ସରସ୍ୱତୀ ସମ୍ମାନ

ସରସ୍ୱତୀ ସମ୍ମାନ, ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର ଭାରତୀୟ ସମ୍ବିଧାନର ସିଡୁଲ-୮ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ । ଏହା କେ.କେ.

ବିର୍ଲା ଫାଉଣ୍ଡେସନଦ୍ୱାରା ୧୯୯୧ରେ ସ୍ଥାପିତ ହୋଇଥିଲା ।

ବିଜେତା

  • ୧୯୯୧ - ହରିବଂଶ ରାୟ ବଚ୍ଚନ - ନିଜ ଆତ୍ମଜୀବନୀ ପାଇଁ
  • ୧୯୯୨ - ରମାକାନ୍ତ ରଥ - ଓଡ଼ିଆ କାବ୍ୟଗ୍ରନ୍ଥ "ଶ୍ରୀରାଧା" ପାଇଁ
  • ୧୯୯୩ - ବିଜୟ ତେନ୍ଦୁଲ୍‌କର
  • ୧୯୯୪ - ହର୍‌ବଜନ ସିଂ (କବି)
  • ୧୯୯୫ - ବାଲାମଣି ଆମ୍ମା - କବିତା ସଂକଳନ "ନିବେଦ୍ୟମ" ପାଇଁ
  • ୧୯୯୬ - ସମ୍‌ସୁର ରହମାନ ଫାରୁକି - "ଶେର-ଏ ଶୋର-ଅଙ୍ଗ୍ରେଜ" ପାଇଁ
  • ୧୯୯୭ - ମନୁଭାଇ ପଞ୍ଚୋଳି
  • ୧୯୯୮ - ଶଙ୍କର ଘୋଷ - "ଗନ୍ଧର୍ବ କବିତାଗୁଚ୍ଛ" ସଂକଳନ ପାଇଁ
  • ୧୯୯୯ - ଇନ୍ଦିରା ପାର୍ଥସାରଥୀ
  • ୨୦୦୦ - ମନୋଜ ଦାସ - "ଅମୃତ ଫଳ" ଉପନ୍ୟାସ ପାଇଁ
  • ୨୦୦୧ - ଦଲିପ କୌର - ଉପନ୍ୟାସ "କଥା କହୋ ଉର୍ବଶୀ"
  • ୨୦୦୨ - ମହେଶ ଏଲ୍‌କୁଞ୍ଚୱାର - ନାଟକ "ଯୁଗାନ୍ତ"
  • ୨୦୦୩ - ଗୋବିନ୍ଦ ଚନ୍ଦ୍ର ପାଣ୍ଡେ - ୧୬୩ଟି ସଂସ୍କୃତ କବିତା ବିଶିଷ୍ଟ ସଂକଳନ "ଭାଗୀରଥୀ" ପାଇଁ
  • ୨୦୦୪ - ସୁନୀଲ ଗଙ୍ଗୋପାଧ୍ୟାୟ - ଉପନ୍ୟାସ "ପ୍ରଥମ ଆଲୋ" ପାଇଁ
  • ୨୦୦୫ - କେ. ଆୟପ୍ପା ପନିକର - କବିତା ସଂକଳନ "ଆୟପ୍ପା ପାଣିକରୁଡେ କୃତିକାଳ" (Ayyappa Panikarude Kritikal)
  • ୨୦୦୬ - ଜଗନ୍ନାଥ ପ୍ରସାଦ ଦାସ - କବିତା ସଂକଳନ "ପରିକ୍ରମା" ପାଇଁ
  • ୨୦୦୭ - ନୈୟର ମାସୁଦ - କ୍ଷୁଦ୍ର ଗଳ୍ପ ସଂକଳନ "ତଊସ ଚମନ କି ମୈନା" (ମୟୂର ବଗିଚାର ବଣି)
  • ୨୦୦୮ - ଲକ୍ଷ୍ମୀ ନନ୍ଦନ ବୋରା - ଉପନ୍ୟାସ "କୟାକଳ୍ପ"
  • ୨୦୦୯ - ସୁର୍‌ଜିତ ପାତର - "ଲଫ୍‌ଜା ଦି ଦର୍ଘା" ପାଇଁ
  • ୨୦୧୦ - ଏସ. ଏଲ. ଭ୍ୟାରପ୍ପା - ଉପନ୍ୟାସ "ମନ୍ଦ୍ର" ପାଇଁ
  • ୨୦୧୧- ଏ. ଏ. ମନବାଲନ - "ଇରମ କଥୟମ ଇରମୟକଲୁ" ପାଇଁ

ଆଧାର

ବାହାର ଆଧାର

Tags:

ଭାରତୀୟ ସମ୍ବିଧାନ

🔥 Trending searches on Wiki ଓଡ଼ିଆ:

ଇଲେକ୍ଟ୍ରୋନିକ କମର୍ସଜୀବସାର ଖମଙ୍ଗଳା ମନ୍ଦିରଭୀମ ପୃଷ୍ଟିଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନ୍ନଦା ଶଙ୍କର ରାୟପ୍ରାଣୀପଞ୍ଚସଖାମହାଭାରତଶିବପରଶୁରାମଅଭିରାମ ପରମହଂସବାସନ୍ତୀଶିମିଳିପାଳ ଜାତୀୟ ଉଦ୍ୟାନଗ୍ରହଅନାଦି ଚରଣ ସାହୁwiki.phtmlପୁରୁଷୋତ୍ତମ ଦେବଇଣ୍ଟରନେଟଦୀନକୃଷ୍ଣ ଦାସପ୍ରତିଭା ରାୟଗୁଗଲଅନୁଗୋଳ ଜିଲ୍ଲାବୋବ୍ୱିଲିଭୂମିଜ ଜାତିଆଲେକ୍‌ଜାଣ୍ଡର୍ ମହାନ୨୧ଫିଲିପାଇନ୍ସଅଖିଳ ମୋହନ ପଟ୍ଟନାୟକବୌଦ୍ଧ ଧର୍ମଉଇକିପିଡ଼ିଆଭାରତମନୋରଞ୍ଜନ ଦାସଦଶାଶ୍ୱମେଧ ଘାଟଟୋଲକାପୋନମରିସସହନୁମାନମଧୁସୂଦନ ଦାସସୁଭାଷ ଚନ୍ଦ୍ର ବୋଷଲକ୍ଷ୍ମୀକାନ୍ତ ମହାପାତ୍ରସମ୍ବାଦ (ଖବରକାଗଜ)ଓଡ଼ିଶାର ସଂସ୍କୃତିଗଣେଶ୍ୱର ବେହେରାୟୁରୋପଶ୍ରୀକାନ୍ତ ସାହୁ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ୧୫ ଫେବୃଆରୀପରିସଂଖ୍ୟାନରାମାୟଣଓଡ଼ିଆ ଲିପିପ୍ଲୀହାଏଚଆଇଭି/ଏଡସଜଣ୍ଡିସ୍ମାଟିର ମଣିଷକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅର୍ଜୁନ ଗଛକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶା ଆଦର୍ଶ ବିଦ୍ୟାଳୟଭାରତୀୟ ମୁଦ୍ରାସୋରିଷଓଡ଼ିଆ ଭାଷାନେମାଳସଚ୍ଚିଦାନନ୍ଦ ରାଉତରାୟଅଶୋକାଷ୍ଟମୀରାଜ ଯୋଗଭୀମ ଭୋଇସ୍ନେହସାରକଣ୍ଡୋମ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ🡆 More