ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ

ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା । ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।

ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ
ଧର୍ମ: ମାନବ ର ପ୍ରତିଦ୍ୱନ୍ଦୀ
ବାରଟି ବିଶ୍ୱ ଧାର୍ମିକ ଅଭିଯାନର ପ୍ରତୀକ, ଅକ୍ଷର କ୍ରମରେ
ଖ୍ରୀଷ୍ଟ ଧର୍ମ, ବାହାଇ ବିଶ୍ୱାସ
ବୌଦ୍ଧ ଧର୍ମ, ତାଓବାଦ, ହିନ୍ଦୁ ଧର୍ମ, ଇସ୍ଲାମ
ଶିଣ୍ଟୋବାଦ, ଜୈନ ଧର୍ମ, ଇହୁଦୀ ଧର୍ମ, ପାଗାନବାଦ
ଚୀନୀ ଲୋକ ପରମ୍ପରା, ଶିଖ ଧର୍ମ

ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ । ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପଦେଶ, (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମକ୍ରିୟା, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ ପରାଭୌତିକ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।

ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି । ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।

ଆଧାର

ବାହାର ତଥ୍ୟ


Tags:

🔥 Trending searches on Wiki ଓଡ଼ିଆ:

ଦରବାର (କବିତା)ନମିତା ଅଗ୍ରୱାଲସୀତା ବିବାହଦ୍ୱିତୀୟ ବିଶ୍ୱଯୁଦ୍ଧବାଘ୨୮ ଅପ୍ରେଲ୧୮ ଅପ୍ରେଲଓଡ଼ିଶୀଭାରତ ଛାଡ଼ ଆନ୍ଦୋଳନବବୃବାହନ (ମହାଭାରତ)ଜଗନ୍ନାଥ ପ୍ରସାଦ ଦାସଭାରତୀୟ ଦଣ୍ଡ ସଂହିତା, ୧୮୬୦ପାରାଦୀପ ବନ୍ଦରକବିସୂର୍ଯ୍ୟ ବଳଦେବ ରଥଶାମ୍ବ (କୃଷ୍ଣଙ୍କ ପୁତ୍ର)ରଙ୍ଗବତୀଭାନୁଜୀ ରାଓରାଜେନ୍ଦ୍ର କିଶୋର ପଣ୍ଡାଚାନ୍ଦବାଲିକରଞ୍ଜସୀତାକାନ୍ତ ମହାପାତ୍ରକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଶ୍ୱନାଥ ଦାସଭାତଭାରତ ସରକାରଦଳିତତୁମ ପରି ଛୋଟ ପିଲାଟିଏଧାତୁଯାଜପୁରବ୍ରାହ୍ମଣପର୍ଯ୍ୟାୟ ସାରଣୀମହାତ୍ମା ଗାନ୍ଧୀତ୍ରିଭୁଜବିଭୁଦତ୍ତ ମିଶ୍ରଓଡ଼ିଆ ରାନ୍ଧଣାକାଞ୍ଚନ ଅବସ୍ତିଚୌଧୁରୀ ବିକାଶ ଦାସପ୍ରାଣକୃଷ୍ଣ ପରିଜାଶ୍ରୀନିବାସ ରାମାନୁଜନଓଡ଼ିଆ କାବ୍ୟ କବିତାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମାୟାଧର ମାନସିଂହଜଗନ୍ନାଥଧୃତରାଷ୍ଟ୍ର (ମହାଭାରତ)ଉତ୍କଳ ବ୍ରାହ୍ମଣଅକ୍ଷୟ ତୃତୀୟାଶେର ଶାହ ସୁରୀବୈଷ୍ଣବ ପାଣିରାଧାଇସଲାମ ଧର୍ମଭାରତର ରାଷ୍ଟ୍ରପତିସୂର୍ଯ୍ୟୋଦୟଚନ୍ଦନଲାଗି ବେଶବୈଷ୍ଣବ ଚରଣ ପଟ୍ଟନାୟକମୁମ୍ବାଇପୃଥିବୀଗଜେନ୍ଦ୍ର ପ୍ରସାଦ ସାହୁକାଞ୍ଚନ ଅୱସ୍ତିବଣିଜନ ବୀମସରଜମହାବୀର ଜୈନବିଦ୍ୟାଳୟମନୋରଞ୍ଜନ ଦାସଭାରତର ସଂସ୍କୃତି🡆 More