ଇଣ୍ଟରନେଟ: କୋମ୍ପୁଟର ମାନଙ୍କ ଅନ୍ତର୍ଜାତିକ ମେଳଣ

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ଇଣ୍ଟରନେଟ‎
ଇଣ୍ଟରନେଟ: କୋମ୍ପୁଟର ମାନଙ୍କ ଅନ୍ତର୍ଜାତିକ ମେଳଣ
ଇଣ୍ଟରନେଟ‎

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ୱବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୂଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ୱରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଜ୍ଞାନକୌଶଳ

ଇଣ୍ଟରନେଟରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭରଗୁଡ଼ିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟରରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭରର ସ୍ୱତନ୍ତ୍ର ନାମ ଏବଂ ଆଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟରରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭରରୁ ସମ୍ପୃକ୍ତ ପ୍ରୁଷ୍ଠାକୁ ଆମ କମ୍ପ୍ୟୁଟରରେ ଦେଖେଇ ଥାଏ ଏବଂ ଆମେ ଆମ କାମ କରିଥାଉ ।

ଆଧାର

Tags:

କମ୍ପ୍ୟୁଟର

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ଦାସଶିଶୁପାଳଗଡ଼ଇସଲାମ ଧର୍ମଓ ଅନ୍ଧଗଳିମନୋଜ ଦାସଙ୍କ କଥା ଓ କାହାଣୀପ୍ରସନ୍ନ କୁମାର ଦାସଘଟଗାଁସନ୍ତୋଷ ସିଂହ ସାଲୁଜାଅଭିମନ୍ୟୁ ସାମନ୍ତସିଂହାରବିଭୂତି ପଟ୍ଟନାୟକଦାସକାଠିଆଦିଗରାଜ ବ୍ରହ୍ମାମନୋଜ ଦାସଅଶୋକାଷ୍ଟମୀଓଡ଼ିଆ ସାହିତ୍ୟର ଇତିହାସଜଗନ୍ନାଥଙ୍କ ବେଶବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶାର ଲୋକନୃତ୍ୟଜଳ ପ୍ରଦୂଷଣଭାରତୀୟ ଜାତୀୟ କଂଗ୍ରେସବାଲେଶ୍ୱର ଜିଲ୍ଲାକାଳିନ୍ଦୀ ଚରଣ ପାଣିଗ୍ରାହୀଗୋପୀନାଥ ମହାନ୍ତିମଙ୍ଗଳା ମନ୍ଦିରଜବାହରଲାଲ ନେହେରୁହୃଷୀକେଶ ପଣ୍ଡାଗାୟତ୍ରୀବାଳା ପଣ୍ଡାମାରୀଚପଦ୍ମଚରଣ ପଟ୍ଟନାୟକପ୍ରଧାନ ପୃଷ୍ଠାକିଶୋରୀ ଚରଣ ଦାସଘର ସଂସାରଜୟୀ ରାଜଗୁରୁହାଡ଼ି ଦାସମିଳିତ ଜାତିସଂଘବିଷ୍ଣୁନବଗୁଞ୍ଜରଅକ୍ଷୟ ତୃତୀୟାକରଣ (ଜାତି)ମାହିମ ଦୁର୍ଗ , ମୁମ୍ବାଇତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲିନକ୍ସ ବଣ୍ଟନଗୋଦାବରୀଶ ମିଶ୍ରବିଦୁସ୍ମିତାନିତ୍ୟାନନ୍ଦ ମହାପାତ୍ରକନ୍ଧମାଳ ଜିଲ୍ଲାକେଦାରନାଥ ମନ୍ଦିରଅର୍ଥଶାସ୍ତ୍ରଜୟ ଶ୍ରୀରାମଓଡ଼ିଶାର ସଂସ୍କୃତିପ୍ରତିଭା ରାୟରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ୨ (ସଂଖ୍ୟା)ପଣା ସଂକ୍ରାନ୍ତିଆର୍ଥିକ ସ୍ୱାଧୀନତାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଡଙ୍ଗାଟାଇଫଏଡପଶ୍ଚିମ ଓଡ଼ିଶାଗୋପାଳ ଚନ୍ଦ୍ର ପ୍ରହରାଜମେକ୍ସିକୋମାଗୁଣିର ଶଗଡ଼ (କଥାଚିତ୍ର)ହରପ୍ରସାଦ ଦାସମିଳିମିଳାସୁଦଶା ବ୍ରତଗୁଲଜାରଗୋପାଳ ଛୋଟରାୟନାନନୂଆ ଦିଲ୍ଲୀଭଗବତୀ ଦେଉଳଓଡ଼ିଶା ବିଧାନ ସଭାକବିସୂର୍ଯ୍ୟ ବଳଦେବ ରଥସମ୍ବଲପୁର ଜିଲ୍ଲା🡆 More