ପୂର୍ଣ୍ଣିମା

ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି)କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।

ପୂର୍ଣ୍ଣିମା
ପୂର୍ଣ୍ଣ ଚନ୍ଦ୍ର

ପର୍ବପର୍ବାଣି

    ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ।
    ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ।
    ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
    ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
  • କାର୍ତ୍ତିକ ପୂର୍ଣ୍ଣିମା: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
  • ମାର୍ଗଶିର ପୂର୍ଣ୍ଣିମା: ଶିବ ପାର୍ବତୀଙ୍କ ଉଦ୍ଦେଶ୍ୟରେ ଯମରାଜଙ୍କ କୋପରୁ ରକ୍ଷା ପାଇବା ପାଇଁ ପଣ୍ଡୁ ଓଷା କରାଯାଏ।
  • ପୌଷ ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
  • ମାଘ ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା ଓ ଅଇଘରା ନାମରେ ମଧ୍ୟ ଜଣା ।
  • ଫାଲଗୁନ ପୂର୍ଣ୍ଣିମା :ଦୋଳ ମେଲଣ ଉତ୍ସବ ଓ ଫଗୁ ଖେଳ ପାଳନ ହୁଏ।
  • ଚୈତ୍ର ପୂର୍ଣ୍ଣିମା: (ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ହନୁମାନ ଜୟନ୍ତୀ ପାଳନ

ଆଧାର

ଅଧିକ ତଥ୍ୟ

Tags:

🔥 Trending searches on Wiki ଓଡ଼ିଆ:

କଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାବାଟମଙ୍ଗଳାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଡ଼ିଶା ଉଚ୍ଚ ନ୍ୟାୟାଳୟଲକ୍ଷ୍ମୀମହିମା ଧର୍ମମହାଭାରତଖାରବେଳଗୁରୁପ୍ରସାଦ ମହାନ୍ତିଏଚଆଇଭି/ଏଡସଭକ୍ତ ଚରଣ ଦାସଆଦିଶଙ୍କରବ୍ୟାଙ୍କଭୀମାଶଙ୍କର ମନ୍ଦିରଦାରିଙ୍ଗବାଡ଼ିଭାରତୀୟ ଡାକ ସେବାଲକ୍ଷ୍ମୀକାନ୍ତ ମହାପାତ୍ରଅଶୋକାଷ୍ଟମୀଅଭିନେତ୍ରୀ (ନାରୀ କଳାକାର)ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଓଡ଼ିଶାର ଲୋକନୃତ୍ୟମୁଁ ରାଜା ତୁ ରାଣୀରୋହିଦାସ ସିଂ ନାଗଶିଶୁ ଅନନ୍ତ ଦାସଭୁବନେଶ୍ୱରହିନ୍ଦୁ ଧର୍ମଭାରତୀୟ ଜନଗଣନାୟୁକ୍ରେନଅବସରଗୁଗଲଗରୁଡ଼ପଞ୍ଚାୟତ ରାଜଗୋଲୋକ ବିହାରୀ ଧଳକେବେ ତମେ ନାହଁ କେବେ ମୁଁ ନାହିଁସାରଳା ଦାସଇନୋଟୁଜୁମାବ ଓଜୋଗାମିସିନବିଦ୍ୟୁତହନୁମାନ ଜୟନ୍ତୀବିଶ୍ୱ ଏଡ୍‌ସ ଦିବସଚିକିତ୍ସା ବିଜ୍ଞାନମାହିମ ଦୁର୍ଗ , ମୁମ୍ବାଇମନମୋହନ ସାମଲଚନ୍ଦ୍ରଶେଖର ରଥକୋଣାର୍କ ସୂର୍ଯ୍ୟ ମନ୍ଦିରଶବ୍ଦ (ପଦ)ବ୍ରତବୈଦେହୀଶ ବିଳାସଲୋକ ସଭାର ବାଚସ୍ପତିରାମଉଇଲିୟମ୍ ହେନେରୀ ପର୍କିନଅଶୋକ ସମ୍ରାଟରାମଚନ୍ଦ୍ର ମିଶ୍ରସଫ୍ଟୱେରସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସକେନ୍ଦୁଝର ଜିଲ୍ଲାଇରା ମହାନ୍ତିଶ୍ରୀନିବାସ ରାମାନୁଜନମହାତ୍ମା ଗାନ୍ଧୀକଳାହାଣ୍ଡି ଜିଲ୍ଲାମଧୁସୂଦନ ରାଓକିଶୋରଚନ୍ଦ୍ରାନନ୍ଦ ଚମ୍ପୂରବିବାରରାଜକିଶୋର ରାୟଓଡ଼ିଆ କଥାଚିତ୍ର ଜଗତ🡆 More