ଜୟୀରାମ ସାମଲ: ଓଡ଼ିଆ ଅଭିନେତା

ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।

ଜୟୀରାମ ସାମଲ
ଜୟୀରାମ ସାମଲ: ପ୍ରାରମ୍ଭିକ ଜୀବନ, କଥାଚିତ୍ର ଜୀବନ, ପୁରସ୍କାର ଓ ସମ୍ମାନ
Born
କୁମୁଡ଼ା ଜଇପୁର, ମାହାଙ୍ଗା, କଟକ, ଓଡ଼ିଶା
Occupationଅଭିନେତା
Years active୧୯୭୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।

କଥାଚିତ୍ର ଜୀବନ

୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତି ଚିରି ଦେଲେ ତୁ ୨୦୦୮ ଏସ. କେ. ମୁରଲିଧରନ୍
ଏ ଯୁଗର କୃଷ୍ଣ ସୁଦାମା ୨୦୦୭ ହର ପଟ୍ଟନାୟକ
ଧଉଳି ଏକ୍ସପ୍ରେସ୍ ୨୦୦୭ ଚିତ୍ତ ରଞ୍ଜନ ତ୍ରିପାଠୀ
ନାରୀ ନୁହେଁ ତୁ ନାରାୟଣୀ ୨୦୦୭ ହିମାଂଶୁ ପରିଜା
ଥ୍ୟାଙ୍କ ୟୁ ଭଗବାନ ୨୦୦୬ ହର ପଟ୍ଟନାୟକ
ପ୍ରେମ ଋତୁ ଆସିଲାରେ ୨୦୦୬ ସୁଧାଂଶୁ ସାହୁ
ମା’ ଓ ମମତା ୧୯୯୯
ଅମର ପ୍ରେମ ୧୯୭୬ ଗୋପାଳ ଘୋଷ, ପଳାଶ ବାନାର୍ଜୀ
ସିନ୍ଦୂର ବିନ୍ଦୁ ୧୯୭୬ ଶିଶିର ମିଶ୍ର
କୃଷ୍ଣ ସୁଦାମା ୧୯୭୬ ନିତାଇ ପାଲିତ
ଯାଯାବର ୧୯୭୫ ତ୍ରିମୂର୍ତ୍ତି

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ

Tags:

ଜୟୀରାମ ସାମଲ ପ୍ରାରମ୍ଭିକ ଜୀବନଜୟୀରାମ ସାମଲ କଥାଚିତ୍ର ଜୀବନଜୟୀରାମ ସାମଲ ପୁରସ୍କାର ଓ ସମ୍ମାନଜୟୀରାମ ସାମଲ ଆଧାରଜୟୀରାମ ସାମଲ ଅଧିକ ତଥ୍ୟଜୟୀରାମ ସାମଲଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ଅସୀମା ପଣ୍ଡାଗୌରହରି ଦାସମୁକୁନ୍ଦ ପ୍ରସାଦ ଦାସରାମଚନ୍ଦ୍ର ପ୍ରତିହାରୀବଳରାମ ଦାସଅସହଯୋଗ ଆନ୍ଦୋଳନଓଡ଼ିଆ ଖାଦ୍ୟଶକ୍ତିମହେଶ୍ୱର ମହାନ୍ତି (ସାହିତ୍ୟିକ)ଭାରତୀୟ ମହାକାଶ ଗବେଷଣା ସଂସ୍ଥାବାମାଚରଣ ମିତ୍ରବିଜୁ ଜନତା ଦଳତ୍ରିଭୁଜଡୁରେସ୍ପ୍ରତିପଦ୮୦୦ଛବିଳ ମଧୁ ବର୍ଣ୍ଣବୋଧଯୌନ ସମ୍ଭୋଗଫୁସଫୁସଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶେୟାର ବଜାରସିକ୍ଲ ସେଲ୍ ରୋଗକଳିଙ୍ଗ ଯୁଦ୍ଧପୂର୍ଣ୍ଣିମାଲୋକ ସଭାର ବାଚସ୍ପତି୧୨୬୪ମୋରାରଜୀ ଦେଶାଇଘଣ୍ଟେଶ୍ୱରୀ ମନ୍ଦିରବନମାଳି ଦାସକୃଷ୍ଣ୨୭ ଫେବୃଆରୀବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟଗୋପାଳ (ଜାତି)ଓଡ଼ିଶାର ମାପ ବ୍ୟବସ୍ଥାଶନିରମାଦେବୀ ଚୌଧୁରୀୟୁନିଫର୍ମ ରିସୋର୍ସ ଲୋକେଟରପ୍ରଶାନ୍ତ ନନ୍ଦନିତେଇ ଧୋବଣୀନବୀନ ପଟ୍ଟନାୟକହେପାଟାଇଟିସ ବିଭଗତ ସିଂହପଠାଣି ସାମନ୍ତଥାଞ୍ଜାବରଲବଣ ସତ୍ୟାଗ୍ରହ୨୭ ଜୁନଓଡ଼ିଶାର ଦୋଳଯାତ୍ରାନୋବେଲ ପୁରସ୍କାରହୋ ଜନ‌ଜାତିମୁଣ୍ଡ ବିନ୍ଧାଇଣ୍ଟର ମିଲାନ ଫୁଟବଲ କ୍ଲବମାର୍ଚ୍ଚ ୮ଦୀପାବଳୀକୃପାସିନ୍ଧୁ ମିଶ୍ରରାଧାଯୋରନ୍ଦା ମେଳାଜ୍ଞାନକୋଷଭୁବନେଶ୍ୱର ବେହେରାଦକ୍ଷିଣ କୋରିଆଦିଗରାଜ ବ୍ରହ୍ମାବଜ୍ରକାପ୍ତାଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସରଳା ଦେବୀଉତ୍କଳ ସାହିତ୍ୟ ସମାଜସୁନାଯକୃତଭର୍ଟେପୋର୍ଫିନବେଦାଙ୍ଗଦାସ ମହାନ୍ତିଓଡ଼ିଆ🡆 More