ସଂଖ୍ୟା ୧: ସଂଖ୍ୟା

ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ(୨)ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।

ସଂଖ୍ୟା ୧: ଗାଣିତିକ ଧର୍ମ, ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ, ବିବିଧ ବିଶେଷତ୍ୱ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଗାଣିତିକ ଧର୍ମ

  • ୧ ହେଉଛି ସେହି ସ୍ୱତଂତ୍ର ସଂଖ୍ୟା ଯାହା ମୌଳିକ ସଂଖ୍ୟା ନୁହଁ କି ଯୌଗିକ ସଂଖ୍ୟା ନୁହଁ ।
  • ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
  • ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
  • ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।
  • ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ

  • ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।

ବିବିଧ ବିଶେଷତ୍ୱ

  • ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।

ଆଧାର

Tags:

ସଂଖ୍ୟା ୧ ଗାଣିତିକ ଧର୍ମସଂଖ୍ୟା ୧ ଅଙ୍କ ଜ୍ୟୋତିଷରେ ମହତ୍ତ୍ୱସଂଖ୍ୟା ୧ ବିବିଧ ବିଶେଷତ୍ୱସଂଖ୍ୟା ୧ ଆଧାରସଂଖ୍ୟା ୧ଗୁଣନ୨ (ସଂଖ୍ୟା)

🔥 Trending searches on Wiki ଓଡ଼ିଆ:

ରସାୟନ ବିଜ୍ଞାନବାଘପାରୁଲ ଯାଦବ୫ ଫେବୃଆରୀଦୀନକୃଷ୍ଣ ଦାସଯାଜପୁରଆଶ୍ୱିନସୀତା ବିବାହନନ୍ଦିଘୋଷମହିମା ଧର୍ମଅଚ୍ୟୁତ ସାମନ୍ତଭାରତୀୟ ଡାକ ସେବାଯୁକ୍ତରାଜ୍ୟଖାଦ୍ୟ ଖଣିଜ ଲବଣୟୁ ଟ୍ୟୁବପ୍ରସନ୍ନ କୁମାର ପାଟ୍ଟଶାଣୀଅଶୋକ ସମ୍ରାଟଉଇକିଖବରଭୃସଙ୍ଗ ଗଛଅଂଶୁଘାତଇତିହାସଟୋକିଓଯକୃତଓଡ଼ିଆ ଖାଦ୍ୟବିଜୁ ପଟ୍ଟନାୟକଯଦୁମଣି ମହାପାତ୍ରଉତ୍ତମ ମହାନ୍ତିରାଉରକେଲାଧାତୁକାନାଡ଼ାwiki.phtmlଅନ୍ତରା ଚକ୍ରବର୍ତ୍ତୀରମାଦେବୀ ଚୌଧୁରୀସଚ୍ଚିଦାନନ୍ଦ ରାଉତରାୟକାଳୀଚରଣ ପଟ୍ଟନାୟକହିନ୍ଦୁ ବିବାହ ଅଧିନିୟମ, ୧୯୫୫ପୃଥିବୀ ଦିବସବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାରଳା ଦାସ୬୦୨ଶୈଳବାଳା ଦାସଅଷ୍ଟ୍ରେଲିଆସିନାପାଲିଭାସ୍କୋ ଡା ଗାମାମ୍ୟାଲେରିଆପ୍ରଣବ ପ୍ରକାଶ ଦାସଇଂଲଣ୍ଡଜାପାନୀ ଭାଷାପୃଥିବୀଭଦଭଦଳିଆମୋହନ ଭୋଗଜୟ ଜଗନ୍ନାଥ୧୧ ଫେବୃଆରୀଇମେଲନଦୀଯୁକ୍ତରାଷ୍ଟ୍ର ଆମେରିକାଜ୍ୟୈଷ୍ଠପ୍ରତୀକ୍ଷାବିଶ୍ୱ ଘରଚଟିଆ ଦିବସଗୋପାଳ ଛୋଟରାୟଟିକୋନାଜୋଲଫିଫା ବିଶ୍ୱକପଚୈତ୍ର ପୂର୍ଣ୍ଣିମା🡆 More