ଭୀମ ପୃଷ୍ଟି: ଓଡ଼ିଆ ଔପନ୍ୟାସିକ, ଗାଳ୍ପିକ

ଭୀମ ପୃଷ୍ଟି (ଜନ୍ମ: ୧୧ ଜାନୁଆରୀ ୧୯୫୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ସେ ମୁଖ୍ୟତଃ ଗଳ୍ପ ଓ ଉପନ୍ୟାସ ରଚନା ପାଇଁ ଜଣାଶୁଣା । ତାଙ୍କର ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ଜମ୍ବୁଲୋକ (୨୦୨୩), ସମୁଦ୍ର ମଣିଷ (୨୦୦୬), ହୋ ମଣିଷମାନେ (୨୦୦୨), ଗପର ହାତଗୋଡ଼ (୨୦୦୮) ଆଦି ଅନ୍ୟତମ । ୨୦୨୩ରେ ଜମ୍ବୁଲୋକ ଉପନ୍ୟାସ ପାଇଁ ସେ ଶାରଳା ପୁରସ୍କାର, ୨୦୧୪ରେ କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ ପଶ୍ଚିମା ଉପନ୍ୟାସ ସମ୍ମାନ ଏବଂ ୨୦୦୮ ମସିହାରେ ସମୁଦ୍ର ମଣିଷ ଉପନ୍ୟାସ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକରିଥିଲେ ।

ଭୀମ ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ (1959-01-11) ୧୧ ଜାନୁଆରୀ ୧୯୫୯ (ବୟସ ୬୫)
ବୃତ୍ତିଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଗଦ୍ଯ, ଉପନ୍ଯାସ
ସାହିତ୍ୟ କୃତିସମୁଦ୍ର ମଣିଷ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮

ରଚନାବଳୀ

  • ଜମ୍ବୁଲୋକ (୨୦୨୩)
  • କୁଆଡେ ଚାଲିଛ ରୁହ ପଞ୍ଚଭୂତ (୨୦୧୧)
  • ଓଁ (୨୦୦୯)
  • ଗପର ହାତଗୋଡ଼ (୨୦୦୮)
  • ଲଛମନିଆ (୨୦୦୮)
  • ସମୁଦ୍ର ମଣିଷ (୨୦୦୬)
  • ଅଧେ ମଣିଷ (୨୦୦୩)
  • ହୋ ମଣିଷମାନେ (୨୦୦୨)
  • କବିତାର ଉପନ୍ୟାସ (୨୦୦୨)
  • ପ୍ରଥମ ବହି (୨୦୦୧)
  • ମୁହାଣ (୨୦୦୧)

ପୁରସ୍କାର ଓ ସମ୍ମାନ

  • ଶାରଳା ପୁରସ୍କାର, ୨୦୨୩ (ଜମ୍ବୁଲୋକ ଉପନ୍ୟାସ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ (ସମୁଦ୍ର ମଣିଷ ପାଇଁ)
  • ଅଖିଳ କଥା ସମ୍ମାନ, ୨୦୦୮
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ, ୨୦୧୬ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଶ୍ଚିମା ଉପନ୍ୟାସ ସମ୍ମାନ, ୨୦୧୪ (କୁଆଡ଼େ ଚାଲୁଛ ରୁହ ପଞ୍ଚଭୂତ ପାଇଁ)
  • କହ୍ନେଇ କଥା ପୁରସ୍କାର, ୧୯୯୪
  • ଗୋକର୍ଣ୍ଣିକା ସମ୍ମାନ
  • ତପସ୍ୟା ସୃଜନ ପୁରସ୍କାର, ୨୦୧୮

ଆଧାର

Tags:

ଓଡ଼ିଆ ସାହିତ୍ୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଉଇକିକମନ୍ସଔଷଧୀୟ ଗଛଲତାମାନଙ୍କର ତାଲିକାଚାନ୍ଦବାଲି୧୧ ଅପ୍ରେଲସାରଳା ଦାସଅକ୍ଷୟ ତୃତୀୟାହିନ୍ଦୁ ବିବାହ ଅଧିନିୟମ, ୧୯୫୫ଓଡ଼ିଶା ସରକାରଦେବଦୁର୍ଲ୍ଲଭ ଦାସଭାରତଭାରତୀୟ ଜନତା ପାର୍ଟିବିଜୟ ମିଶ୍ରଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଇସାବିଜୁ ପଟ୍ଟନାୟକଚିକିତ୍ସା ବିଜ୍ଞାନଗୁରୁ ପ୍ରସାଦ ମହାନ୍ତିବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩୪୩ଶବ୍ଦ (ଧ୍ୱନି)ସମ୍ବଲପୁରବିଶ୍ୱ ଘରଚଟିଆ ଦିବସନନ୍ଦିଘୋଷଦୁଃଖୀରାମ ସ୍ୱାଇଁ୨୦୧୪ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୧୫ ଅପ୍ରେଲଉଇକିମିଡ଼ିଆ ଫାଉଣ୍ଡେସନଯମୁନାମହାତ୍ମା ଗାନ୍ଧୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଯୁକ୍ତରାଷ୍ଟ୍ର ଆମେରିକାବିଭୂତି ପଟ୍ଟନାୟକ୧୪୧୭ଶ୍ରୀରାଧା୧୧ଶ୍ରବଣ ( ରାମାୟଣ ର ଚରିତ୍ର )୧୨ ଫେବୃଆରୀଅଶୋକ ସମ୍ରାଟବୀଣାପାଣି ମହାନ୍ତିନବୀନ ପଟ୍ଟନାୟକ୧୧ ଫେବୃଆରୀଉପବାସକୋଷଓଡ଼ିଶାର ଭୂଗୋଳଲାଟିନ ଭାଷାବିଦ୍ୟୁତଭଦଭଦଳିଆଗୋପାଳ ଚନ୍ଦ୍ର ପ୍ରହରାଜସରଳା ଦେବୀଜୀବସାରଚକ୍ଷୁଗୋଲକ ଫାଟ୭ ଫେବୃଆରୀଜଗନ୍ନାଥ ଦାସଓଡ଼ିଆ ଭାଷାବର୍ଷାଇମେଲଆନନ୍ଦ ବାବୁଇନଷ୍ଟାଗ୍ରାମଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡତିର୍ଥେଶ୍ୱର ଶିବ ମନ୍ଦିରଗଙ୍ଗା ଦଶହରାପ୍ରାଣୀ ବିଜ୍ଞାନଜାପାନୀ ଭାଷାଇସଲାମ ଧର୍ମନନ୍ଦ କିଶୋର ବଳଖଜ୍ଜିଆରବ୍ୟଞ୍ଜନ ବର୍ଣ୍ଣ🡆 More