ରେଭେନ୍ସା ବିଶ୍ୱବିଦ୍ୟାଳୟ

ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୦୬ ପୂର୍ବରୁ ରେଭେନ୍ସା କଲେଜ ନାମରେ ଜଣା) ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟ
ରେଭେନ୍ସା ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ଜ୍ଞାନ ହିଁ ଶକ୍ତି"
ସ୍ଥାପିତ୧୮୬୮ (କଲେଜ ଭାବରେ); ୨୦୦୬ (ବିଶ୍ୱବିଦ୍ୟାଳୟ ଭାବରେ)
ପ୍ରକାରସାର୍ବଜନିକ
କୁଳାଧିପତିରାଜ୍ୟପାଳ
କୁଳପତିଈଶାନ୍ କୁମାର ପାତ୍ର
ଅବସ୍ଥାନକଟକ, ଓଡ଼ିଶା, ଭାରତ India
ପରିସରକଲେଜ ଛକ , କଟକ ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)
ୱେବସାଇଟwww.ravenshawuniversity.ac.in

ଇତିହାସ

ପ୍ରାରମ୍ଭିକ ସମୟ

୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ। ଏହି ପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ପ୍ରଥମ ବର୍ଷ କେବଳେ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ 
ରେଭେନ୍ସା ବିଶ୍ୱବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା ଓ ପ୍ରବେଶ , ୨୦୧୧

ଆଧାର

ବାହାର ଲିଙ୍କ

Tags:

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସରେଭେନ୍ସା ବିଶ୍ୱବିଦ୍ୟାଳୟ ଆଧାରରେଭେନ୍ସା ବିଶ୍ୱବିଦ୍ୟାଳୟ ବାହାର ଲିଙ୍କରେଭେନ୍ସା ବିଶ୍ୱବିଦ୍ୟାଳୟଓଡ଼ିଶାକଟକ

🔥 Trending searches on Wiki ଓଡ଼ିଆ:

ରେବତୀ (କ୍ଷୁଦ୍ରଗଳ୍ପ)ଉଇକିପିଡ଼ିଆଅଟଳ ବିହାରୀ ବାଜପେୟୀପଣା ସଂକ୍ରାନ୍ତିରୋହିଦାସ ସିଂ ନାଗଅଶୋକାଷ୍ଟମୀସୁନାଜଗନମୋହ‌ନ ଲାଲଭୀମ ଭୋଇଅଯୋଧ୍ୟାଗୋପୀନାଥ ମହାନ୍ତିଜଗନ୍ନାଥ ଦାସନବୀନ ପଟ୍ଟନାୟକପ୍ରଦୂଷଣସୁରେଶ କୁମାର ରାଉତରାୟସଂଗୀତଅନନ୍ତ ପଟ୍ଟନାୟକସନ୍ତୋଷ ସିଂହ ସାଲୁଜାହାଡ଼ି ଦାସପ୍ଲୁଟୋଡଙ୍ଗାପ୍ରାଚୀ ନଦୀବାବା ବଳିଆଋଷିଆରବୀନ୍ଦ୍ରନାଥ ଠାକୁରମେକ୍ସିକୋମୋହନ ସୁନ୍ଦର ଦେବ ଗୋସ୍ୱାମୀ୧୮ ଅପ୍ରେଲଲିନକ୍ସ ବଣ୍ଟନଜୟୀରାମ ସାମଲଇନ୍‌ଫ୍ଲୁଏଞ୍ଜାଚୈତ୍ରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟବଳରାମ ଦାସଚାଣକ୍ୟମନୋଜ ଦାସବିଶ୍ୱଜିତ ଦାସଭାରତର ଜାତୀୟ ପତାକାଭର୍ତ୍ତୃହରି ମହତାବସରଳା ଦେବୀଅଶ୍ୱିନୀ କୁମାର ଘୋଷତାରାତାରିଣୀ ମନ୍ଦିରInotuzumab ozogamicinଜର୍ମାନୀଗାୟତ୍ରୀବାଳା ପଣ୍ଡାମାଣବସା ଗୁରୁବାରରାମ ନବମୀରଜପ୍ରସନ୍ନ ଦାସଚଳନ୍ତି ଠାକୁରଲୋକ ସଭାସ୍ୱୋର୍ଡ ମାଛଭାରତୀୟ ସମ୍ବିଧାନରାଜକିଶୋର ରାୟଜଳବାୟୁଚିଲିକା ହ୍ରଦତରଳ ଝାଡ଼ାଦିନଓଡ଼ିଶାର ଦଶହରାଧର୍ମେନ୍ଦ୍ର ପ୍ରଧାନବୌଦ୍ଧ ଧର୍ମଦିଲୀପ ତିର୍କୀଜୈନ ଧର୍ମଡିଡାନୋସିନନେପାଳକୋଣାର୍କ ସୂର୍ଯ୍ୟ ମନ୍ଦିରପୁରୀଭୁବନେଶ୍ୱର ବେହେରା🡆 More