ଜୟଦେବ

ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର) ଓ ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ ।

ଜୟଦେବ
କେନ୍ଦୁବିଲ୍ୱ, ଓଡ଼ିଶାରେ ଜୟଦେବଙ୍କ ପ୍ରତିମା
ହରିଙ୍କର ଆରାଧନା କରୁଛନ୍ତି ଜୟଦେବ
ଜନ୍ମ୧୫ଶ ଶତାବ୍ଦୀ
ବୃତ୍ତିପୌରାଣିକ କବି
ଉଲ୍ଲେଖନୀୟ କୃତିଗୀତ ଗୋବିନ୍ଦ
ବୈବାହିକ-ସାଥୀପଦ୍ମାବତୀ

ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ)ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ । କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ।

ଜୀବନୀ

ଜୟଦେବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା ।

ଜୟଦେବ 
ଜୟଦେବ ପିଠ, କେନ୍ଦୁଲି ଗ୍ରାମ, (କେନ୍ଦୁବିଲ୍ଲ୍ୱ)

ସାହିତ୍ୟ କୃତି

ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।

ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।

ଜୟଦେବ 
ପ୍ରତାପରୁଦ୍ରପୁରଆଖଣ୍ଡଳେଶ୍ୱର ଦେଉଳ ପ୍ରାଙ୍ଗଣରେ ଥିବା ଜୟଦେବଙ୍କ ପୁରାତନ ମୂର୍ତ୍ତି
ଜୟଦେବ 
ଗୀତ ଗୋବିନ୍ଦର ପାଣ୍ଡୁଲିପି ୧୫୦୦ ଖ୍ରୀ.ଅ.

ଆଧାର

ଅଧିକ ତଥ୍ୟ

  • Sanskrit Scholars of Orissa
  • ଜୟଦେବ  "Jayadéva" . Encyclopedia Americana. 1920.
ଜୟଦେବ 
କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି

Tags:

ଜୟଦେବ ଜୀବନୀଜୟଦେବ ସାହିତ୍ୟ କୃତିଜୟଦେବ ଆଧାରଜୟଦେବ ଅଧିକ ତଥ୍ୟଜୟଦେବଜୟଦେବ (ଚଳଚ୍ଚିତ୍ର)ଜୟଦେବ (ଚଳଚ୍ଚିତ୍ର-୧୯୮୭)

🔥 Trending searches on Wiki ଓଡ଼ିଆ:

ମଙ୍ଗଳା ମନ୍ଦିରଓଡ଼ିଶାର ଦୋଳଯାତ୍ରାଜଗଦୀଶ ମହାନ୍ତି୧୪୦୫ଦେବଦୁର୍ଲ୍ଲଭ ଦାସବାସନ୍ତୀଗୋଦାବରୀଶ ମହାପାତ୍ରଭାରତୀୟ ଡାକ ସେବାରାଧାମୋହନ ଗଡ଼ନାୟକମାର୍ଚ୍ଚରାସନ କାର୍ଡ଼ (ଭାରତ)ଲବଣ ସତ୍ୟାଗ୍ରହଶୁକ୍ରବାରପୂର୍ବେଶ୍ୱର ଶିବ ମନ୍ଦିରବିମ୍ବାଧର କୁଅଁରସଂସଦୀୟ ଗଣତନ୍ତ୍ରଶ୍ରୀଧର ଦାସଉତ୍କଳ ଦିବସତୁଷାରକାନ୍ତି ବେହେରାଯକ୍ଷ୍ମାକପିଳେନ୍ଦ୍ର ଦେବକୃଷ୍ଣବିଜୟ କୁମାର ପ୍ରଧାନଦେଉଳଝରି ଉଷ୍ଣପ୍ରସ୍ରବଣପ୍ରାଣୀପ୍ରାଣବନ୍ଧୁ କରଭାରତ ସରକାରଲିଙ୍ଗରାଜ ମନ୍ଦିରକର୍କଟ ରୋଗପଦାର୍ଥ ବିଜ୍ଞାନତିର୍ଥେଶ୍ୱର ଶିବ ମନ୍ଦିରହିଙ୍ଗୁଳା ମନ୍ଦିରଭାଷାମାସଜାତୀୟ ସଂସଦ (ଜାପାନ)ବାଘତାରାତାରିଣୀ ମନ୍ଦିର୧୫ ଅପ୍ରେଲବିବାହବଳଗ୍ରହପ୍ରଣବ ପ୍ରକାଶ ଦାସହନୁମାନ ଚାଳିଶାକାଳିନ୍ଦୀ ଚରଣ ପାଣିଗ୍ରାହୀସାତକଡ଼ି ହୋତାଚୈତ୍ର ପୂର୍ଣ୍ଣିମାରାଧାରାଣୀ ପଣ୍ଡାହିପୋପୋଟାମସବୃହସ୍ପତି୧୯୮୮କାହ୍ନୁଚରଣ ମହାନ୍ତିଶିମିଳିପାଳ ଜାତୀୟ ଉଦ୍ୟାନଚିଲିକା ହ୍ରଦ୨୧ ମାର୍ଚ୍ଚଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଜାନକୀ ବଲ୍ଲଭ ପଟ୍ଟନାୟକ୨୦୨୨ ଫିଫା ବିଶ୍ୱକପ୍ଜୟ ଜଗନ୍ନାଥକଇଥନୀଳକଣ୍ଠ ଦାସ୨୧୧୫୭୨ଫୁଲମହାଦେଶGlobe ruptureମାୟାଧର ମାନସିଂହଗୋଦାବରୀଶ ମିଶ୍ରସତୀ (ହିନ୍ଦୁ ଦେବୀ)ଯଦୁମଣି ମହାପାତ୍ର🡆 More