ଭାରତର ଜାତୀୟ ପ୍ରତୀକ

ପ୍ରଜାତାନ୍ତ୍ରିକ ଭାରତର ବିଭିନ୍ନ ରାଷ୍ଟ୍ରୀୟ ପ୍ରତୀକ ଅଛି । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ପରେ ଏହି ପ୍ରତୀକ ସବୁ କାର୍ଯ୍ୟକ୍ଷମ ହେଲା ।

ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ

ନାମ ସଂକେତ ଛବି ଟୀକା
ରାଷ୍ଟ୍ରୀୟ ପତାକା ଭାରତୀୟ ରାଷ୍ଟ୍ରୀୟ ପତକା
(ତ୍ରିରଙ୍ଗା)
ଭାରତର ଜାତୀୟ ପ୍ରତୀକ  ପତକାଟି କେଶର, ସବୁଜ ଓ ଧଳା ରଙ୍ଗରେ ତିଆରି କେଶରୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଅଛି।
ରାଷ୍ଟ୍ରୀୟ ଚିହ୍ନ ଭାରତର ରାଷ୍ଟ୍ରୀୟ ଚିହ୍ନ
(ଅଶୋକ ସ୍ତମ୍ଭ)
ଭାରତର ଜାତୀୟ ପ୍ରତୀକ  ୨୬ ଜାନୁଆରୀ ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବକୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।".
ରାଷ୍ଟ୍ରୀୟ ପଞ୍ଜିକା ଭାରତର ରାଷ୍ଟ୍ରୀୟ ପଞ୍ଜିକା
(ଶକ ପଞ୍ଜିକା)
ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ ।
ରାଷ୍ଟ୍ର ଗାନ "ଜନ ଗଣ ମନ"
ରବିନ୍ଦ୍ରନାଥ ଠାକୁର
70px ୨୬ ଜାନୁଆରି ୧୯୫୦ରେ ଜନ ଗଣ ମନକୁ ଭାରତର ରାଷ୍ଟ୍ର ଗାନ ଘୋଷଣା କରାଯାଇଥିଲା ।
ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ
ବଙ୍କିମଚନ୍ଦ୍ର ଚଟ୍ଟୋପଦ୍ଧାୟ
୧୮୯୬ ଭାରତୀୟ କଂଗ୍ରେସ ମେଳଣରେ ଏହା ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯାଇଥିଲା ।
ରାଷ୍ଟ୍ରୀୟ ଫୁଲ ପଦ୍ମ
(Nelumbo nucifera)
ଭାରତର ଜାତୀୟ ପ୍ରତୀକ  ପଦ୍ମ ଫୁଲକୁ ଭାରତର ରାଷ୍ଟ୍ରୀୟ ଫୁଲ ଘୋଷଣା କରାଯାଇଥିଲା।
ରାଷ୍ଟ୍ରୀୟ ଫଳ ଆମ୍ବ
Mangifera indica
ଭାରତର ଜାତୀୟ ପ୍ରତୀକ  ଭାରତ ଆମ୍ବର ଏକ ମୁଖ୍ୟ ଉତ୍ପାଦକ ଏଠାରେ ୧୦୦ ପ୍ରଜାତିରୁ ଅଧିକ ଆମ୍ବ ମିଳେ ସେଥି ପାଇଁ ଆମ୍ବକୁ ରାଷ୍ଟ୍ରୀୟ ଫଳ କୁହାଯାଏ।
ରାଷ୍ଟ୍ରୀୟ ନଦୀ ଗଙ୍ଗା ଭାରତର ଜାତୀୟ ପ୍ରତୀକ  ଏହା ଭାରତର ବୃହତ୍ତମ ନଦୀ ଓ ପୁଜ୍ୟ ନଦୀ ସେଥି ପାଇଁ ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ କୁହାଯାଏ।
ରାଷ୍ଟ୍ରୀୟ ଗଛ ବରଗଛ
(Ficus bengalensis)
ଭାରତର ଜାତୀୟ ପ୍ରତୀକ  ବର ଗଛଟି ଭାରତରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବରକୁ ରାଷ୍ଟ୍ରୀୟ ଗଛ କୁହାଯାଏ ।
ରାଷ୍ଟ୍ରୀୟ ପଶୁ ମହାବଳ ବାଘ
(Panthera tigris)
ଭାରତର ଜାତୀୟ ପ୍ରତୀକ  ବାଘ ଭାରତର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘକୁ ରାଷ୍ଟ୍ରୀୟ ପଶୁ କୁହାଯାଏ ।
ରାଷ୍ଟ୍ରୀୟ ଖେଳ ହକି ଭାରତର ଜାତୀୟ ପ୍ରତୀକ  ଭାରତ ଅଲମ୍ପିକରେ ହକିରେ ୮ଟି ସୁନା ପଦକ ପାଇଛି ସେଥି ପାଇଁ ହକିକୁ ରାଷ୍ଟ୍ରୀୟ ଖେଳ କୁହାଯାଏ ।
ରାଷ୍ଟ୍ରୀୟ ସରୀସୃପ ଅହିରାଜ ଭାରତର ଜାତୀୟ ପ୍ରତୀକ  ଅହିରାଜ ଭାରତ ଉପମହାଦେଶର ପ୍ରାୟ ସବୁ ଅଞ୍ଚଳରେ ଦେଖାଯାଉଥିବା ଏକ ସରୀସୃପ । ଭାରତୀୟ ସଂସ୍କୃତିରେ ଏକ ବିଶେଷ ସ୍ଥାନଧାରଣ କରିଥିବାରୁ ଏହାକୁ ଭାରତର ରାଷ୍ଟ୍ରୀୟ ସରୀସୃପ କୁହାଯାଏ ।
ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ରାଷ୍ଟ୍ରୀୟ ପ୍ରତିଜ୍ଞା ଭାରତୀୟଙ୍କ ଜାତୀୟତାବାଦୀ ନିଷ୍ଠାର ଶପଥ ଅଟେ ।
ରାଷ୍ଟ୍ରୀୟ ଐତିହାସିକ ପଶୁ ହାତୀ ଭାରତର ଜାତୀୟ ପ୍ରତୀକ  ଦେଶର ପ୍ରାୟ ୨୯୦୦୦ ହାତୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ପରିବେଶ ମନ୍ତ୍ରୀ ହାତୀକୁ ଜାତୀୟ ଐତିହ୍ୟ ପଶୁ ମାନ୍ୟତା ଦେଇଥିଲେ ।
ରାଷ୍ଟ୍ରୀୟ ଅଣୁଜୀବ ଲାକ୍ଟୋବାସିଲସ ଡେଲବ୍ର୍ୟୁକୀ
(ଇଂରାଜୀ:Lactobacillus delbrueckii)
ଭାରତର ଜାତୀୟ ପ୍ରତୀକ  ୨୦୧୨ ମସିହା ଅକ୍ଟୋବର ୧୮ ତାରିଖରେ ଭାରତୀୟ ପରିବେଶ ଏବଂ ବନସମ୍ପଦ ମନ୍ତ୍ରୀ ଜୟନ୍ତୀ ନଟରାଜନ ବୀଜାଣୁକୁ ଜାତୀୟ ଅଣୁଜୀବ ମାନ୍ୟତା ପ୍ରଦାନ କରିଥିଲେ ।
ରାଷ୍ଟ୍ରୀୟ ପକ୍ଷୀ ମୟୂର ଭାରତର ଜାତୀୟ ପ୍ରତୀକ  ୧୯୬୩ ମସିହା ଫେବୃଆରୀ ୧ ତାରିଖରେ ଭାରତ ସରକାର ମୟୂରକୁ ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜୟୀରାମ ସାମଲରେବତୀ (କ୍ଷୁଦ୍ରଗଳ୍ପ)ହୋଲିରମାକାନ୍ତ ରଥକୃଷ୍ଣଚନ୍ଦ୍ର ପାଣିଗ୍ରାହୀକୁମ୍ଭାର ଚକମହାଭାରତକ୍ଲେଭିଡିପିନକଳିଙ୍ଗ ଯୁଦ୍ଧମନୋରଞ୍ଜନ ଦାସଭି. କାର୍ତ୍ତିକେୟ ପାଣ୍ଡିଆନଉପେନ୍ଦ୍ର କିଶୋର ଦାସ୮ ଅପ୍ରେଲପ୍ରାଣକୃଷ୍ଣ ପରିଜାବିଦ୍ୟାଳୟଦାସକାଠିଆଦଶରଥବନମାଳୀ ଦାସ୨୦ ଅପ୍ରେଲଛେନା ମୁଡୁକିଭାରତୀୟ ସ୍ୱାଧୀନତା ଆନ୍ଦୋଳନଓଡ଼ିଆ କଥାଚିତ୍ର ଜଗତବ୍ରଜ କିଶୋର ପ୍ରଧାନଜଗନ୍ନାଥ ମନ୍ଦିରତରଳ ଝାଡ଼ାଗୁରୁ ପ୍ରସାଦ ମହାନ୍ତିନୃସିଂହ ଚରଣ ପଣ୍ଡାପ୍ରଣବ ପ୍ରକାଶ ଦାସକାଞ୍ଚନ ଅୱସ୍ତି୧୯୩୪ଇଂରାଜୀ ଭାଷାଗୋପାଳ ଛୋଟରାୟଯୁକ୍ତରାଷ୍ଟ୍ର ଆମେରିକାରତ୍ନାକର ଚଇନିପୂଜା (ଉପାସନା)ବେଦନଟବର ସାମନ୍ତରାୟଉତ୍କଳ ବିଶ୍ୱବିଦ୍ୟାଳୟଲାନାଡେଲୁମାବବୀର ସୁରେନ୍ଦ୍ର ସାଏରବି କାନୁନଗୋରାୟଗଡ଼ା ରେଳ ଷ୍ଟେସନଶିମିଳିପାଳ ଜାତୀୟ ଉଦ୍ୟାନ୩ (ସଂଖ୍ୟା)ଦୀନକୃଷ୍ଣ ଦାସମୁମ୍ବାଇକାଞ୍ଚନ ଅବସ୍ତିଜବାହରଲାଲ ନେହେରୁଅନନ୍ତ ପଟ୍ଟନାୟକଅହଲ୍ୟା (ଓଡ଼ିଆ କଥାଚିତ୍ର)୨୮ ଅପ୍ରେଲସବ୍ୟସାଚୀ ମିଶ୍ରବିଶ୍ୱ ଏଡ୍‌ସ ଦିବସଓଡ଼ିଆ ଭାଗବତହାଡ଼ଫୁଟିମାର୍କଣ୍ଡ ଦାସଅଶୋକାଷ୍ଟମୀଇଣ୍ଟରନେଟଗଣିତନବକଳେବରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରଣଜିତ ପଟ୍ଟନାୟକକାମଦା ଏକାଦଶୀଇରା ମହାନ୍ତିଭୁବନେଶ୍ୱର ମିଶ୍ରଅୟେନ୍ଦ୍ରୀ ଲୱନିୟା ରାୟ୧୪ ଅପ୍ରେଲକ୍ୟୁ. ଆର. କୋଡ଼କୁକୁର🡆 More