ହୋଲି: ଭାରତୀୟ ପର୍ବ

ହୋଲି (ଆହୁରି ମଧ୍ୟ: ଦୋଳ ପୁନେଇଁ, ଦୋଳଯାତ) ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ ।

ହୋଲି
ହୋଲି: ପୌରାଣିକ ଭିତ୍ତିଭୂମି, ସଂକ୍ଷେପରେ, ଆହୁରି ଦେଖନ୍ତୁ
ରାଧା ଓ ଗୋପୀଙ୍କ ସହ ରଙ୍ଗ ଖେଳୁଥିବା କୃଷ୍ଣ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ତାରିଖଫାଲଗୁନ ପୂର୍ଣ୍ଣିମା
୨୦୨୩ ତାରିଖ୦୮ ମାର୍ଚ୍ଚ (ବୁଧବାର)
୨୦୨୪ ତାରିଖ୨୬ ମାର୍ଚ୍ଚ (ମଙ୍ଗଳବାର)

ପୌରାଣିକ ଭିତ୍ତିଭୂମି

ଦୋଳ‌ଯାତ (ବା ଦୋଳ‌ଯାତ୍ରା) ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ ।

ସଂକ୍ଷେପରେ

ଏହା ସାରା ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହାର ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ଆନନ୍ଦ ନେଇଥାନ୍ତି ।

ଆହୁରି ଦେଖନ୍ତୁ

ଗ୍ୟାଲେରି

ଆଧାର

ଅଧିକ ତଥ୍ୟ

Tags:

ହୋଲି ପୌରାଣିକ ଭିତ୍ତିଭୂମିହୋଲି ସଂକ୍ଷେପରେହୋଲି ଆହୁରି ଦେଖନ୍ତୁହୋଲି ଗ୍ୟାଲେରିହୋଲି ଆଧାରହୋଲି ଅଧିକ ତଥ୍ୟହୋଲିପୂର୍ଣ୍ଣମୀଫାଲଗୁନହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ଗିରିଧର ଗମାଙ୍ଗବିଷମ କଟକ୧୯୬୧ବୈଶାଖଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସୁନାରାଜ୍ୟ ସଭାଭାରତୀୟ ମହାକାଶ ଗବେଷଣା ସଂସ୍ଥାଇଣ୍ଟରନେଟସ୍ଥୌଲ୍ୟତାବୀର ସୁରେନ୍ଦ୍ର ସାଏଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଲିମାଓଡ଼ିଆ ନାଟକ୨୪ ଅପ୍ରେଲଜନ ଗଣ ମନଭୀମ ପୃଷ୍ଟିମାଣବସା ଗୁରୁବାରକୁଞ୍ଜବିହାରୀ ଦାଶବିଶ୍ୱ ଏଡ୍‌ସ ଦିବସକିଶୋରୀ ଚରଣ ଦାସଆଖୁସୂର୍ଯ୍ୟବଂଶୀ ସୂରଜସୁନାବେଶଅନନ୍ତ ବାସୁଦେବ ମନ୍ଦିର୨୯ ମାର୍ଚ୍ଚବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଟ୍ରାପିଜିଅମପ୍ରେମଛାରପୋକସବ୍ୟସାଚୀ ମିଶ୍ରସରୋଜିନୀ ସାହୁ୪ ଇଡିଅଟସ୍ସୋନାଲ ମାନସିଂହଶିଶୁ ଅନନ୍ତ ଦାସକଟକ ଜିଲ୍ଲାସାଲଭାଡୋର ଡାଲିଉଦୟନାଥ ଷଡ଼ଙ୍ଗୀବାରବାଟି ଦୁର୍ଗବେଣୁଧର ରାଉତଗୋଲୋକ ବିହାରୀ ଧଳଦ୍ଵାରକାଧୀଶ ମନ୍ଦିରବାଙ୍କୀଯାଜପୁର ଜିଲ୍ଲାମସ୍କୋଜଗନ୍ନାଥ ଦାସଓଡ଼ିଶା ପ୍ରିମିଅର ଲିଗଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗୋଦର ରୋଗଜହ୍ନଉଇକିପିଡ଼ିଆIndiaଶବ୍ଦ (ପଦ)ଆମ୍ବହେମଲତା ମାନସିଂହରାମଅଂଶୁପା ହ୍ରଦବଳଓଡ଼ିଶାର ଲୋକନୃତ୍ୟଅଲାରନାଥ ମନ୍ଦିରଖାରବେଳବିଜୁ ଜନତା ଦଳବରଗଛପର୍ଫେନାଜାଇନଓଡ଼ିଆ ଭାଗବତସୂଚନା ପ୍ରଯୁକ୍ତିବିଦ୍ୟାଭୂମିକମ୍ପ🡆 More