ଭି. କାର୍ତ୍ତିକେୟ ପାଣ୍ଡିଆନ

ଭି.

କାର୍ତ୍ତିକେୟ ପାଣ୍ଡିଆନ (ଜନ୍ମ: ୨୯ ମଇ ୧୯୭୪; ଜନ୍ମସ୍ଥାନ: ତାମିଲନାଡ଼ୁ) ଜଣେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ଏବଂ ବିଜୁ ଜନତା ଦଳର ରାଜନେତା । ୨୦୦୦ ମସିହାରେ ସେ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସରକାରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ୫ଟି (ଫାଇଭ୍ ଟି/5T) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି ।

ଭି. କାର୍ତ୍ତିକେୟ ପାଣ୍ଡିଆନ
ଭି. କାର୍ତ୍ତିକେୟ ପାଣ୍ଡିଆନ
ଜନ୍ମ (1974-05-29) ୨୯ ମଇ ୧୯୭୪ (ବୟସ ୪୯)
ଶିକ୍ଷାକୃଷିଶିକ୍ଷାରେ ସ୍ନାତକୋତ୍ତୋର
ବୃତ୍ତି(ସମୂହ)ଅବସରପ୍ରାପ୍ତ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ, ୫ଟି ଅଧକ୍ଷ
ରାଜନୈତିକ ଦଳବିଜୁ ଜନତା ଦଳ (୨୦୨୩ – ଏବେଯାଏଁ)
ବୈବାହିକ-ସାଥୀସୁଜାତା ରାଉତ କାର୍ତ୍ତିକେୟନ

ପ୍ରାଥମିକ ଜୀବନ ଏବଂ ଶିକ୍ଷା

ସେ କୃଷିଶିକ୍ଷା କ୍ଷେତ୍ରରେ ସ୍ନାତକ କରିବା ପରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ସ୍ନାତକୋତ୍ତର କରିଥିଲେ ।

ବୃତ୍ତି

ସେ ୨୦୦୦ ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।

୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ ।

୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣିଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

ସେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ସୁଜାତା ରାଉତଙ୍କୁ ବିବାହ କରିଥିଲେ ।

ପୁରସ୍କାର

ଜାନୁଆରୀ ୨୯, ୨୦୨୩ରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ ୨୦୨୩ ସମୟରେ ଆନ୍ତର୍ଜାତୀୟ ହକି ଫେଡ଼େରେସନ, ଓଡ଼ିଶାରେ ହକିର ସଫଳ ଆୟୋଜନ ପାଇଁ ତାଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ ପୁରସ୍କାର ପ୍ରଦାନ କରିଥିଲା ।

ଆଧାର

ବାହାର ଆଧାର

Tags:

ଭି. କାର୍ତ୍ତିକେୟ ପାଣ୍ଡିଆନ ପ୍ରାଥମିକ ଜୀବନ ଏବଂ ଶିକ୍ଷାଭି. କାର୍ତ୍ତିକେୟ ପାଣ୍ଡିଆନ ବୃତ୍ତିଭି. କାର୍ତ୍ତିକେୟ ପାଣ୍ଡିଆନ ବ୍ୟକ୍ତିଗତ ଜୀବନଭି. କାର୍ତ୍ତିକେୟ ପାଣ୍ଡିଆନ ପୁରସ୍କାରଭି. କାର୍ତ୍ତିକେୟ ପାଣ୍ଡିଆନ ଆଧାରଭି. କାର୍ତ୍ତିକେୟ ପାଣ୍ଡିଆନ ବାହାର ଆଧାରଭି. କାର୍ତ୍ତିକେୟ ପାଣ୍ଡିଆନଓଡ଼ିଶା ସରକାରତାମିଲନାଡ଼ୁନବୀନ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଗୋବିନ୍ଦ ତ୍ରିପାଠୀକାଳୀଚରଣ ପଟ୍ଟନାୟକଗ୍ରହସମୟମଣ୍ଡଳବନ୍ଦେ ଉତ୍କଳ ଜନନୀବିଜୁ ଜନତା ଦଳମୟୂରଭଞ୍ଜ ଜିଲ୍ଲାଇନ୍ଦୁରାଣୀ ମହାପାତ୍ରଜାପାନୀ ଭାଷାଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାତମନ୍ନା ବ୍ୟାସନିଝୁମ ରାତିର ସାଥୀ (୨୦୧୭)ଓଡ଼ିଶାର ଭୂଗୋଳ୧୨ସଂଯୁକ୍ତା ପାଣିଗ୍ରାହୀଉତ୍ତମ ମହାନ୍ତିଅଂଶୁଘାତଶ୍ରୀରାଧା୧୧ ମାର୍ଚ୍ଚସ୍ୱାଧୀନତାଆଇଓଏସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମହୁଲହରେକୃଷ୍ଣ ମହତାବମଦର ଟେରେସାଦକ୍ଷିଣ ଆଫ୍ରିକାଇତିହାସପକ୍ଷଅପ୍ରେଲନମ୍ରତା ଦାସଜୁଲାଇରାବଣାନୁଗ୍ରହଆମ୍ବଉଇକିପିଡ଼ିଆନବକଳେବରପ୍ରଦୀପ ଦାଶଏମ ଏସ ସ୍ୱାମୀନାଥନଆଶୁତୋଷ ପରିଡ଼ାବୀର ସୁରେନ୍ଦ୍ର ସାଏସ୍ୱାମୀ ବିବେକାନନ୍ଦ୩ (ସଂଖ୍ୟା)ରଘୁନାଥ ପରିଚ୍ଛାବୀଣାପାଣି ମହାନ୍ତିଓଡ଼ିଆ କବି ମାନଙ୍କର ତାଲିକା୨୪ ଅଗଷ୍ଟବିଜୁ ପଟ୍ଟନାୟକରାୟଗଡ଼ା ଜିଲ୍ଲାଏକାଦଶୀଓଡ଼ିଆ କାବ୍ୟ କବିତାଇଡ଼ିତାଲବିଶ୍ୱ ଏଡ୍‌ସ ଦିବସବିରେନ ପଲେଇଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗଣିତକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ପଞ୍ଚାୟତ ରାଜଲିନକ୍ସବାଘଛବିଳ ମଧୁ ବର୍ଣ୍ଣବୋଧନମିତା ଅଗ୍ରୱାଲଦୁର୍ଗାଢେଙ୍କାନାଳ ଜିଲ୍ଲାଯଶୋବନ୍ତ ଦାସଚିତାଲାଗି ଅମାବାସ୍ୟାକୃଷ୍ଣପ୍ରସାଦ ମିଶ୍ରଜାମସେଦଜୀ ଟାଟାଅପରେଟିଙ୍ଗ ସିଷ୍ଟମଉତ୍କଳ ଦିବସନୃସିଂହବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଟ୍ରିପଲ ଏକ୍ସ ସିଣ୍ଡ୍ରୋମଉପେନ୍ଦ୍ର କିଶୋର ଦାସ🡆 More