ପଦ୍ମ ଫୁଲ

] ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମ ଓ ଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମକୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି ।

ପଦ୍ମ ଫୁଲ
ପଦ୍ମ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଗଣ: Proteales
କୁଳ: Nelumbonaceae
ପ୍ରଜାତି: Nelumbo
ଜାତି: N. nucifera
ବାଇନୋମିଆଲ ନାମ
Nelumbo nucifera
Gaertn.
Synonyms
  • Nelumbium speciosum Willd.
  • Nymphaea nelumbo

ସାଂସ୍କୃତିକ ମହତ୍ୱ

ବୈଶିଷ୍ଟ୍ୟ

ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରଂ


ପଦ୍ମପତ୍ର ନିଭେକ୍ଷଣାମ୍


ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍

ବ୍ୟବହାର

ଓଡ଼ିଆ ରାନ୍ଧଣାରେ ପଦ୍ମନାଡରେ ତରକାରୀ ତିଆରୀ ହୁଏ ।

କିଛି ଛବି

ଆଧାର

ବାହାର ଆଧାର

ପଦ୍ମ ଫୁଲ  ଉଇକିମିଡ଼ିଆ କମନ୍ସରେ Nelumbo nucifera-ସମ୍ପର୍କିତ ମିଡ଼ିଆ

Tags:

ପଦ୍ମ ଫୁଲ ସାଂସ୍କୃତିକ ମହତ୍ୱପଦ୍ମ ଫୁଲ ବୈଶିଷ୍ଟ୍ୟପଦ୍ମ ଫୁଲ ବ୍ୟବହାରପଦ୍ମ ଫୁଲ କିଛି ଛବିପଦ୍ମ ଫୁଲ ଆଧାରପଦ୍ମ ଫୁଲ ବାହାର ଆଧାରପଦ୍ମ ଫୁଲ

🔥 Trending searches on Wiki ଓଡ଼ିଆ:

ଗ୍ରହଗୀତଗୋବିନ୍ଦଶେଉଳଚୈତ୍ରକ୍ରସ ସାଇଟ୍ ସ୍କ୍ରିପଟିଂଦ୍ରୌପଦୀ ମୁର୍ମୁଭାରତର ନଦୀ ସମୂହର ତାଲିକାଆର୍ମେନିଆନନ୍ଦିନୀ ଶତପଥୀକାଳୀଚରଣ ପଟ୍ଟନାୟକଚା’ନୀଳକଣ୍ଠ ଦାସମୋରୋକ୍କୋଓଡ଼ିଶାର ଲୋକନୃତ୍ୟଗୋପାଳ (ଜାତି)କୁମାର ପୂର୍ଣ୍ଣିମାସାରଳା ଦାସଗୌତମ ବୁଦ୍ଧଗୁଗଲଗୁରୁ ପ୍ରସାଦ ମହାନ୍ତିବଣ୍ଡ (ଅର୍ଥ)ଭାରତର ଜାତୀୟ ପତାକାଭାରତୀୟ ମହିଳାପଣା ସଂକ୍ରାନ୍ତିସୁନାମଣ୍ଡାହରେକୃଷ୍ଣ ମହତାବବୃସେଲ୍ସ୮ ମାର୍ଚ୍ଚମେକ୍ସିକୋରାମାୟଣସାମସଙ୍ଗଓଡ଼ିଶାର ପର୍ବପର୍ବାଣିଓସ୍ତଦିସପୁରଉଇକିବିଦ୍ୟାଳୟଅଡ଼ି୨୨ ନଭେମ୍ବରଆଟୋପିକ ଡର୍ମାଟାଇଟିସପ୍ରତାପ କେଶରୀ ଦେଓଭିଏତନାମମନୋରଞ୍ଜନ ଦାସସୁନ୍ଦରବନ ଜାତୀୟ ଉଦ୍ୟାନତେଲୁଗୁ ଭାଷାଗାୟତ୍ରୀ ସରାଫନେଲସନ ମଣ୍ଡେଲାସ୍ୱାମୀ ବିବେକାନନ୍ଦପୂଜା ହେଗଡ଼େବିରାଟ କୋହଲୀଗଣନ ସଂଖ୍ୟାଗାଲୁଆପଞ୍ଚସଖାଉଇକିମିଡ଼ିଆ ମୁଭମେଣ୍ଟକଟକ ଜିଲ୍ଲାଡ୍ରିମ୍ ଗାର୍ଲପୁରୀ୧୯୪୯ଢେଙ୍କାନାଳ ଜିଲ୍ଲାଏନଫୋର୍ଟୁମାବ ଭେଡୋଟିନହିନ୍ଦୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର🡆 More