ବିଶ୍ୱ ଏଡ୍‌ସ ଦିବସ

ବିଶ୍ୱ ଏଡ୍‌ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍‌ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍‌ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍‌ସ ଦିବସ ପାଳନ କରାଯାଇଥାଏ ।

ବିଶ୍ୱ ଏଡ୍‌ସ ଦିବସ
ନାଲି ରିବନ ଜଗତ ସାରା ଏଚ.ଆଇ.ଭି. ପଜିଟିଭ ଆକ୍ରାନ୍ତ ରୋଗୀଙ୍କୁ ସୂଚିତ କରିଥାଏ ।
ବିଶ୍ୱ ଏଡ୍‌ସ ଦିବସ

୧୯୮୧ରୁ ୨୦୦୭ ଭିତରେ ଏଡ୍‌ସ ଯୋଗୁଁ ୨୫ ମିଲିଅନରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ୨୦୦୭ ବେଳକୁ ପାଖାପାଖି ୩୩.୨ ମିଲିଅନ ଜଗତ ସାରା ଏଡ୍‌ସରେ ଆକ୍ରାନ୍ତ ହୋଇଥିଲେ । ଏହା ଏଯାବତ ଇତିହାସରେ ସବୁଠାରୁ ଜୀବନନାଶକରି ମହାମାରୀ ଭାବରେ ଜଣା । ଅନେକ ଜନସଚେତନତା ଓ ରେଟ୍ରୋଭାଇରାଲ ବିରୋଧି ସେବା ପରେ ମଧ୍ୟ ଏଡ୍‌ସ ମହାମାରୀ ୨୦୦୭ ସୁଦ୍ଧା ୨ ମିଲିଅନରୁ ଅଧିକ ଯବାନ ହାନି କରିସାରିଲାଣି ଯାହା ଭିତରୁ ୨୭୦,୦୦୦ ଜଣ ଶିଶୁ ମଧ୍ୟ ଅଛନ୍ତି ।

ଇତିହାସ

ବିଷୟବସ୍ତୁ ବାଛିବା

ବିଶ୍ୱ ଏଡ୍‌ସ ଦିବସ ବିଷୟବସ୍ତୁ, ୧୯୮୮-ଏବେ ଯାଏଁ

ଏଡ୍‌ସ ସଚେତନତା ମାସ

ନାନାଦି ସରକାରୀ ଓ ସଙ୍ଗଠନମାନ ଅଲଗା ଅଲଗା ମାସକୁ 'ଏଡ୍‌ସ ସଚେତନତା ମାସ ଭାବରେ ପାଳନ କରିଥାନ୍ତି । ଅକ୍ଟୋବର ଓ ଡିସେମ୍ବର ମାସରେ ମୁଖ୍ୟତ ଏହା ପାଳନ କରାଯାଏ । ଡିସେମ୍ବରରେ ବିଶ୍ୱ ଏଡ୍‌ସ ଦିବସ ପଡୁଥିବାରୁ ଏହାକୁ ଅଧିକାଂଶ ଦେଶରେ ପାଳନ କରାଯାଇଥାଏ ।

ଆହୁରି ଦେଖନ୍ତୁ

ଟୀକା

ବାହାର ଲିଙ୍କ

Tags:

ବିଶ୍ୱ ଏଡ୍‌ସ ଦିବସ ଇତିହାସବିଶ୍ୱ ଏଡ୍‌ସ ଦିବସ ବିଷୟବସ୍ତୁ ବାଛିବାବିଶ୍ୱ ଏଡ୍‌ସ ଦିବସ ଏଡ୍‌ସ ସଚେତନତା ମାସବିଶ୍ୱ ଏଡ୍‌ସ ଦିବସ ଆହୁରି ଦେଖନ୍ତୁବିଶ୍ୱ ଏଡ୍‌ସ ଦିବସ ଟୀକାବିଶ୍ୱ ଏଡ୍‌ସ ଦିବସ ବାହାର ଲିଙ୍କବିଶ୍ୱ ଏଡ୍‌ସ ଦିବସAIDS

🔥 Trending searches on Wiki ଓଡ଼ିଆ:

ଭାରତୀୟ ଦଣ୍ଡ ସଂହିତା, ୧୮୬୦ସଞ୍ଜୀବ କୁମାର ମଲ୍ଲିକଧର୍ମସାରଳା ସମ୍ମାନଭୀମ ପୃଷ୍ଟିପ୍ରାଣୀଚନ୍ଦ୍ରଶେଖର ରଥହୃଷୀକେଶ ପଣ୍ଡାହୀରାକୁଦ ବନ୍ଧଭୁବନେଶ୍ୱର ବେହେରାଗୁରୁ ପ୍ରସାଦ ମହାନ୍ତିମଧୁମେହବିମ୍ବାଧର କୁଅଁରସାରଳା ଦାସଶ୍ରୀକାନ୍ତ ସାହୁ୧୨ ସେପ୍ଟେମ୍ବରଭଗବତ ଗୀତାଭଗବତୀ ଚରଣ ପାଣିଗ୍ରାହୀଛାନ୍ଦଅଜନ୍ତା ଗୁମ୍ଫାଲବଙ୍ଗଉଇକିପିଡ଼ିଆ ସମୂହର ତାଲିକାମାଳିକାରାଜା ରାମମୋହନ ରାୟଭାରତର ସଂସ୍କୃତିଭକ୍ତ ଚରଣ ଦାସ୬ ଫେବୃଆରୀବିଶ୍ୱଜିତ ଦାସଜବାହରଲାଲ ନେହେରୁରତ୍ନାକର ଚଇନିହନୁମାନଚକ୍ରଧର ବେହେରାପ୍ରୀତି ପାଣିଗ୍ରାହୀବୋବ୍ୱିଲିଉଇକିଅଭିଧାନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାମହିମା ଧର୍ମଜଗନ୍ନାଥ୨୪ ଅପ୍ରେଲଭୂମିଜ ଜାତିମନମୋହନ ସାମଲଯକୃତସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦାମୋଦର ରାଉତରାଣୀ ଲକ୍ଷ୍ମୀବାଈରାସନ କାର୍ଡ଼ (ଭାରତ)ମହାପାତ୍ର ନୀଳମଣି ସାହୁୟୁରୋପରାଧାନାଥ ରାୟକୃଷ୍ଣଓଡ଼ିଶାକଦଳୀପ୍ରଥମ ବିଶ୍ୱଯୁଦ୍ଧଜାଭା (ପ୍ରୋଗ୍ରାମିଂ ଭାଷା)ସୁବର୍ଣ୍ଣରେଖା ନଦୀକବିସୂର୍ଯ୍ୟ ବଳଦେବ ରଥବାସନ୍ତୀଶିମିଳିପାଳ ଜାତୀୟ ଉଦ୍ୟାନଲସ ଏଞ୍ଜଲେସ ଲେକର୍ସକୋଣାର୍କ ସୂର୍ଯ୍ୟ ମନ୍ଦିରଜୟନ୍ତୀ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରଜଗନ୍ନାଥ ଦାସଗୁଗଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି🡆 More