ଗୋଦାବରୀଶ ମହାପାତ୍ର

ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

ଗୋଦାବରୀଶ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1898-10-01)୧ ଅକ୍ଟୋବର ୧୮୯୮
କୁମାରଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା ଜିଲ୍ଲା
ମୃତ୍ୟୁ୨୫ ନଭେମ୍ବର ୧୯୬୫(1965-11-25) (ବୟସ ୬୭)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସତ୍ୟବାଦୀ ଯୁଗ
ବିଷୟକବି, ଗାଳ୍ପିକ, ସମ୍ପାଦକ ଓ ବ୍ୟଙ୍ଗ ଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନ କାଳ

'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମ ନେଇଥିଲେ । ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଗୋଦାବରୀଶ ମହାପାତ୍ର ଜୀବନ କାଳଗୋଦାବରୀଶ ମହାପାତ୍ର ରଚନାବଳୀଗୋଦାବରୀଶ ମହାପାତ୍ର ସମ୍ମାନ ଓ ପୁରସ୍କାରଗୋଦାବରୀଶ ମହାପାତ୍ର ଆଧାରଗୋଦାବରୀଶ ମହାପାତ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବଲାଙ୍ଗୀରଥାଲାସେମିଆକଳାପାହାଡ଼ଭଗବତୀ ଦେଉଳରାଧାବିର୍ସା ମୁଣ୍ଡାପ୍ରଥମ ବିଶ୍ୱଯୁଦ୍ଧରକ୍ତଓଡ଼ିଶାର ଭୂଗୋଳକୋଣାର୍କ ସୂର୍ଯ୍ୟ ମନ୍ଦିରଭୁବନେଶ୍ୱର ବେହେରାକୃଷ୍ଣପ୍ରସାଦ ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟହାଡ଼ି ଦାସଭାରତୀୟ ଜାତୀୟ କଂଗ୍ରେସକାଳୀଚରଣ ପଟ୍ଟନାୟକବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କରଞ୍ଜପରିବାରମାହିମ ଦୁର୍ଗ , ମୁମ୍ବାଇଅଶୋକ (ସମ୍ରାଟ)ବିଦ୍ୟୁତଟୁଇଟରରାଧାନାଥ ରାୟଚୈତ୍ର ପୂର୍ଣ୍ଣିମାହୃଷୀକେଶ ମଲ୍ଲିକଛଉ ନାଚହନୁମାନ ଚାଳିଶାଭାରତୀୟ ଡାକ ସେବାଆର୍ଯ୍ୟଭଟ୍ଟଜାନକୀ ବଲ୍ଲଭ ପଟ୍ଟନାୟକଜାପାନୀ ଭାଷାକିଶୋରଚନ୍ଦ୍ରାନନ୍ଦ ଚମ୍ପୂପଦ୍ମଚରଣ ପଟ୍ଟନାୟକପିପିଲିସାପକବିସୂର୍ଯ୍ୟ ବଳଦେବ ରଥବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀବିଦୁସ୍ମିତାରାମଚନ୍ଦ୍ର ମିଶ୍ରହ୍ୱାଟ୍ସଆପଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଶ୍ରୀନିବାସ ରାମାନୁଜନଏ. ପି. ଜେ. ଅବଦୁଲ କଲାମବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିଶୁପାଳଗଡ଼ସୁଭାଷ ଚନ୍ଦ୍ର ବୋଷକୃଷ୍ଣ ଜନ୍ମାଷ୍ଟମୀକାଜାଖସ୍ତାନବ୍ୟାଙ୍କକୁଞ୍ଜବିହାରୀ ଦାଶନବଦୁର୍ଗାହେମୋଫିଲିଆଜୟା ଶର୍ମା (କାର୍ଯ୍ୟକର୍ତ୍ତା)ବାଲେଶ୍ୱର ଜିଲ୍ଲାକୁଷ୍ଠଅମୃତାୟନସ୍ତନ୍ୟପାନଗାୟତ୍ରୀବାଳା ପଣ୍ଡାଜ୍ୟୋତି ପ୍ରକାଶ ପାଣିଗ୍ରାହୀଋତୁସ୍ରାବକୃଷ୍ଣଚନ୍ଦ୍ର ପାଣିଗ୍ରାହୀ🡆 More