ରମାକାନ୍ତ ରଥ: ଓଡ଼ିଆ କବି

ରମାକାନ୍ତ ରଥ (ଜନ୍ମ ୧୩ ଡିସେମ୍ବର ୧୯୩୪) ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ସେ କଟକଠାରେ ୧୯୩୪ରେ ଜନ୍ମ ନେଇଥିଲେ । ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ.

କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ "ସପ୍ତମ ଋତୁ" ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।

ପଦ୍ମ ଭୂଷଣ

ରମାକାନ୍ତ ରଥ
ରମାକାନ୍ତ ରଥ: ପଦାଧିକାରୀ, ସାହିତ୍ୟ ସର୍ଜନା, ପୁରସ୍କାର ଓ ସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ (1934-12-13) ୧୩ ଡିସେମ୍ବର ୧୯୩୪ (ବୟସ ୮୯)
କଟକ, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଶୈଳୀକବି
ସାହିତ୍ୟ କୃତିଶ୍ରୀରାଧା
ପୁରସ୍କାରସରସ୍ୱତୀ ସମ୍ମାନ,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର,
ଜୀବନସାଥୀଶାନ୍ତିଲତା ରଥ

ଦସ୍ତଖତରମାକାନ୍ତ ରଥ: ପଦାଧିକାରୀ, ସାହିତ୍ୟ ସର୍ଜନା, ପୁରସ୍କାର ଓ ସମ୍ମାନ

ପଦାଧିକାରୀ

୧୯୫୭ରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ସଚିବ ଭାବରେ ଅନେକ ବର୍ଷ କାମ ତୁଲାଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ ।

ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା

ରମାକାନ୍ତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ । ଏହା ତାଙ୍କର ରାଧାଙ୍କୁ ନେଇ ଲେଖା ଶ୍ରୀରାଧାସପ୍ତମ ଋତୁରେ ଦେଖିବାକୁ ମିଳିଥାଏ ।

କବିତା

  • "କେତେ ଦିନର" (୧୯୬୨)
  • "ଅନେକ କୋଠରୀ" (୧୯୬୭)
  • "ସନ୍ଧିଗ୍ଧ ମୃଗୟା" (୧୯୭୧)
  • "ସପ୍ତମ ଋତୁ" (୧୯୭୭)
  • "ସଚିତ୍ର ଅନ୍ଧାର" (୧୯୮୨)
  • "ସୀମାନ୍ତ ବାସ"
  • "ଫେରି ଚାହିଁଲେ"
  • "ସବୁଦିନେ ସେପାଖେ"
  • " ନ ଯା ନ ଯା ରହୁ ରହୁ "
  • "ସରଳ ହୃଦଗଣିତ"
  • "ଜାହାଜ ଆସିବ ଓ ଆଉ କେତୋଟି"
  • ଧର୍ମପଦର ଆତ୍ମହତ୍ୟା (କବିତା)

ଲମ୍ବା କବିତା

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ

Tags:

ରମାକାନ୍ତ ରଥ ପଦାଧିକାରୀରମାକାନ୍ତ ରଥ ସାହିତ୍ୟ ସର୍ଜନାରମାକାନ୍ତ ରଥ ପୁରସ୍କାର ଓ ସମ୍ମାନରମାକାନ୍ତ ରଥ ଆଧାରରମାକାନ୍ତ ରଥ ଅଧିକ ତଥ୍ୟରମାକାନ୍ତ ରଥଇଂରାଜୀ ଭାଷାଓଡ଼ିଆ ସାହିତ୍ୟକଟକରେଭେନ୍ସା ବିଶ୍ୱବିଦ୍ୟାଳୟଶାରଳା ପୁରସ୍କାରସରସ୍ୱତୀ ସମ୍ମାନ

🔥 Trending searches on Wiki ଓଡ଼ିଆ:

କେଶବ କୋଇଲିପ୍ରେମଗୀତଗୋବିନ୍ଦଚଉଷଠି ଯୋଗିନୀ ମନ୍ଦିର, ହୀରାପୁରହରେକୃଷ୍ଣ ମହତାବଜୀଜାଜୀ ଛତ୍ ପର୍ ହେଁମନୋରଞ୍ଜନ ଦାସସୁବର୍ଣ୍ଣରେଖା ନଦୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଜଗନ୍ନାଥ ମନ୍ଦିରମେସିନ ଟ୍ରାନ୍ସଲେସନବନ୍ଧୁତାଉପେନ୍ଦ୍ର ଭଞ୍ଜଉଦୟନାଥ ଷଡ଼ଙ୍ଗୀଆଇଜାକ ନିଉଟନଏଡା ଲଭ୍‌ଲେସ୍‌ପାଲାକଟକଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅକ୍ଷୟ ତୃତୀୟାରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶା ବିଧାନ ସଭା୧୨ ଡିସେମ୍ବରଭାରତ୧୫ ଫେବୃଆରୀରାଜ୍ୟ ସଭାମୀନ (ମାସ)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରଣା ସାପଗୋଦାବରୀଶ ମହାପାତ୍ରଓଡ଼ିଶା ପ୍ରିମିଅର ଲିଗସତ୍ୟବାଦୀ ବନ ବିଦ୍ୟାଳୟଦଣ୍ଡ ନାଟଭାରତୀୟ ସ୍ୱାଧୀନତା ଆନ୍ଦୋଳନରମାକାନ୍ତ ରଥଦଶାଶ୍ୱମେଧ ଘାଟବ୍ରାଉଜରନେରାଟିନିବମାଟିର ମଣିଷଅନୁପମ ଭାରତନୀଳକଣ୍ଠ ଦାସଭାରତୀୟ ମୁଦ୍ରା୨୪ ଅପ୍ରେଲରାଜନୀତି ବିଜ୍ଞାନ୧ (ସଂଖ୍ୟା)୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନମାଟିର ମଣିଷ (ଉପନ୍ୟାସ)ମଙ୍ଗଳା ମନ୍ଦିରତରୁଣକାନ୍ତି ମିଶ୍ରବୈଶାଖପ୍ରଥମ ବିଶ୍ୱଯୁଦ୍ଧମହା ଶିବରାତ୍ରିରାଜକିଶୋର ରାୟମଧୁସୂଦନ ରାଓବୈଷ୍ଣବ ପାଣିଜାଭା (ପ୍ରୋଗ୍ରାମିଂ ଭାଷା)ମଦର ଟେରେସାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଭାନୁଜୀ ରାଓପଦ୍ମଚରଣ ପଟ୍ଟନାୟକଜବାହରଲାଲ ନେହେରୁମିନତି ମିଶ୍ରଗାଲୁଆଅମ୍ଳଜାନସୁନା🡆 More