ଅନେକ ଶରତ

ଅନେକ ଶରତ ସୀତାକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ ଏକ ଭ୍ରମଣ କାହାଣୀ ଅଟେ । ଏହା ଲେଖକଙ୍କ ସଭିଏତ ୟୁନିଅନ, ଯୁଗୋସ୍ଲୋଭକିଆ ଓ ରୁମାନତଆ ପରିଭ୍ରମଣର ଏକ କବ୍ୟିକ ଆଲେଖ । ଏହି ଭ୍ରମଣ କାହାଣୀଟି ଓଡ଼ିଆ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି ।

ଅନେକ ଶରତ  
ଲେଖକସୀତାକାନ୍ତ ମହାପାତ୍ର
ଦେଶଭାରତ
ଭାଷାଓଡ଼ିଆ
ବିଷୟଭ୍ରମଣ କାହାଣୀ
ପ୍ରକାଶକପକ୍ଷୀଘର ପ୍ରକାଶନୀ (ପଞ୍ଚମ ଓଡ଼ିଆ ସଂସ୍କରଣ)
ଭାରତୀୟ ଜ୍ଞାନପୀଠ (ଅନ୍ୟାନ୍ୟ ଭାରତୀୟ ଭାଷା ସଂସ୍କରଣ)
ପ୍ରକାଶ ତାରିଖ୧୯୮୧ (ପ୍ରଥମ ସଂସ୍କରଣ),
୨୦୧୩ (ପଞ୍ଚମ ସଂସ୍କରଣ)
ମାଧ୍ୟମ ପ୍ରକାରମୋଟା କାଗଜ ମଲାଟ, ବନ୍ଧେଇ
ପୃଷ୍ଠା୧୫୪
ISBNଅଜଣା

ସଂକ୍ଷିପ୍ତ ବିବରଣୀ

ସମୀକ୍ଷା

ପାଶ୍ଚାତ୍ୟ ସାହିତ୍ୟ ଓ ସଂସ୍କୃତି ସହ ଗଭୀର ଭାବେ ପରିଚିତ ସୀତାକାନ୍ତ ମହାପାତ୍ର କବିର ଆଖି ନେଇ ଏଇ ତିନୋଟି ପୂର୍ବ ୟୁରୋପୀୟ ଦେଶର ସମାଜ, ଚଳଣି, ସଂସ୍କୃତି, କବିତା ଇତ୍ୟାଦିକୁ ଦେଖିଛନ୍ତି । ତାଙ୍କର ଗଭୀର ବିଶ୍ଲେଷଣାତ୍ମକ ଦୃଷ୍ଟିଭଙ୍ଗୀ, ସୃଜନଶୀଳ ଆଭିମୁଖ୍ୟ ଓ କବି ସୁଲଭ ଆତ୍ମ-ନିରୀକ୍ଷଣ ବହିଟିର ପ୍ରତିଟି ପୃଷ୍ଠାରେ ପ୍ରତିଫଳିତ । ଏଥିରେ ଆମେ ଭେଟୁ ରେନେସାଁର ପ୍ରଥମ ଅଭ୍ୟାସ ରୂପେ ମାସିଡୋନିଆର ପାନ୍ତଲେଜମନ୍‌ର ଚମତ୍କାର ଫ୍ରେସ୍କୋଙ୍କୁ; ରୋମନିଆର ରାଜଧାନୀ, ପୂର୍ବ ଇଉରୋପର ପ୍ୟାରିସ ଭାବେ ଖ୍ୟାତ ବୁକୁରେସ୍ତିକୁ ତଥା ରୋମାନିଆର ରିଭିଏରାକୁ । ଆମେ ଭେଟୁ କକେସସ୍ ପର୍ବତମାଳା ଓ ସାଇବେରିଆର ଅନ୍ତହୀନ ବିସ୍ତୃତିରେ ପୃଥିବୀର ଗଭୀରତମ ବୈକାଲ ହ୍ରଦକୁ ଓ ଇରକୁଟ୍‌ସ୍କ ସହରକୁ । ଭେଟୁ ସଂସ୍କୃତିର ପ୍ରାଣକେନ୍ଦ୍ର ଲେନିନ୍‌ଗ୍ରାଡ଼ରେ ଜାରଙ୍କ କାରାଗାରରେ ବନ୍ଦୀ ଦସ୍ତାଭିକଙ୍କ ପାଦର ଶିକୁଳୀକୁ; ତରବାରୀ ସଙ୍ଘାତରେ ମରିଶୋଇଥିବା ପୁସ୍‌କିନ୍ ଓ ଲେର୍‌ମାଣ୍ଟୋଭଙ୍କୁ ।

ଆଧାର

ବାହାର ଲିଙ୍କ

Tags:

ଅନେକ ଶରତ ସଂକ୍ଷିପ୍ତ ବିବରଣୀଅନେକ ଶରତ ସମୀକ୍ଷାଅନେକ ଶରତ ଆଧାରଅନେକ ଶରତ ବାହାର ଲିଙ୍କଅନେକ ଶରତସୀତାକାନ୍ତ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ମେଷ (ରାଶି)ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁନ୍ତଳା କୁମାରୀ ସାବତଅଚ୍ୟୁତାନନ୍ଦ ଦାସଓଡ଼ିଶାର ଭୂଗୋଳମଙ୍ଗଳା ମନ୍ଦିରତ୍ରିଭୁଜସଙ୍କୀର୍ତ୍ତନହେପାଟାଇଟିସ ସିଶରତ କୁମାର ମହାନ୍ତିମକାବାଘହିନ୍ଦୁ ଧର୍ମସ୍ୱାସ୍ଥ୍ୟନେପୋଲିୟନ ବୋନାପାର୍ଟଯୌନ ସମ୍ଭୋଗଭାରତର ନଦୀ ସମୂହର ତାଲିକାରେଭେନ୍ସା ବିଶ୍ୱବିଦ୍ୟାଳୟଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଟକମାୟାଧର ମାନସିଂହ୨୯୨ମକର ସଂକ୍ରାନ୍ତିମେଲାଟୋନିନନୃସିଂହନାଥ ମନ୍ଦିରକଥା (ପତ୍ରିକା)କନଫୁସିଅସବାଦଉଇକିଖବରମର୍ଦ୍ଦଳପାଇକ ବିଦ୍ରୋହୟୁ ଟ୍ୟୁବ୧୯୮୯ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଇରା ମହାନ୍ତିସୌଭାଗ୍ୟ କୁମାର ମିଶ୍ରଭୂମିକମ୍ପଗଞ୍ଜା ଲଢ଼େଇରାଣୀ ଲକ୍ଷ୍ମୀବାଈଜଳବାୟୁଉଇକିପାଠାଗାରଗୀତଗୋବିନ୍ଦଅସିତ ମହାନ୍ତିଜଗନ୍ନାଥ ଦାସସଦାଶିବ ପ୍ରଧାନୀଜୀବସାରଲକ୍ଷ୍ମୀନାରାୟଣ ସାହୁଜ୍ଞାନପୀଠ ପୁରସ୍କାର୪ ସେପ୍ଟେମ୍ବରଆରବ ସାଗରଅଞ୍ଜଳି କିସ୍କୁଗୋପାଳ ଚନ୍ଦ୍ର ପ୍ରହରାଜସୁଦଶା ବ୍ରତଆଚାର୍ଯ୍ୟ ହରିହରଭାରତର ଜାତୀୟ ପ୍ରତୀକଦଶାବତାରବିଜ୍ଞାନ କାହାଣୀ୨୫ ମାର୍ଚ୍ଚଦରବାର (କବିତା)ଓଡ଼ିଆ ଭାଷା ଆନ୍ଦୋଳନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୁରୁପ୍ରସାଦ ମହାନ୍ତିଓଡ଼ିଆ ଭ୍ରମଣ ସାହିତ୍ୟସାଲେଜ୍ ହାନ୍ସଡାରଥଯାତ୍ରାଜଗନ୍ନାଥଙ୍କ ବେଶସାନ୍ତାଳ ବିଦ୍ରୋହପ୍ରଦୂଷଣ🡆 More