
୧୯୮୮ ଶରତ କୁମାର ମହାନ୍ତି ସଂସ୍କୃତି ଅପସଂସ୍କୃତି
୧୯୮୭ ଶାନ୍ତନୁ କୁମାର ଆଚାର୍ଯ୍ୟ ଶକୁନ୍ତଳା
୧୯୮୬ କିଶୋରୀ ଚରଣ ଦାସ ଭିନ୍ନ ପାଉଁଶ
୧୯୮୫ ସୀତାକାନ୍ତ ମହାପାତ୍ର ଆରଦୃଶ୍ୟ
୧୯୮୪ ରମାକାନ୍ତ ରଥ ସଚିତ୍ର ଅନ୍ଧାର
୧୯୮୩ ମହାପାତ୍ର ନୀଳମଣି ସାହୁ ଅଭିଶପ୍ତ ଗନ୍ଧର୍ବ
୧୯୮୨ ଚନ୍ଦ୍ରଶେଖର ରଥ ସମ୍ରାଟ ଓ ଅନ୍ୟମାନେ
୧୯୮୧ ମନୋଜ ଦାସ ଧୁମାଭ୍ର ଦିଗନ୍ତ
୧୯୮୦ ସୁରେନ୍ଦ୍ର ମହାନ୍ତି କୁଳବୃଦ୍ଧ ଚରିତ ଉପନ୍ୟାସ

ଆହୁରି ଦେଖନ୍ତୁ

ଆଧାର

Tags:

ଇଲା ପଣ୍ଡାଓଡ଼ିଆ ଭାଷାଓଡ଼ିଆ ଲୋକଓଡ଼ିଆ ସାହିତ୍ୟବଂଶୀଧର ପଣ୍ଡାସାରଳା ଦାସ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରଖଜ୍ଜିଆରଗୋପବନ୍ଧୁ ଦାସଜୟ ଜଗନ୍ନାଥକିଶୋର ପାଣିଗ୍ରାହୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରହନୁମାନ ଚାଳିଶାଯାଜପୁରସୌର ଜଗତମହାନଦୀସରଳା ଦେବୀସାହି ଯାତପଣାବିଶ୍ୱ ଘରଚଟିଆ ଦିବସଉତ୍କଳ ବ୍ରାହ୍ମଣପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର୧୧ଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶାର ସଂସ୍କୃତିମୂରଲୀଧର କୁଅଁରଓଡ଼ିଆ ଖାଦ୍ୟବୀର ସୁରେନ୍ଦ୍ର ସାଏବାୟୋନ୍ ମନ୍ଦିରଉତ୍କଳ ସମ୍ମିଳନୀଛବିଳ ମଧୁ ବର୍ଣ୍ଣବୋଧସିଂହ୨୫ ନଭେମ୍ବରବୌଦ୍ଧ ଜିଲ୍ଲାନାରୀବାଦଓଟାୱାଜାନକୀ ବଲ୍ଲଭ ପଟ୍ଟନାୟକଜୀବସାରଇଣ୍ଟରନେଟପଦାର୍ଥ ବିଜ୍ଞାନରେଭେନ୍‌ସା କଲିଜିଏଟ ସ୍କୁଲଗୋପାଳ ଚନ୍ଦ୍ର ପ୍ରହରାଜଅଖିଳ ମୋହନ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀରାଜା ରାମମୋହନ ରାୟପାରୁଲ ଯାଦବଶାନ୍ତନୁ କୁମାର ଆଚାର୍ଯ୍ୟଯୁକ୍ତରାଷ୍ଟ୍ର ଆମେରିକାଅଶୋକ ସମ୍ରାଟଅରବିନ୍ଦ କେଜରିୱାଲଭଦଭଦଳିଆଲଣ୍ଡନ୧୯୯୦ଔଷଧୀୟ ଗଛଲତାମାନଙ୍କର ତାଲିକାଭାସ୍କୋ ଡା ଗାମାବାଞ୍ଛାନିଧି ମହାନ୍ତି୨୧ପଖାଳ ଦିବସଶକ୍ତି ପୀଠଯକୃତଅନନ୍ତ ପଟ୍ଟନାୟକ୬ ଜୁଲାଇୟୁରୋପସାମାଜିକ ବିଜ୍ଞାନଇଟାମାଟି ଗ୍ରାମଭୃସଙ୍ଗ ଗଛବୃହସ୍ପତିକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶନିରାଉରକେଲାଗୋପାଳ ଛୋଟରାୟରମାକାନ୍ତ ରଥ୭ ଅପ୍ରେଲପଦ୍ମ ଲୋଚନ ପଣ୍ଡାଅଶୋକ (ସମ୍ରାଟ)🡆 More