ପ୍ରେମ

ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।

ପ୍ରେମ
ପ୍ରେମ ଚିହ୍ନ

ବୈଜ୍ଞାନିକ ଚିନ୍ତାଧାରା

ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ ।

ଭାରତୀୟ/ଓଡ଼ିଆ ଚିନ୍ତାଧାରା

ଭାରତୀୟମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ ।

ହିନ୍ଦୁତ୍ୱ

ପ୍ରେମ 
କାମଦେବଙ୍କ ସହ ରତି

ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ଏହା ବ୍ୟତୀତ ଭାରତରେ ଅନେକ ହିନ୍ଦୁ ମନ୍ଦିରରେ କାମ ତଥା ପ୍ରେମର ମୂର୍ତ୍ତି ଦେଖିବାକୁ ମିଳିଥାଏ

ପ୍ରକ୍ରିୟା

ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଓ ବ୍ୟାସଦେବଙ୍କ ରଚିତ ଭାଗବତ ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଅଛି ।

ଆଧାର

ବାହାର ଆଧାର

Tags:

ପ୍ରେମ ବୈଜ୍ଞାନିକ ଚିନ୍ତାଧାରାପ୍ରେମ ଭାରତୀୟଓଡ଼ିଆ ଚିନ୍ତାଧାରାପ୍ରେମ ହିନ୍ଦୁତ୍ୱପ୍ରେମ ପ୍ରକ୍ରିୟାପ୍ରେମ ଆଧାରପ୍ରେମ ବାହାର ଆଧାରପ୍ରେମ

🔥 Trending searches on Wiki ଓଡ଼ିଆ:

ଟାହିଆଲାଗି ବେଶଆନ୍ଧ୍ର ପ୍ରଦେଶଦୀନକୃଷ୍ଣ ଦାସକଖାରୁ ଫୁଲ ଭଜାମହାରାଷ୍ଟ୍ରସୋନପୁର ରାଜ୍ୟଗୌରହରି ଦାସଦେବଗଡ଼ ଜିଲ୍ଲାଟ୍ରାଲୋକିନୁମାବଓଡ଼ିଆ ରାନ୍ଧଣାସତ୍ୟନାରାୟଣ ରାଜଗୁରୁନମିତା ଅଗ୍ରୱାଲଭ୍ୟାକୁମ୍ କ୍ଲିନର୍ଜଗନ୍ନାଥମାଗୁଣିର ଶଗଡ଼ (କଥାଚିତ୍ର)୧୯୬୧କମ୍ପ୍ୟୁଟରନାରାୟଣ ସାହୁୟୁକ୍ରେନସ୍ତନନୟାଗଡ଼ ଜିଲ୍ଲାଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶୀମହୁଛାୟାପଥଲଣ୍ଡନରାଜନୀତି ବିଜ୍ଞାନଶେୟାର ବଜାରହୃଷୀକେଶ ମଲ୍ଲିକଭଦଭଦଳିଆତାଳଧ୍ୱଜ୧୮ ଅକ୍ଟୋବରଅଣସରଜାପାନ ସାଗରବସନ୍ତ କୁମାର ଶତପଥୀସମ୍ବଲପୁର ଜିଲ୍ଲାବୈଷ୍ଣବ ପାଣିଜମ୍ମୁ ତୱି ରେଳ ଷ୍ଟେସନଜ୍ଞାନକୋଷଅନନ୍ତ ପଟ୍ଟନାୟକଗୋଦାବରୀଶ ମିଶ୍ରଅନ୍ନଦା ଶଙ୍କର ରାୟବଉଳଖିଲିପାନ୨୦ ଅଗଷ୍ଟବଳଦେବଜୀଉ ମନ୍ଦିରଜଗନ୍ନାଥଙ୍କ ବେଶମସ୍କୋମନୋରଞ୍ଜନ ଦାସଏମିସ ଲୋକବିଷମ କଟକଉତ୍କଳ ବ୍ରାହ୍ମଣରଥପାପୁଆ ନିଉ ଗିନିମନମୋହନ ସାମଲଗ୍ରହମଦର ଟେରେସାସାମାଜିକ ଆନ୍ଦୋଳନନଇ ଆରପାରିବିଶ୍ୱ ମ୍ୟାଲେରିଆ ଦିବସଶ୍ରୀ ଅରବିନ୍ଦଟୁକୁନି ସାହୁଅଂଶୁପା ହ୍ରଦଅକ୍ଷାଂଶଓମ'ଙ୍କ ନିୟମଆରିଷ୍ଟୋଟଲବୀଣାପାଣି ମହାନ୍ତିଶ୍ରୀନିବାସ ରାମାନୁଜନ🡆 More