ଉତ୍ତମ ମହାନ୍ତି: ଓଡ଼ିଆ ଅଭିନେତା

ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଜନ୍ମ (1958-12-23) ୨୩ ଡିସେମ୍ବର ୧୯୫୮ (ବୟସ ୬୫)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୦- ଏବେ ଯାଏଁ
ବୈବାହିକ-ସାଥୀଅପରାଜିତା ମହାନ୍ତି
ସନ୍ତାନବାବୁଶାନ୍

ପ୍ରାରମ୍ଭିକ ଜୀବନ

ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା ।

ଚଳଚ୍ଚିତ୍ର ଜୀବନ

୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।


ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କଳ୍କୀ ଅବତାର ୧୯୯୯ ହର ପଟ୍ଟନାୟକ
ରୂପା ଗାଁର ସୁନାକନିଆଁ ୧୯୯୮ ରାଜୁ ମିଶ୍ର
ପୁଅ ମୋର ଭୋଳାଶଙ୍କର ୧୯୯୬ ହର ପଟ୍ଟନାୟକ
ସୁହାଗ ସିନ୍ଦୂର ୧୯୯୬ ହର ପଟ୍ଟନାୟକ
ଲକ୍ଷ୍ମଣ ରେଖା ୧୯୯୬ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
କପାଳ ଲିଖନ ୧୯୯୨ ହର ପଟ୍ଟନାୟକ
ଭୀଷ୍ମ ପ୍ରତିଜ୍ଞା ୧୯୯୨ ରବି କିନ୍ନାଗୀ
ଏଇ ଆମ ସଂସାର ୧୯୯୨ ଶିଶିର ମିଶ୍ର
ପଞ୍ଚୁ ପାଣ୍ଡବ ୧୯୮୯ ଶିଶିର ମୋହନ ପତି
ପାପପୁଣ୍ୟ ୧୯୮୮ ସିଦ୍ଧାର୍ଥ
ପୂଜାଫୁଲ ୧୯୮୫ ଜେ. ଏଚ୍. ସତ୍ତାର
ସତ କେବେ ଲୁଚି ରହେନା ୧୯୮୫ ରମେଶ ମହାନ୍ତି
ସମୟ ବଡ଼ ବଳବାନ ୧୯୮୫ ଶିଶିର ମିଶ୍ର
ସହରୀ ବାଘ ୧୯୮୫ ମହମ୍ମଦ ମହସୀନ
ଦଣ୍ଡା ବାଳୁଙ୍ଗା ୧୯୮୪ ମହମ୍ମଦ ମହସୀନ
ଝିଅଟି ସୀତା ପରି ୧୯୮୩ ବିଧୁଭୁଷଣ ନନ୍ଦ
ଫୁଲ ଚନ୍ଦନ ୧୯୮୨ ମହମ୍ମଦ ମହସୀନ
ରାମାୟଣ ୧୯୮୦ ଗୋବିନ୍ଦ ତେଜ
ଅଭିମାନ ୧୯୭୭ ସାଧୁ ମେହେର

ମାନ ସମ୍ମାନ

ଆଧାର

ଅଧିକ ତଥ୍ୟ


Tags:

ଉତ୍ତମ ମହାନ୍ତି ପ୍ରାରମ୍ଭିକ ଜୀବନଉତ୍ତମ ମହାନ୍ତି ଚଳଚ୍ଚିତ୍ର ଜୀବନଉତ୍ତମ ମହାନ୍ତି ମାନ ସମ୍ମାନଉତ୍ତମ ମହାନ୍ତି ଆଧାରଉତ୍ତମ ମହାନ୍ତି ଅଧିକ ତଥ୍ୟଉତ୍ତମ ମହାନ୍ତିଅଭିମାନଓଡ଼ିଆ ସିନେମା ଜଗତଓଡ଼ିଶାଭାରତ

🔥 Trending searches on Wiki ଓଡ଼ିଆ:

ପରିବାରସେବିଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାକଳାକଳେବର ଚଉତିଶାଇନ୍‌ଫ୍ଲୁଏଞ୍ଜାପୋଡ଼ ପିଠାକଥକଳୀରବି ନାରାୟଣ ନନ୍ଦମାହିମ ଦୁର୍ଗ , ମୁମ୍ବାଇରାମାୟଣଶିବାଜୀଜଗନ୍ନାଥଙ୍କ ବେଶଘର ସଂସାରଅଚ୍ୟୁତାନନ୍ଦ ପ‌ତିସଫ୍ଟୱେରମନୋଜ ଦାସକବିସୂର୍ଯ୍ୟ ବଳଦେବ ରଥୟୁକ୍ରେନଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମିଶ୍ରଖୋର୍ଦ୍ଧା ଜିଲ୍ଲାଗୋପାଳ ଛୋଟରାୟଓଡ଼ିଶାର ଦଶହରାଗାୟତ୍ରୀବାଳା ପଣ୍ଡାଓଧକଟକଯକ୍ଷ୍ମାମେରୁ ଯାତ୍ରାବାଳୁଙ୍ଗା ଟୋକାଚନ୍ଦ୍ରଶେଖର ରଥସ୍ତନ୍ୟପାନକୁଷ୍ଠଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକୋଷଓଡ଼ିଆ କାବ୍ୟ କବିତାସୁରେଶ କୁମାର ରାଉତରାୟପଦାର୍ଥ ବିଜ୍ଞାନମାଳତୀ ଚୌଧୁରୀଋତୁସ୍ରାବଇଂରାଜୀ ଭାଷାଭଗବତ ଗୀତାଶ୍ରୀଜଙ୍ଗସୁଦଶା ବ୍ରତତ୍ରିଭୁଜସୁନାଜଗନ୍ନାଥ ପ୍ରସାଦ ଦାସଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃପାସିନ୍ଧୁ ମିଶ୍ରପିପିଲିଓଡ଼ିଆ ନାଟକକୁମାରିଲ ଭଟ୍ଟସାନିଆ ମିର୍ଜାକଳିଙ୍ଗ ଯୁଦ୍ଧwiki.phtmlମଟର ସାଇକେଲଇଣ୍ତିଆ ଗେଟକେଦାରନାଥ ମନ୍ଦିରହାତଜଳଗଣନ ସଂଖ୍ୟାଜଗନ୍ନାଥଦୁର୍ଗାଆଚାର୍ଯ୍ୟ ହରିହରବିଶ୍ୱଜିତ ଦାସଖିଲିପାନ🡆 More