ବିଦ୍ୟାଳୟ

ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ଶିକ୍ଷକଙ୍କଠାରୁ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ ।

ବିଦ୍ୟାଳୟ
ଓଡ଼ିଶାର କଟକ ଜିଲ୍ଲାରେ ଥିବା ଏକ ବିଦ୍ୟାଳୟ

ଇତିହାସ

ଭାରତରେ ପ୍ରଥମେ ଗୁରୁକୂଳକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । ପୂର୍ବକାଳରେ ଓଡ଼ିଶାରେ ଚାଟଶାଳୀକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । କାଳକ୍ରମେ ଏହି ପ୍ରଥା ବଢ଼ି ଏବେକାର ଆଧୁନିକ ବିଦ୍ୟାଳୟ ପ୍ରଥାର ପ୍ରଚାଳନ ଆରମ୍ଭ ହେଲା । ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯିଏକି ଶିକ୍ଷାଦାନ କରିଥାନ୍ତି ଏହାଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉମାନେ ଅନ୍ୟ କାମ କରିଥାନ୍ତି ।

ଶିକ୍ଷା

ଶିକ୍ଷା ହେଉଛି ବିଦ୍ୟାଳୟର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆଯାଇଥାଏ ।

ଓଡ଼ିଶାରେ ବିଦ୍ୟାଳୟ ବ୍ୟବସ୍ଥା

ଓଡ଼ିଶାରେ ସାଧାରଣତଃ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।

ଆଧାର

ବାହାର ତଥ୍ୟ

Tags:

ବିଦ୍ୟାଳୟ ଇତିହାସବିଦ୍ୟାଳୟ ଶିକ୍ଷାବିଦ୍ୟାଳୟ ଓଡ଼ିଶାରେ ବ୍ୟବସ୍ଥାବିଦ୍ୟାଳୟ ଆଧାରବିଦ୍ୟାଳୟ ବାହାର ତଥ୍ୟବିଦ୍ୟାଳୟ

🔥 Trending searches on Wiki ଓଡ଼ିଆ:

ଜନ୍ମ ନିରୋଧଭାରତୀୟ ଡାକ ସେବାଟ୍ରାଲୋକିନୁମାବଏମିସ ଲୋକରେବତୀ (କ୍ଷୁଦ୍ରଗଳ୍ପ)ଶାସ୍ତି (ଓଡ଼ିଆ କଥାଚିତ୍ର)ଲଣ୍ଡନଭାରତୀୟ ସ୍ୱାଧୀନତା ଆନ୍ଦୋଳନରାକ୍ଷୀ ପୂର୍ଣ୍ଣିମାକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ କବି ମାନଙ୍କର ତାଲିକାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରଜୁନଓଡ଼ିଶାର ସଂସ୍କୃତିଗୋବିନ୍ଦ ତ୍ରିପାଠୀଅଚ୍ୟୁତାନନ୍ଦ ଦାସଛବିଳ ମଧୁ ବର୍ଣ୍ଣବୋଧଓଡ଼ିଆ୨୦୧୨ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦୀନକୃଷ୍ଣ ଦାସସତ୍ୟବାଦୀ ବନ ବିଦ୍ୟାଳୟ୧୯ ମାର୍ଚ୍ଚଗୋପାଳ କୃଷ୍ଣ ରଥଶିଶୁ ଅନନ୍ତ ଦାସବୀଣାପାଣି ମହାନ୍ତିସାରଥୀ ବାବା୨୦ ଅଗଷ୍ଟଫତୁରାନନ୍ଦବୈକୁଣ୍ଠନାଥ ପଟ୍ଟନାୟକଶୀତଳ ଷଷ୍ଠୀ ଯାତ୍ରାଓଡ଼ିଶୀ ସଙ୍ଗୀତଭାରତକଳସା ଚଉତିଶାରବର୍ଟ ହିଲ୍ମହାନଦୀଜିମି ୱେଲ୍ସଗଣନ ସଂଖ୍ୟାଶାରଳା ପୁରସ୍କାରଓଡ଼ିଆ ଭାଷାତୁଳସୀ ଗଛନେପଚୁନମହମ୍ମଦ ମୋକିମ୍ତପନ କୁମାର ପ୍ରଧାନନୟାଗଡ଼ ଜିଲ୍ଲାଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଆଣ୍ଡାମାନ ସାଗରବିରାଟ କୋହଲୀରାସନ କାର୍ଡ଼ (ଭାରତ)ଭାରତୀୟ ସଂଖ୍ୟା ପ୍ରଣାଳିସତୀ ଅନୁସୂୟାଓଡ଼ିଶୀସୁଇଜରଲ୍ୟାଣ୍ଡବୈଶାଖସୁଭାଷ ଚନ୍ଦ୍ର ବୋଷଗୋଦାବରୀଶ ମିଶ୍ରଛାରପୋକଆମ୍ବଶ୍ରୀଲଙ୍କାର ଭୂଗୋଳଗୌରହରି ଦାସକୁତାମ ଚଣ୍ଡୀ ମନ୍ଦିରରାମାୟଣବେଣୁଧର ରାଉତ୩୦ ଅପ୍ରେଲକୃଷ୍ଣପ୍ରସାଦ ମିଶ୍ରନଟବର ସାମନ୍ତରାୟବଣଭୋଜି ବେଶଇଣ୍ଡୋନେସିଆଖାରବେଳଲିଙ୍ଗରାଜ ମନ୍ଦିରଚନ୍ଦନ ଯାତ୍ରାମାଗୁଣିର ଶଗଡ଼ଓଡ଼ିଆ ସାହିତ୍ୟ🡆 More