ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ବର୍ଷ | ସମ୍ମାନିତ ସାହିତ୍ୟିକଙ୍କ ନାମ | ବହିର ନାମ | ବିଭାଗ | ଆଧାର |
---|---|---|---|---|
୨୦୨୨ | ଗାୟତ୍ରୀବାଳା ପଣ୍ଡା | ଦୟାନଦୀ | କବିତା | |
୨୦୨୧ | ହୃଷୀକେଶ ମଲ୍ଲିକ | ସରିଯାଇଥିବା ଅପେରା | କବିତା | |
୨୦୨୦ | ଯଶୋଧାରା ମିଶ୍ର | ସମୁଦ୍ରକୂଳ ଘର | ଗଳ୍ପ | |
୨୦୧୯ | ତରୁଣକାନ୍ତି ମିଶ୍ର | ଭାସ୍ୱତୀ | ଗଳ୍ପ | |
୨୦୧୮ | ଦାଶରଥି ଦାସ | ପ୍ରସଙ୍ଗ ପୁରୁଣା ଭାବନା ନୂଆ | ପ୍ରବନ୍ଧ ସଂକଳନ | |
୨୦୧୭ | ଗାୟତ୍ରୀ ସରାଫ | ଇଟାଭାଟିର ଶିଳ୍ପୀ | ଗଳ୍ପ | |
୨୦୧୬ | ପାରମିତା ଶତପଥୀ | ପ୍ରାପ୍ତି | ଗଳ୍ପ | |
୨୦୧୫ | ବିଭୂତି ପଟ୍ଟନାୟକ | ମହିଷାସୁରର ମୁହଁ | ଗଳ୍ପ | |
୨୦୧୪ | ଗୋପାଳ କୃଷ୍ଣ ରଥ | ବିପୁଳ ଦିଗନ୍ତ | କବିତା | |
୨୦୧୩ | ବିଜୟ ମିଶ୍ର | ବାନପ୍ରସ୍ଥ | ନାଟକ | |
୨୦୧୨ | ଗୌରହରି ଦାସ | କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ | କ୍ଷୁଦ୍ରଗଳ୍ପ | |
୨୦୧୧ | କଳ୍ପନା କୁମାରୀ ଦେବୀ | ଅଚିହ୍ନା ବାସଭୂମି | ଉପନ୍ୟାସ | |
୨୦୧୦ | ପଠାଣି ପଟ୍ଟନାୟକ | ଜୀବନର ଚଲାପଥେ | ଆତ୍ମଜୀବନୀ | |
୨୦୦୯ | ଫନୀ ମହାନ୍ତି | ମୃଗୟା | କବିତା | |
୨୦୦୮ | ପ୍ରମୋଦ କୁମାର ମହାନ୍ତି | ଅସରନ୍ତି ଅଣସର | କବିତା | |
୨୦୦୭ | ଦୀପକ ମିଶ୍ର | ସୁଖ ସଂହିତା | କବିତା | |
୨୦୦୬ | ବଂଶୀଧର ଷଡ଼ଙ୍ଗୀ | ସ୍ୱରୋଦୟ | କବିତା | |
୨୦୦୫ | ରାମଚନ୍ଦ୍ର ବେହେରା | ଗୋପପୁର | କାହାଣୀ | |
୨୦୦୪ | ପ୍ରଫୁଲ୍ଲ କୁମାର ମହାନ୍ତି | ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା | ପ୍ରବନ୍ଧ | |
୨୦୦୩ | ଯତୀନ୍ଦ୍ର ମୋହନ ମହାନ୍ତି | ସୂର୍ଯ୍ୟସ୍ନାତା | ପ୍ରବନ୍ଧ | |
୨୦୦୨ | ଶରତ କୁମାର ମହାନ୍ତି | ଗାନ୍ଧୀ ମଣିଷ | ପ୍ରବନ୍ଧ | |
୨୦୦୧ | ପ୍ରତିଭା ଶତପଥୀ | ତନ୍ମୟ ଧୂଳି | କବିତା | |
୨୦୦୦ | ପ୍ରତିଭା ରାୟ | ଉଲ୍ଲଙ୍ଘନ (ଗପ ସଙ୍କଳନ) | କାହାଣୀ | |
୧୯୯୯ | ହରପ୍ରସାଦ ଦାସ | ଗର୍ଭଗୃହ | କବିତା | |
୧୯୯୮ | ଚିତ୍ତରଞ୍ଜନ ଦାସ | ବିଶ୍ୱକୁ ଗବାକ୍ଷ | ପ୍ରବନ୍ଧ | |
୧୯୯୭ | ଚନ୍ଦ୍ରଶେଖର ରଥ | ସବୁଠାରୁ ଦୀର୍ଘ ରାତି | କାହାଣୀ | |
୧୯୯୬ | ସତ୍ୟନାରାୟଣ ରାଜଗୁରୁ | ମୋ ଜୀବନ ସଙ୍ଗ୍ରାମ | ଆତ୍ମଜୀବନୀ | |
୧୯୯୫ | ଗୋବିନ୍ଦ୍ର ଚନ୍ଦ୍ର ଉଦଗାତା | କାବ୍ୟ ଶିଳ୍ପୀ ଗଙ୍ଗାଧର | ସମାଲୋଚନା | |
୧୯୯୪ | ଗୁରୁଚରଣ ପଟ୍ଟନାୟକ | ଜଗତ ଦର୍ଶନରେ ଜଗନ୍ନାଥ | ପ୍ରବନ୍ଧ | |
୧୯୯୩ | ଶାନ୍ତନୁ କୁମାର ଆଚାର୍ଯ୍ୟ | ଚଳନ୍ତି ଠାକୁର | କାହାଣୀ | |
୧୯୯୨ | ରବି ପଟ୍ଟନାୟକ | ବିଚିତ୍ରବର୍ଣ୍ଣା | କାହାଣୀ | |
୧୯୯୧ | ଜଗନ୍ନାଥ ପ୍ରସାଦ ଦାସ | ଆହ୍ନିକ | କବିତା | |
୧୯୯୦ | ବୀଣାପାଣି ମହାନ୍ତି | ପାଟଦେଇ | କାହାଣୀ | |
୧୯୮୯ | ଭାନୁଜୀ ରାଓ | ନଇ ଆରପାରି | କବିତା | |
୧୯୮୮ | ସୌରୀନ୍ଦ୍ର ବାରିକ | ଆକାଶପରି ନିବିଡ଼ | କବିତା | |
୧୯୮୭ | ନିତ୍ୟାନନ୍ଦ ମହାପାତ୍ର | ଘରଡିହ | ଉପନ୍ୟାସ | |
୧୯୮୬ | ସୌଭାଗ୍ୟ କୁମାର ମିଶ୍ର | ଦ୍ୱାସପର୍ଣ୍ଣ | କବିତା | |
୧୯୮୫ | ରାଜେନ୍ଦ୍ର କିଶୋର ପଣ୍ଡା | ଶୈଳ କଳ୍ପ | କବିତା | |
୧୯୮୪ | ମହାପାତ୍ର ନୀଳମଣି ସାହୁ | ଅଭିଶପ୍ତ ଗନ୍ଧର୍ବ | କ୍ଷୁଦ୍ର ଗଳ୍ପ | |
୧୯୮୩ | ହରେକୃଷ୍ଣ ମହତାବ | ଗାଁ ମଜଲିସ, ଭାଗ-୩ୟ | ପ୍ରବନ୍ଧ | |
୧୯୮୨ | ଗୋପାଳ ଛୋଟରାୟ | ହାସ୍ୟରସର ନାଟକ | ନାଟକ | |
୧୯୮୧ | ଅଖିଳ ମୋହନ ପଟ୍ଟନାୟକ | ଓ ଅନ୍ଧଗଳି | କ୍ଷୁଦ୍ର ଗଳ୍ପ | |
୧୯୮୦ | ଅନନ୍ତ ପଟ୍ଟନାୟକ | ଅବାନ୍ତର (କବିତା ସଙ୍କଳନ) | କବିତା | |
୧୯୭୯ | କୁଞ୍ଜବିହାରୀ ଦାଶ | ମୋ କାହାଣୀ | ଆତ୍ମଜୀବନୀ | |
୧୯୭୮ | ରମାକାନ୍ତ ରଥ | ସପ୍ତମ ଋତୁ | କବିତା | |
୧୯୭୭ | କାଳିଚରଣ ପଟ୍ଟନାୟକ | କୁମ୍ଭାର ଚକ | ଆତ୍ମଜୀବନୀ | |
୧୯୭୬ | କିଶୋରୀ ଚରଣ ଦାସ | ଠାକୁର ଘର (କ୍ଷୁଦ୍ର ଗଳ୍ପ ସଙ୍କଳନ) | କ୍ଷୁଦ୍ର ଗଳ୍ପ | |
୧୯୭୫ | ରାଧାମୋହନ ଗଡ଼ନାୟକ | ସୂର୍ଯ୍ୟ ଓ ଅନ୍ଧକାର | କବିତା | |
୧୯୭୪ | ସୀତାକାନ୍ତ ମହାପାତ୍ର | ଶବ୍ଦର ଆକାଶ | କବିତା | |
୧୯୭୩ | ଗୁରୁ ପ୍ରସାଦ ମହାନ୍ତି | ସମୁଦ୍ର ସ୍ନାନ | କବିତା | |
୧୯୭୨ | ମନୋଜ ଦାସ | ମନୋଜ ଦାସଙ୍କ କଥା ଓ କାହାଣୀ | କ୍ଷୁଦ୍ର ଗଳ୍ପ | |
୧୯୭୧ | ମନୋରଞ୍ଜନ ଦାସ | ଅରଣ୍ୟ ଫସଲ | ନାଟକ | |
୧୯୭୦ | ବିନୋଦ ଚନ୍ଦ୍ର ନାୟକ | ସରୀସୃପ (କବିତା ସଙ୍କଳନ) | କବିତା | |
୧୯୬୯ | ସୁରେନ୍ଦ୍ର ମହାନ୍ତି | ନୀଳଶୈଳ | ଉପନ୍ୟାସ | |
୧୯୬୭ | ସୂର୍ଯ୍ୟନାରାୟଣ ଦାସ | ଓଡ଼ିଆ ସାହିତ୍ୟର ଇତିହାସ | ସମାଲୋଚନା | |
୧୯୬୬ | ଗୋଦାବରୀଶ ମହାପାତ୍ର | ବଙ୍କା ଓ ସିଧା | କବିତା | |
୧୯୬୫ | ବୈକୁଣ୍ଠନାଥ ପଟ୍ଟନାୟକ | ଉତ୍ତରାୟଣ | କବିତା | |
୧୯୬୪ | ନୀଳକଣ୍ଠ ଦାସ | ଆତ୍ମଜୀବନୀ | ଆତ୍ମଜୀବନୀ | |
୧୯୬୩ | ସଚ୍ଚିଦାନନ୍ଦ ରାଉତରାୟ | କବିତା-୧୯୬୨ | କବିତା | |
୧୯୬୧ | ଗୋଦାବରୀଶ ମିଶ୍ର | ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ | ଆତ୍ମଜୀବନୀ | |
୧୯୫୮ | କାହ୍ନୁ ଚରଣ ମହାନ୍ତି | କା | ଉପନ୍ୟାସ | |
୧୯୫୫ | ଗୋପୀନାଥ ମହାନ୍ତି | ଅମୃତର ସନ୍ତାନ | ଉପନ୍ୟାସ |
ପୁରସ୍କାର ବର୍ଷ | ଅନୁବାଦକଙ୍କ ନାମ | ବହିର ନାମ | ମୂଳ ବହି | ମୂଳ ଲେଖକ |
---|---|---|---|---|
୨୦୨୧ | ଗୌରହରି ଦାସ | ଛେଳି ଚରେଇବାର ଦିନ | ଆବୁଜୀବୀଥମ, ମାଲୟଲମ | ବେନିୟାମିନ |
୨୦୨୦ | ମଞ୍ଜୁ ମୋଦୀ | କଲ୍ୟାଣୀ | କଲ୍ୟାଣୀ (ହିନ୍ଦୀ) | ଜୈନେନ୍ଦ୍ର କୁମାର |
୨୦୧୯ | ଅଜୟ କୁମାର ପଟ୍ଟନାୟକ | ଶ୍ରେଷ୍ଠ ହିନ୍ଦୀ ଗଳ୍ପ | ହିନ୍ଦୀ | ବିଭିନ୍ନ ଲେଖକ |
୨୦୧୮ | ଶ୍ରଦ୍ଧାଞ୍ଜଳି କାନୁନଗୋ | ଶ୍ରୀମୟୀ ମା | ବଙ୍ଗଳା | ନବକୁମାର ବସୁ |
୨୦୧୭ | ସୂର୍ଯ୍ୟମଣି ଖୁଣ୍ଟିଆ | ଯୁଗାନ୍ତ | ମରାଠି | ଇରାବତି ଖାର୍ଭେ |
୨୦୧୬ | ମୋନାଲିସା ଜେନା | ଆଶୀର୍ବାଦର ରଙ୍ଗ | ଅହମିୟା | ଅରୁଣ ଶର୍ମା |
୨୦୧୫ | ଶକୁନ୍ତଳା ବଳିୟାରସିଂହ | କାବେରୀ ଭଳି ଝିଅଟିଏ | ଓରୁ କେବେରୀ ୟାଇ ପୋଲାର, ତାମିଲ | ତ୍ରିପୁରାସୁନ୍ଦରୀ ଲକ୍ଷ୍ମୀ |
୨୦୧୪ | ରବିନ୍ଦ୍ର କୁମାର ପ୍ରହରାଜ | ଥିଲାଘର ଗେହ୍ଲାପୁଅ | ଅଲାଲେର ଘରେର ଦୁଲାଲ, ବଙ୍ଗଳା ଉପନ୍ୟାସ | ଟେକ ଚାନ୍ଦ ଠାକୁର |
୨୦୧୩ | ବିଳାସିନୀ ମହାନ୍ତି | ଅନାବୃତ ଅନ୍ଧକାର: ସାଦତ ହସନ ମଣ୍ଟୋଙ୍କ ଅର୍ଦ୍ଧଶତ କାହାଣୀ | କ୍ଷୁଦ୍ରଗଳ୍ପ ସଂଗ୍ରହ, ଉର୍ଦ୍ଦୁ କ୍ଷୁଦ୍ରଗଳ୍ପ | ସାଦତ ହସନ ମଣ୍ଟୋ |
୨୦୧୨ | ପ୍ରଶାନ୍ତ କୁମାର ମହାନ୍ତି | ସେ ପକ୍ଷୀଟିର ନା | ଉସ ଚିରିଆ କା ନାମ, ହିନ୍ଦୀ ଉପନ୍ୟାସ | ପଙ୍କଜ ବିସ୍ତ |
୨୦୧୧ | ସଂଗ୍ରାମ ଜେନା | ଉମରାଓ ଜାନ ଆଦା | ଉମରାଓ ଜାନ ଅଦା, ଉର୍ଦ୍ଦୁ ଉପନ୍ୟାସ | ମିର୍ଜା ମହମ୍ମଦ ହାଡି |
୨୦୧୦ | ଅମିୟବାଳା ପଟ୍ଟନାୟକ | ରେଣୁ ରଚନା ସଞ୍ଚୟନ | ରେଣୁ ରଚନା ସଞ୍ଚୟନ, ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ | ଫଣିସ୍ୱମଠ ରେଣୁ |
୨୦୦୯ | ଧରଣୀଧର ପାଣିଗ୍ରାହୀ | କରଣ ସିଂହ: ଆତ୍ମଜୀବନୀ | କରଣ ସିଂହ: ଆନ ଅଟୋବାୟୋଗ୍ରାଫି, ଇଂରାଜୀ ଆତ୍ମଜୀବନୀ | କରଣ ସିଂହ |
୨୦୦୮ | ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ | ମହାରଥୀ | ମହାରଥୀ, ଅସମିଆ ଉପନ୍ୟାସ | ଚନ୍ଦ୍ର ପ୍ରକାଶ ସାଇକିଆ |
୨୦୦୭ | ବିପିନ ବିହାରୀ ମିଶ୍ର | ଅନ୍ତର୍ଯାତ୍ରା | ଅନ୍ତର୍ଯାତ୍ରା | ଅମରନାଥ ଶୁକ୍ଳା |
୨୦୦୬ | ସୁଦର୍ଶନ ଆଚାର୍ଯ୍ୟ | କଥା ସରିତ ସାଗର – ୧ ଓ ୨ | କଥା ସରିତ ସାଗର, ସଂସ୍କୃତ କ୍ଷୁଦ୍ରଗଳ୍ପ | ସୋମଦେବ |
୨୦୦୫ | ପ୍ରଭାକର ସ୍ୱାଇଁ | ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପ | ହିନ୍ଦୀ କ୍ଷୁଦ୍ରଗଳ୍ପ ସଂଗ୍ରହ | ନିର୍ମଳ ବର୍ମା |
୨୦୦୪ | ଚୌଧୁରୀ ହେମକାନ୍ତ ମିଶ୍ର | ବାରବୁଲା ଦେବଦୁତ | ଆୱାରା ମସିହା, ହିନ୍ଦୀ ଜୀବନୀ | ବିଷ୍ଣୁ ପ୍ରଭାକର |
୨୦୦୩ | ସୌଦାମିନୀ ନନ୍ଦ | ଅନ୍ଧ ଯୁଗ | ଅନ୍ଧା ୟୁଗ | ଧରମବୀର ଭାରତୀ |
୨୦୦୨ | ନୃସିଂହ ତ୍ରିପାଠୀ | ଚାରୁ ଚନ୍ଦ୍ରଲେଖା | ଚାରୁ ଚନ୍ଦ୍ରଲେଖା, ହିନ୍ଦୀ ଉପନ୍ୟାସ | ହଜାରୀ ପ୍ରସାଦ ଦ୍ୱିବେଦୀ |
୨୦୦୧ | ଜାନକୀ ବଲ୍ଲଭ ପଟ୍ଟନାୟକ | ବଙ୍କୀମ ଉପନ୍ୟାସମାଳା (୨ଖଣ୍ଡ) | ବଙ୍ଗଳା ଉପନ୍ୟାସ | ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ |
୨୦୦୦ | ଅମରେଶ ପଟ୍ଟନାୟକ | ତୀସ୍ତା ତଟର ବୃତ୍ତାନ୍ତ | ତୀସ୍ତା ପରେର ବ୍ରିତାନ୍ତ, ବଙ୍ଗଳା ଉପନ୍ୟାସ | ଦେବେଶ ରାୟ |
୧୯୯୯ | ଚନ୍ଦ୍ରଶେଖର ଦାସବର୍ମା | ଗୋଟିଏ ଗଧର ଆତ୍ମକଥା | ଏକ ଗଧେ କି ଆତ୍ମକଥା, ହିନ୍ଦୀ ଉପନ୍ୟାସ | କିଶନ ଚନ୍ଦର |
୧୯୯୮ | ଅସିତ ମହାନ୍ତି | ଅଧ୍ୟାୟ ଏକବିଂଶ | କ୍ଷୁଦ୍ରଗଳ୍ପ | ଏକାଧିକ ଲେଖକ |
୧୯୯୭ | ଯୁଗଳ କିଶୋର ଦତ୍ତ | ଆସାମୀ ହାଜିର | ବଙ୍ଗଳା ଉପନ୍ୟାସ | ବିମଳ ମିତ୍ର |
୧୯୯୬ | ଜୀବନାନନ୍ଦ ପାଣି | ମୁହଁ ସଞ୍ଜ | ଉପନ୍ୟାସ | ପରାପ୍ପୁରଟୁ |
୧୯୯୫ | ନନ୍ଦିନୀ ଶତପଥୀ | ରେଭେନ୍ୟୁ ଟିକଟ | ଆତ୍ମଜୀବନୀ | ଅମୃତା ପ୍ରିତମ |
୧୯୯୪ | ଭି. ପି. ଜୋଗଲେକର | ଠୁମରୀ | କ୍ଷୁଦ୍ରଗଳ୍ପ | ଭି. ପି. କାଲେ |
୧୯୯୩ | ବରେନ୍ଦ୍ର କୃଷ୍ଣ ଧଳ | ଶାମ୍ବ | ଉପନ୍ୟାସ | ସମରେଶ ବସୁ (କାଳକୁଟ) |
୧୯୯୨ | ଶ୍ରୀନିବାସ ଉଦ୍ଗାତା | ସୌଭାଗ୍ୟ ନୂପୁର | ଉପନ୍ୟାସ | ଅମୃତଲାଲ ନାଗର |
୧୯୯୧ | ନୀଳମଣି ମିଶ୍ର | କେତେ ନାଚିବ ଗୋପାଳ | ଉପନ୍ୟାସ | ଅମୃତଲାଲ ନାଗର |
୧୯୯୦ | ଲକ୍ଷ୍ମୀ ନାରାୟଣ ମହାନ୍ତି | ବନଚାରୀ | ଉପନ୍ୟାସ | ବିଭୂତି ଭୁଷଣ ବନ୍ଦୋପାଧ୍ୟାୟ |
୧୯୮୯ | ବସନ୍ତ କୁମାରୀ ଦେବୀ | ଗଣଦେବତା, ଭାଗ ୧ ଓ ୨, (ପଞ୍ଚଗ୍ରାମ) | ଉପନ୍ୟାସ | ତାରାଶଙ୍କର ବନ୍ଦୋପାଧ୍ୟାୟ |
ପୁରସ୍କାର ବର୍ଷ | ସାହିତ୍ୟିକ | ବହି/ ଅବଦାନ | ଆଧାର |
---|---|---|---|
୨୦୨୨ | ନରେନ୍ଦ୍ର ପ୍ରସାଦ ଦାସ | କୋଳାହଳ ନା ହଳାହଳ (କ୍ଷୁଦ୍ର ଗଳ୍ପ) | |
୨୦୨୧ | ଦିଗରାଜ ବ୍ରହ୍ମା | ଗୀତ କହେ ମିତର କଥା | |
୨୦୨୦ | ରାମଚନ୍ଦ୍ର ନାୟକ | ବଣ ଦେଉଳରେ ସୁନା ନେଉଳ | |
୨୦୧୯ | ବୀରେନ୍ଦ୍ର ସାମନ୍ତରାୟ | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୮ | ବୀରେନ୍ଦ୍ରନାଥ ମହାନ୍ତି | ରୁମ୍କୁ ଝୁମା (କବିତା) | |
୨୦୧୭ | ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ | ଶିଶୁସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୬ | ବଟକୃଷ୍ଣ ଓଝା | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୫ | ସ୍ନେହଲତା ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୪ | ଦାଶ ବେନହୁର | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୩ | ନଦୀୟା ବିହାରୀ ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୨ | ରାମ ପ୍ରସାଦ ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୧ | ମହେଶ୍ୱର ମହାନ୍ତି | ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ | |
୨୦୧୦ | ପୁଣ୍ୟପ୍ରଭା ଦେବୀ | କୁନି ଗୋଇନ୍ଦା (କ୍ଷୁଦ୍ର ଗଳ୍ପ) |
ବର୍ଷ | ସାହିତ୍ୟିକ | ବହି | ବିଭାଗ | ଆଧାର |
---|---|---|---|---|
୨୦୨୨ | ଦିଲ୍ଲୀପ ବେହେରା | ଲଣ୍ଠନ | କ୍ଷୁଦ୍ରଗଳ୍ପ | |
୨୦୨୧ | ଦେବବ୍ରତ ଦାସ | ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ | ଗଳ୍ପ | |
୨୦୨୦ | ଚନ୍ଦ୍ରଶେଖର ହୋତା | ଚେତନାର ଅନ୍ୱେଷଣ | ପ୍ରବନ୍ଧ | |
୨୦୧୯ | ଶିଶିର ବେହେରା | ବିମୁଗ୍ଧ ଉଚ୍ଚାରଣ | ଆଲୋଚନା | |
୨୦୧୮ | ଜୟଦ୍ରଥ ସୁନା | ଶୋଷ | କବିତା ସଂକଳନ | |
୨୦୧୭ | ସୂର୍ଯ୍ୟସ୍ନାତ ତ୍ରିପାଠୀ | ଏ ସମ୍ପର୍କ ଏମିତି | କବିତା ସଂକଳନ | |
୨୦୧୬ | ଜ୍ଞାନୀ ଦେବାଶିଷ ମିଶ୍ର | ଦାଗ | କବିତା ସଂକଳନ | |
୨୦୧୫ | ସୁଜିତ କୁମାର ପଣ୍ଡା | ମାନସାଙ୍କ | କ୍ଷୁଦ୍ରଗଳ୍ପ | |
୨୦୧୪ | ନରେନ୍ଦ୍ର କୁମାର ଭୋଇ | ପୀଡ଼ାପର୍ବ | କବିତା | |
୨୦୧୩ | କ୍ଷେତ୍ରବାସୀ ନାଏକ | ଦାଦନ | କ୍ଷୁଦ୍ର ଗଳ୍ପ | |
୨୦୧୨ | ସୃଷ୍ଟିଶ୍ରୀ ନାୟକ | ଭିନ୍ନ ଉପବନ | କ୍ଷୁଦ୍ର ଗଳ୍ପ | |
୨୦୧୧ | ଗାୟତ୍ରୀବାଳା ପଣ୍ଡା | ଗାଆଁ | କବିତା |
This article uses material from the Wikipedia ଓଡ଼ିଆ article କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.