ସୀତାକାନ୍ତ ମହାପାତ୍ର: କବି ଓ ସାହିତ୍ୟ ସମାଲୋଚକ

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ । ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

ସୀତାକାନ୍ତ ମହାପାତ୍ର
ସୀତାକାନ୍ତ ମହାପାତ୍ର: ରଚନାବଳୀ, ପଦ, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
ମାହାଙ୍ଗା, କଟକ ଜିଲ୍ଲା
ବୃତ୍ତିପ୍ରଶାସନିକ ଅଧିକାରୀ
ପ୍ରସିଦ୍ଧିକବି, ସାହିତ୍ୟ ସମାଲୋଚକ
ଉଲ୍ଲେଖନୀୟ କୃତିଶବଦର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ରଚନାବଳୀ

କବିତା

ପ୍ରବନ୍ଧ

ଇଂରାଜୀ

ପଦ, ପୁରସ୍କାର ଓ ସମ୍ମାନ

ପଦ

  • ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
  • ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
  • ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
  • ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
  • ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି

ପୁରସ୍କାର ଓ ସମ୍ମାନ

  • ପଦ୍ମ ବିଭୂଷଣ, ୨୦୧୦
  • ପଦ୍ମ ଭୂଷଣ, ୨୦୦୩
  • ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
  • ଶାରଳା ପୁରସ୍କାର (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୯) - ଅଷ୍ଟପଦୀ ପୁସ୍ତକ ପାଇଁ
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ
  • ବିଷୁବ ପୁରସ୍କାର, ୧୯୮୩
  • ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ୧୯୭୧
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
  • ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
  • ଉତ୍କଳ ରତ୍ନ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯

ଆଧାର

ଅଧିକ ତଥ୍ୟ

Tags:

ସୀତାକାନ୍ତ ମହାପାତ୍ର ରଚନାବଳୀସୀତାକାନ୍ତ ମହାପାତ୍ର ପଦ, ପୁରସ୍କାର ଓ ସମ୍ମାନସୀତାକାନ୍ତ ମହାପାତ୍ର ଆଧାରସୀତାକାନ୍ତ ମହାପାତ୍ର ଅଧିକ ତଥ୍ୟସୀତାକାନ୍ତ ମହାପାତ୍ରଇଂରାଜୀ ଭାଷାଓଡ଼ିଆ ଭାଷାଓଡ଼ିଆ ଲୋକକବିଦିଲ୍ଲୀ

🔥 Trending searches on Wiki ଓଡ଼ିଆ:

ଗୀତଗୋବିନ୍ଦଶ୍ରୀ ଅରବିନ୍ଦବିଜୁ ଜନତା ଦଳଚନ୍ଦନ ଯାତ୍ରାଓଡ଼ିଆପରଶୁରାମ୧୭୩୬ପାଲାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବ୍ୟଞ୍ଜନ ବର୍ଣ୍ଣରାଜା ରାମମୋହନ ରାୟଓଡ଼ିଆ ସାହିତ୍ୟବୋବ୍ୱିଲିଭାଷାଚେରୋ ଜାତିଅଂଶୁଘାତଭୂମିକା ଦାଶରାସାୟନିକ ମୌଳିକଓଡ଼ିଆ କଥାଚିତ୍ର ଜଗତସ୍ତନଦଶାଶ୍ୱମେଧ ଘାଟଏସିଆରାସନ କାର୍ଡ଼ (ଭାରତ)ବିଅରଦ୍ରୌପଦୀ ମୁର୍ମୁଜଣ୍ଡିସ୍ତାରାତାରିଣୀ ମନ୍ଦିରମନୋଜ ଦାସଯୌନ ସମ୍ଭୋଗଓଡ଼ିଶା ଆଦର୍ଶ ବିଦ୍ୟାଳୟଅପରେଟିଙ୍ଗ ସିଷ୍ଟମପଦ୍ମଚରଣ ପଟ୍ଟନାୟକବିଷ୍ଣୁଭାରତୀୟ ସ୍ୱାଧୀନତା ଆନ୍ଦୋଳନଲଣ୍ଡନରବୀନ୍ଦ୍ରନାଥ ଠାକୁରଯୋଗକୁନ୍ତଳା କୁମାରୀ ସାବତଏଲିନା ସାମନ୍ତରାୟକଦଳୀରାଜକିଶୋର ରାୟବାଜି ରାଉତସମାଜ (ଖବରକାଗଜ)ବ୍ରାଉଜରକ୍ୟୁ. ଆର. କୋଡ଼ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅଚ୍ୟୁତାନନ୍ଦ ଦାସରାଶି ଓ ନକ୍ଷତ୍ରଚୈତ୍ର ମଙ୍ଗଳବାର ଓଷାଦ୍ୱିତୀୟ ବିଶ୍ୱଯୁଦ୍ଧମହାତ୍ମା ଗାନ୍ଧୀ୧୨ ସେପ୍ଟେମ୍ବରଜାଭା (ପ୍ରୋଗ୍ରାମିଂ ଭାଷା)ଜଗନ୍ନାଥ ଦାସଜ୍ଞାନକୋଷସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିସ୍ୱାମୀ ବିବେକାନନ୍ଦବନ୍ଦେ ଉତ୍କଳ ଜନନୀଭୂମିଜ ଜାତିଜର୍ଜ କ୍ୟାଣ୍ଟରମହାପାତ୍ର ନୀଳମଣି ସାହୁକାଳିନ୍ଦୀ ଚରଣ ପାଣିଗ୍ରାହୀ୪ ଅପ୍ରେଲକାଜୁଉପେନ୍ଦ୍ର ଭଞ୍ଜଗାର୍ଗୀ ମହାନ୍ତିବାଘହନୁମାନ ଜୟନ୍ତୀ🡆 More