ପ୍ରଦୀପ ଦାଶ: ଗାଳ୍ପିକ

ପ୍ରଦୀପ ଦାଶ, ଜଣେ ଓଡ଼ିଆ ଗାଳ୍ପିକ । ୧୯୯୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ ଘୁମ୍ ପାହାଡ଼ର ନଈ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ପୁସ୍ତକ ମୀମାଂସା ଉପରେ ପର୍ଯ୍ୟବସିତ, ସମନାମରେ ଏକ ଓଡ଼ିଆ କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ଦାଶ, ସେହି ଚଳଚ୍ଚିତ୍ରର ସଂଳାପ ମଧ୍ୟ ରଚନା କରିଥିଲେ । ବୃତ୍ତିରେ ଦାଶ, ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।

ପ୍ରଦୀପ ଦାଶ
ଜନ୍ମ ଓ ଜନ୍ମସ୍ଥାନ୧୯୬୧
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮

ରଚନାବଳୀ

  • ଚରୁ ଚିବର ଓ ଚର୍ଯ୍ୟା
  • ଅରୁନ୍ଧତୀର ଆଲୁଅ - ୨୦୧୫ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଘୁମ୍ ପାହାଡ଼ର ନଈ - ୨୦୦୧ (ସରସ୍ୱତୀ ଦେବୀ)
  • ମୀମାଂସା - ୨୦୦୪ (ଜ୍ୟୋତ୍ସ୍ନା ମିଶ୍ର)
  • ରାଧା ତମାଳ - ୨୦୦୯ (ଅଗ୍ରଦୂତ)
  • ସୁବର୍ଣ୍ଣା ଆଁରେ ଗାଁ - ୨୦୦୭ (ସୁଧା ପ୍ରକାଶନ)
  • ସୁତ ଉବାଚ - ୨୦୧୧ (ବିଦ୍ୟାପୁରୀ)

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଘୁମ୍ ପାହାଡ଼ର ନଈ) - ୧୯୯୮
  • ଶାରଳା ପୁରସ୍କାର - ୨୦୧୯
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୧୮

ଆଧାର

Tags:

ମୀମାଂସା

🔥 Trending searches on Wiki ଓଡ଼ିଆ:

ସପ୍ତର୍ଷିଶୃତି ମହାପାତ୍ରପାର୍ବତୀପଶ୍ଚିମ ଓଡ଼ିଶାହୁବଳିଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଭାରତର ସଂସ୍କୃତିତିଥିହୀରାକୁଦପୃଥିବୀର ବାୟୁମଣ୍ଡଳଗୋବିନ୍ଦ ତ୍ରିପାଠୀଖ୍ରୀଷ୍ଟ ମହାବିଦ୍ୟାଳୟକବିସୂର୍ଯ୍ୟ ବଳଦେବ ରଥହିଲାରୀ କ୍ଲିଣ୍ଟନରାମାୟଣବ୍ରଜନାଥ ବଡ଼ଜେନାବୁଧନ ମୁର୍ମୁଡେଙ୍ଗୁ ଜରରାଜେନ୍ଦ୍ର କିଶୋର ପଣ୍ଡାଓଡ଼ିଆ ସାହିତ୍ୟର ଇତିହାସଅଜୟନ୍ତୀ ପ୍ରଧାନମାଣବସା ଗୁରୁବାରସମାଜ (ଖବରକାଗଜ)ଲିଓ ଟଲଷ୍ଟୟବିଭୂତି ପଟ୍ଟନାୟକଭାରତ ମସଲାପ୍ରଥମାଷ୍ଟମୀମୀରା ବାଈପ୍ରଶାନ୍ତ ମହାସାଗରପଣା ସଂକ୍ରାନ୍ତିଅମଡ଼ା ବାଟମାଇକ୍ରୋସଫ୍ଟହାର୍ଡୱେରମନମୋହନ ସାମଲହରିଶୟନ ଏକାଦଶୀରାମ ନବମୀଜନ ଗଣ ମନଭଦଭଦଳିଆଜୈନ ଧର୍ମ୨୯ ଅପ୍ରେଲପ୍ରଯୁକ୍ତି ବିଦ୍ୟାପରମାନନ୍ଦ ଆଚାର୍ଯ୍ୟଗୀତଗୋବିନ୍ଦଶଙ୍ଖ କ୍ଷେତ୍ରକାହ୍ନୁଚରଣ ମହାନ୍ତିଦାମୋଦର ନଦୀମାଂସର ବିଳାପମୌଳିକ ସଂଖ୍ୟାଯବକ୍ଷାରଜାନପଦାର୍ଥମନ୍ମଥ ନାଥ ଦାସଶବ୍ଦ (ପଦ)ରବୀନ୍ଦ୍ର କୁମାର ସେଠୀକାଟୁଲୁ ରବି କୁମାରଖାଦ୍ୟଯକୃତବର୍ଷାଯାଜପୁର ଜିଲ୍ଲାଗୋପବନ୍ଧୁ ଦାସକୋଷ୍ଠକାଠିନ୍ୟ୩ (ସଂଖ୍ୟା)୨୮ ଅପ୍ରେଲଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀଜାଣୁକିଶୋରୀ ଚରଣ ଦାସଜଳଉଇକିମିଡ଼ିଆ ଫାଉଣ୍ଡେସନକୃଷ୍ଣଚନ୍ଦ୍ର ପାଣିଗ୍ରାହୀହନୁମାନ ଜୟନ୍ତୀରମାକାନ୍ତ ରଥ🡆 More